RBI ମୁଦ୍ରା ନୀତି କମିଟିରେ ବଡ଼ ପରିବର୍ତ୍ତନ କଲେ ସରକାର, ୩ ନୂତନ ସଦସ୍ୟ ନିଯୁକ୍ତ
ନୂଆଦିଲ୍ଲୀ: ନିକଟରେ ଫେଡେରାଲ ରିଜର୍ଭ ସୁଧହାରକୁ ୦.୫% ହ୍ରାସ କରି ଆମେରିକାକୁ ଆଶ୍ୱସ୍ତି ପ୍ରଦାନ କରିଥିଲା । ଏହା ପରେ ନୀତିି ହାର ହ୍ରାସ କରିବାକୁ RBI ଉପରେ ଚାପ ପକାଇଥିଲା । ଆସନ୍ତା ଅକ୍ଟୋବର ୯ରେ ଆରବିଆଇ ଏବଂ…