ହିମାଚଳ ପ୍ରଦେଶରେ ଗମ୍ଭୀର ଆର୍ଥିକ ସଂକଟ; କର୍ମଚାରୀଙ୍କୁ ମିଳିନି ଦରମା, ପେନସନକୁ ଅପେକ୍ଷା…, ରାଜ୍ୟ ଉପରେ ଏତିକି ଟଙ୍କାର ଋଣ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଇତିହାସରେ ପ୍ରଥମ ଥର ପାଇଁ ଦେଖାଦେଇଛି ଗଭୀର ଆର୍ଥିକ ସଂକଟ । ରାଜ୍ୟର ୨ ଲକ୍ଷ କର୍ମଚାରୀ ଏବଂ ୧.୫ ପେନସନଭୋଗୀଙ୍କ ଆକାଉଣ୍ଟକୁ ଆସିନି ଦରମା ଏବଂ ପେନସନ୍ । ସବୁବେଳେ ମାସର ପ୍ରଥମ…

ପିଲାଦିନେ ପିତାଙ୍କୁ ହରାଇଲେ, ତା’ ପରେ ସଡ଼କ ଦୁର୍ଘଟଣାରେ ନିଜ ଗୋଡ଼…କାନ୍ଧ ଉପରେ ପରିବାରର ବୋଝ ତଥାପି ପାରାଲିମ୍ପିକ୍ସରେ ଜିତିଲେ ୨ଟି…

ନୂଆଦିଲ୍ଲୀ: ଭାରତର ଜାଭେଲିନ୍ ଷ୍ଟାର ସୁମିତ ପ୍ୟାରିସରେ ଅନୁଷ୍ଠିତ ପାରାଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ଶନିବାର କ୍ରମାଗତ ୨ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁମିତ ପୁରୁଷ ଜାଭେଲିନ୍ ଥ୍ରୋ (F64) ବର୍ଗରେ…

ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ସେରିୟାସିସ୍ ହେବାର ସମ୍ଭାବନା ଅଧିକ ରହିଛି, ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ସୋରିୟାସିସ୍‌(Psoriasis) ହେଉଛି ଏକ ତ୍ୱଚା ଜନିତ ରୋଗ । ତ୍ୱଚା କୋଷଗୁଡ଼ିକର ଦୃତ ଗତିରେ ନିର୍ମାଣ ହେତୁ ଏହା ମୋଟା, ଲାଲ ଏବଂ ପ୍ୟାଚ୍ ଭଳି ଦେଖାଯାଇଥାଏ । ଏହା ଶରୀରର କହୁଣୀ, ଆଣ୍ଠୁ, ପିଠିର ତଳ ଅଂଶ…

ଉତ୍ତରପ୍ରଦେଶର ବହରାଇଚରେ ଗଧିଆ ଆତଙ୍କ; ରାତି ଅଧରେ ୫ ବର୍ଷ ଶିଶୁ ଉପରେ ଆକ୍ରମଣ, ଭୟରେ ଗ୍ରାମବାସୀ

ବହରାଇଚ୍‌: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାର ଅନେକ ଗାଁରେ ଗଧିଆ ଆତଙ୍କ ଦେଖିବାକୁ ମିଳିଛି । ଗ୍ରାମବାସୀ ଭୟରେ ଘରୁ ବାହାରୁ ନାହାଁନ୍ତି । ସୋମବାର ବିଳମ୍ବିତ ରାତିରେ ଜଣେ ୫ ବର୍ଷୀୟ ଶିଶୁ ଉପରେ ଗଧିଆ ଆକ୍ରମଣ…

ଥାନା ଗାଡ଼ିକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ, ୪ ଗୁରୁତର

ଉଦଳା: ଉଦଳା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ଥାନା ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଗାଡ଼ି ତଳେ ଚାପି ହୋଇ ହୋମଗାର୍ଡ଼ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣଙ୍କ ହେଉଛନ୍ତି…

boAT Smartwatch ମାଧ୍ୟମରେ କରିପାରିବେ ଅନଲାଇନ୍ ପେମେଣ୍ଟ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ପେମେଣ୍ଟ ସିଷ୍ଟମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଯୁବପିଢ଼ିଙ୍କ ଅଧିକ କ୍ରେଜ୍ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଭାରତର ଲୋକପ୍ରିୟ ବ୍ରାଣ୍ଡ୍ boAT ଏପରି ଏକ…

ବିଧାନସଭାରେ ‘ସୁଭଦ୍ରା’ ତାତି, ବିରୋଧୀଙ୍କ ହଟ୍ଟଗୋଳ… ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା । ସୁଭଦ୍ରା ଯୋଜନାକୁ ନେଇ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ । ସୁଭଦ୍ରା ଯୋଜନା ନାଁରେ ବିଜେପି ସରକାର ଓଡ଼ିଶାର ମହିଳାଙ୍କ ସହ ପ୍ରତାରଣା କରୁଥିବା ଅଭିଯୋଗ କରି…

ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଭୁବନେଶ୍ୱର: ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିପାଇଁ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ତହସିଲ, ବ୍ଲକ୍‌, ଥାନା ସ୍ତରରେ…

ବିନା ବ୍ୟାଙ୍କ ଆକାଉଣ୍ଟରେ କରିପାରିବେ ପେମେଣ୍ଟ ! Google Pay ଲଞ୍ଚ୍ କଲା ୬ଟି ନୂଆ ଫିଚର

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ପେମେଣ୍ଟ ସିଷ୍ଟମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ୱାରା ଘରେ ବସି ସହଜରେ ସବୁ କାମ କରିହେଉଛି । ଗୁଗୁଲ ପେ, ଫୋନ୍ ପେ ଏବଂ ପେଟିଏମ୍ ଭଳି କମ୍ପାନୀ ୟୁପିଆଇ ପେମେଣ୍ଟ…

ଓଭର ସ୍ପୀଡ୍ ପାଇଁ ଫସିଲେ ମନ୍ତ୍ରୀ, କଟିଲା ଚାଲାଣ… ଜାଣନ୍ତୁ କେତେ ଟଙ୍କା ଦେବେ ଜରିମାନା

ପାଟନା: ଟ୍ରାଫିକ୍ ନିୟମ ସମସ୍ତଙ୍କ ପାଇଁ ସମାନ । ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରରେ । ହାଇ ସ୍ପୀଡରେ ଗାଡ଼ି ଚଲାଇବା ମନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଟୋଲ୍…