ହ୍ୱାଟ୍ସଆପରେ ଆସିଲା ଦମଦାର ଫିଚର, ଚୁଟକିରେ ଜାଣିପାରିବେ ଫଟୋ ଅସଲି ନା ନକଲି
ନୂଆଦିଲ୍ଲୀ: ଦିନକୁ ଦିନ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଏକ ଲୋକପ୍ରିୟ ମେସେଜିଂ ଆପ୍ ପାଲଟିଯାଇଛି । ଏହା ଦ୍ୱାରା ଆମେ ପରିବାର, ସାଙ୍ଗସାଥି, ଅଫିସ କର୍ମଚାରୀ ଆଦି…