ଏହି ଭିଟାମିନର ଅଭାବ ହେଇପାରେ ଡିପ୍ରେସନର କାରଣ, ଜାଣନ୍ତୁ ଏହି ଏହାକୁ କିପରି ଦୂର କରିବେ
ଓଡ଼ିଶା ଭାସ୍କର: ଆଜିର ଆଧୁନିକ ଜୀବନଶୈଳୀ ଅଧିକାଂଶ ଲୋକଙ୍କୁ ଡିପ୍ରେସନ ଆଡ଼କୁ ଟାଣି ନେଉଛି । ଆମ ଆଜାଣତରେ ଏହି ଭୟଙ୍କର ରୋଗ କେତେବେଳେ ଆମ ଭିତରେ ସୃଷ୍ଟି ହୋଇ ସାରିଥାଏ, ତାହା ଆମକୁ ଜଣାନଥାଏ ।
କ’ଣ ଆପଣ…