ବିକ୍ରି ହୋଇଯିବ କ୍ରୋମ୍ ବ୍ରାଉଜର ! ଗୁଗଲକୁ ପ୍ରସ୍ତାବ ଦେବ ଆମେରିକା: ରିପୋର୍ଟ

ନୂଆଦିଲ୍ଲୀ: ଗୁୁଗଲ ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍‌’ ଏହାର ବହୁଳ ବ୍ୟବହୃତ କ୍ରୋମ୍ ବ୍ରାଉଜରକୁ ବିକ୍ରୟ କରିବାକୁ ଆମେରିକାର ଜଣେ ବିଚାରପତିଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଥିବା ସୋମବାର ଏକ ମିଡିଆ…

ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀ; ମୋଦୀ ଏବଂ ମେଲୋନୀଙ୍କ ମଧ୍ୟରେ ଦ୍ୱୀପାକ୍ଷିକ ବୈଠକ

ରିଓ ଡି ଜେନେରିଓ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ତାଙ୍କ ଇଟାଲୀୟ ସମକକ୍ଷ ଜର୍ଜିଆ ମେଲୋନୀଙ୍କ ସହ ଦ୍ୱୀପାକ୍ଷିକ ବୈଠକ କରିଛନ୍ତି ।…

ଦୂରେଇବ ସଂକଟ, ମିଳିବ ସୁଖ- ସମୃଦ୍ଧି, ମଙ୍ଗଳବାର କରନ୍ତୁ ଲାଲ କିତାବର ଏହି ଉପାୟ

ଓଡ଼ିଶା ଭାସ୍କର: ଭାରତୀୟ ପରମ୍ପରାରେ ଅନେକ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏମିତିକି କିଛି ବାର ମଧ୍ୟ ନିର୍ଦ୍ଦିଷ୍ଟ ଦେବୀ ଦେବତାଙ୍କୁ ସମର୍ପିତ । ମଙ୍ଗଳବାର ସଙ୍କଟମୋଚନ ପ୍ରଭୁ ଶ୍ରୀ ହନୁମାନ ଏବଂ ମଙ୍ଗଳ…

CBSE ବୋର୍ଡ଼ ପରୀକ୍ଷାରେ ଡାଇବେଟିସ୍ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀରେ ଆୟୋଜିତ ହେବ CBSE ବୋର୍ଡ଼ ପରୀକ୍ଷା ୨୦୨୫ । ଏଥିପାଇଁ ଚଳିତ ବର୍ଷ ଡିସେମ୍ବରରେ ଡେଟ୍ ସିଟ୍ ପ୍ରକାଶ ପାଇବ । ଏହି ବୋର୍ଡ଼ ପରୀକ୍ଷା ପାଇଁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି…

ୟୁପିରେ ହିତାଧିକାରୀ ୩୩% ମାଗଣା ରାସନରୁ ବଞ୍ଚିତ, ୨୮.୪୨% ଅଧା ରାସ୍ତାରୁ ହେଉଛି ଗାଏବ, ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିଗମ(FCI) ଦ୍ୱାରା ରାଜ୍ୟଗୁଡ଼ିକ ପାଇଁ ପଠାଯାଇଥିବା ମୋଟ୍ ରାସନ ମଧ୍ୟରୁ ୨୮% କେବେବି ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ପହଂଚିପାରିନାହିଁ । ଇକୋନୋମି ଥିଙ୍କ୍ ଟ୍ୟାଙ୍କର ଏକ ଅନୁସନ୍ଧାନ…

ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ‘ଲଭ୍ ହରମୋନ’; ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଜିକାଲି ଚିକିତ୍ସା କ୍ଷେତ୍ରରେ ମେଡିକାଲ ସାଇନ୍ସ ବହୁତ ଅଗ୍ରଗତି କରୁଛି । ବ୍ୟକ୍ତିର ବ୍ୟବହାର ବିଷୟରେ କୌଣସି ଡାକ୍ତର କିମ୍ବା ବୈଜ୍ଞାନିକଙ୍କୁ ପଚାରିଲେ ସେମାନେ କହିବେ ଏହା ପଛରେ ‘ହରମୋନ୍‌’ ଦାୟୀ ।…

ଡାକ୍ତରଙ୍କ ନାଁରେ ଲାଗିଲା କଳଙ୍କ, ରୋଗୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

କଳାହାଣ୍ଡି: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ରୋଗୀ ସେବା ହିଁ ଡାକ୍ତରଙ୍କ ପ୍ରଥମ ଧର୍ମ । କିନ୍ତୁ ଏହି ସେବା ଧର୍ମରେ ଅବହେଳା କରିଛନ୍ତି ଜଣେ ଲାଞ୍ଚୁଆ ଡାକ୍ତର । ନିକଟରେ କଳାହାଣ୍ଡିରୁ ଏପରି…

ଅଫିସ କାମ ପାଇଁ ପାର୍ଟନରଙ୍କୁ ଦେଇପାରୁନାହାଁନ୍ତି ସମୟ ! ଦେଖାଯିବନି ସମ୍ପର୍କରେ ଫାଟ ଅପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବୀ । ଅଫିସ ଓ ଘର ଦାୟିତ୍ୱ ମଝିରେ ଦୁହେଁ ଯେମିତି ଛନ୍ଦି ହୋଇଯାଉଛନ୍ତି । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ବଜାୟ ରଖିବା ସେମାନଙ୍କ ପାଇଁ ଯେମିତି ବଡ଼…

ବିଦ୍ୟୁତ ଆଘାତରେ ୩ ହାତୀ ମୃତ, କର୍ମଚାରୀଙ୍କ ତୃଟି ଯୋଗୁ ହାତୀ ମୃତ୍ୟୁ: PCCF ସୁଶାନ୍ତ ନନ୍ଦ

ରେଢ଼ାଖୋଲ: ଦିନକୁ ଦିନ ଶିକାରୀଙ୍କ ଜାଲରେ ଫସୁଛନ୍ତି ହାତୀ । ସମ୍ବଲପୁର ରେଢ଼ାଖୋଲ ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ତାର ଲାଗି ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଘଟଣା…

ଜଳିଗଲା ୫ ବଖରା, କାରଣ ଅସ୍ପଷ୍ଟ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ସ୍ଥିତ ବିଜୟନଗର ଗ୍ରାମରେ ଦୁଇ ବଖରା ଘର ପୋଡ଼ିଯାଇଥିଲା । ରବିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଦୁଇଟି ପରିବାରର…