AB De Viliers IPL Team; ରୋହିତ ଶର୍ମା-ବିରାଟ କୋହଲିଙ୍କ ଟିମରେ ଏଣ୍ଟ୍ରି, ଏମ ଏସ ଧୋନି ହେଲେ କ୍ୟାପଟେନ !
ନୂଆଦିଲ୍ଲୀ: ଅଲ ଟାଇମ IPL 11 ଚୟନ କଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ୍ ଏବି ଡିଭିଲିୟର୍ସ । ସେ ୧୪ ବର୍ଷ ଧରି ଆଇପିଏଲ୍ ଖେଳିଥିଲେ । ଏହି ସମୟ ମଧ୍ୟରେ ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…