ପୁଣି ପଳାଶୁଣୀ ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ମଧ୍ୟ ହେଉଛି । ଏଥିମଧ୍ୟରେ ପୁଣି ଥରେ ପଳାଶୁଣୀ ଛକରେ ଦେଖିବାକୁ ମିଳିଛି ମର୍ମନ୍ତୁତ ଦୁର୍ଘଟଣା । ରାସ୍ତା ପାର୍ ହେଉଥବା ବେଳେ…