fbpx

ମହିଳାଙ୍କ ପାଇଁ ଖୁସି ଖବର, ମାସିକ ମିଳିବ ୧ ହଜାର ଟଙ୍କା… ଘରୋଇ ଗ୍ରାହକଙ୍କ ପାଇଁ ମାଗଣା ବିଜୁଳି

ରାଞ୍ଚି: ରାଜ୍ୟର ୪୫ ଲକ୍ଷ ମହିଳାଙ୍କୁ ସଶକ୍ତ ତଥା ଆତ୍ମନିର୍ଭରଶୀଳ କରାଇବା ପାଇଁ ଏବଂ ଝାଡ଼ଖଣ୍ଡ କ୍ୟାବିନେଟ୍ ଶୁକ୍ରବାର ଏକ ଆର୍ଥିକ ସହାୟତା ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ‘ମୁଖ୍ୟମନ୍ତ୍ରୀ ବହନ୍ ବେଟି ସ୍ୱ…

ବାଇକକୁ ଧକ୍କା ଦେଲା ବରଯାତ୍ରୀ ବସ୍‌, ଜଣେ ମୃତ

କୋଣାର୍କ: କୋଣାର୍କ ଭଗବତୀ କଲେଜ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ବରଯାତ୍ରୀ ବସ୍ । ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଏବଂ ଅନ୍ୟଜଣେ ଆହତ ହୋଇଥିବା ଜଣାପଡ଼ିଛି ।…

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍‌, ତୀର୍ଥଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇବା ନେଇ ରେଳ ମନ୍ତ୍ରଣାଳୟର ନିଷ୍ପତ୍ତି

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ସମୟରେ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ତେଣୁ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରଥଯାତ୍ରା ସମୟରେ ରେଳ…

ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ୍ ସ୍ତନ କର୍କଟରେ ପୀଡ଼ିତ, ଇନଷ୍ଟାଗ୍ରାମରେ ଶେୟାର କଲେ ଦୁଃଖଦ ପୋଷ୍ଟ

ମୁମ୍ବାଇ: ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ୍ । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୩୬ ବର୍ଷୀୟ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ ଥିବା ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ ଏକ ନୋଟ୍…

ଅସମୟରେ କେଶ ଧଳା ହେଉଛି କି ? କେମିକାଲ କୁ କୁହନ୍ତୁ ନା, ବ୍ୟବହାର କରନ୍ତୁ ପ୍ରାକୃତିକ Hair Dye

ଓଡ଼ିଶା ଭାସ୍କର: ଆଜିକାଲି ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ବ୍ୟକ୍ତିକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରାପ୍ତ ବୟସ ପୂର୍ବରୁ ଅଧିକାଂଶ ଲୋକଙ୍କ କେଶ ଧଳା ହେବା ଏକ ସାଧାରଣ…

୨ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’; କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଟାଉନ ଥାନା ଗୁଆଳପଡ଼ା ସ୍ଥିତ ଏକ ଭଡ଼ା ଘର ଛାତରୁ ୨ ଝିଅଙ୍କୁ ଧରି ମା’ ଡେଇଁବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ପାଇ…

(Video): ସାଂସଦଙ୍କ ଘରେ ପଶିଲା ବର୍ଷା ପାଣି, କାର ପର୍ଯ୍ୟନ୍ତ ଟେକି ଟେକି ନେଲେ କର୍ମଚାରୀ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଏମିତିକି ସାଂସଦ, ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ପାଇଁ ମଧ୍ୟ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ଏଭଳି…

କଂଗ୍ରେସର ‘ମିଶନ୍ ବିଧାନସଭା’ ଆରମ୍ଭ, ୩ଟି ରାଜ୍ୟର ୨୬୧ଟି ଆସନ ଉପରେ ରାହୁଲ ଗାନ୍ଧୀଙ୍କ ନଜର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ବର୍ତ୍ତମାନ ବିଧାନସଭାର ୨୬୧ଟି ଆସନ ଉପରେ ରାହୁଲ ଗାନ୍ଧୀଙ୍କ ନଜର ରହିଛି । ଚଳିତ ବର୍ଷ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାହୁଲ ଗାନ୍ଧୀ ଆକ୍ସନ ମୋଡରେ…

କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରକକୁ ଧକ୍କା ଦେଲା ଭ୍ୟାନ୍‌, ୧୩ ମୃତ

ବେଙ୍ଗାଲୁରୁ: ଶୁକ୍ରବାର କର୍ଣ୍ଣାଟକର ହାୱେରୀ ଜିଲ୍ଲା ପୁଣେ- ବେଙ୍ଗାଲୁରୁ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୩ ଜଣ ବ୍ୟକ୍ତିଙ୍କ ସମେତ ୩ ଜଣ ଶିଶୁ ପ୍ରାଣ ହରାଇଥିବା…

ଫେସିଆଲ କରିବା ପରେ କରନ୍ତୁ ନାହିଁ ଏହି ଭୁଲ, ହ୍ରାସ ହୋଇପାରେ ତ୍ୱଚାର ଚମକ

ଓଡ଼ିଶା ଭାସ୍କର: ସାଧାରଣତଃ ବିବାହ ଉତ୍ସବ ହେଉ କିମ୍ବା କୌଣସି ପାର୍ଟି ଫଙ୍କସନକୁ ଯିବା ପୂର୍ବରୁ ଅଧିକାଂଶ ମହିଳା ଫେସିଆଲ କରାଇଥାନ୍ତି । ଫେସିଆଲ କରାଇବା ଦ୍ୱାରା ତ୍ୱଚାର ଡୀପ କ୍ଲିନଜିଂ ହୋଇଥାଏ । ପ୍ରଦୂଷଣ ଏବଂ ଖରା…