ସିବିଏସଇରେ ୨୧୨ ପଦ ପାଇଁ ଆବେଦନ ଆହ୍ୱାନ, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ- ଚାକିରି ଅନ୍ୱେଷଣରେ ଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ସିବିଏସଇରେ ବାହାରିଛି ବହୁ ପଦପଦବୀ । ଜୁନିୟର ଆସିଷ୍ଟାଣ୍ଟ ଓ ସୁରିଟେଣ୍ଡେଣ୍ଟ ପଦ ପୂରଣ ପାଇଁ ବାହାରିଛି ବିଜ୍ଞପ୍ତି । ଏଥିପାଇଁ ଆବେଦନ…

ମନମୋହନ, ଜାକିରଙ୍କ ପାଖରୁ ପଙ୍କଜ ଉଧାସ, ୨୦୨୪ ଛଡ଼ାଇ ନେଲା ଭାରତଠୁ ତାର ‘ରତନ’

ନୂଆଦିଲ୍ଲୀ- ଚାଲିଯାଇଛି ୨୦୨୪, ଆସିଛି ନୂଆ ବର୍ଷ ୨୦୨୫ । ବିଗତ ବର୍ଷ ଅନେକ ଖଟା ମିଠାର ଅନୁଭୂତି ଦେଇଯାଇଛି । କିନ୍ତୁ ଏହି ବର୍ଷରେ ଆମେ ହରାଇଛୁ ଅନେକ ପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କୁ , ଯେଉଁମାନେ ରାଜନୀତିଠାରୁ…

CBSE CTET Answer Key 2024: CTET ୨୦୨୪ର ଉତ୍ତର ଖାତା ଜାରି, ଆଶାୟୀ କରିପାରନ୍ତି ଚେକ

ନୂଆଦିଲ୍ଲୀ- ସିବିଏସଇ କେନ୍ଦ୍ରୀୟ ଶିକ୍ଷକ ଚୟନ ପରୀକ୍ଷା ଡିସେମ୍ବର ୨୦୨୪ର ପ୍ରୋଭିଜନାଲ ଆନ୍ସର କି ଜାରି କରିଛି । ଯାହାକୁ କ୍ୟାଣ୍ଡିଡେଟମାନେ ସିବିଏସଇର ଆଧିକାରିକ ୱେବସାଇଟରେ ଦେଖିପାରିବେ । କେନ୍ଦ୍ର ମାଧ୍ୟମିକ…

ଆହୁରି ୨-୪ ଡିଗ୍ରୀ କମିବ ତାପମାତ୍ରା, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ହେବ ପ୍ରବଳ ଶୀତ

ଭୁବନେଶ୍ୱର- ଶୀତ ଆହୁରି ରାଜ୍ୟକୁ କଲବଲ କରିବ । କାଲୁଆ ପବନ ସହ କୁହୁଡି ପାଇଁ ରାଜ୍ୟବାସୀ ଆହୁରି ହନ୍ତସନ୍ତ ହେବା ନେଇ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୭ ଦିନନ ପାଗ ଶୁଖିଲା ନେଇ ଆକଳନ । ଆଞ୍ଚଳିକ ପାଣିପାଗ…

ନୂଆବର୍ଷରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କୁ ବଡ ଭେଟି, ବିଭିନ୍ନ କ୍ଷେତ୍ରରେ ମିଳିବ ଫାଇଦା

ନୂଆଦିଲ୍ଲୀ- ନୂଆବର୍ଷରେ ଚାଷୀଙ୍କ ପାଇଁ ଆସିଲା ବଡ ଖବର । ଚାଷୀଙ୍କୁ ଅତିରିକ୍ତ ସବସିଡି ସହ ପିଏମ ଫସଲ ବୀମା ଆବଣ୍ଟନ ରାଶି ବଢାଇଲେ କେନ୍ଦ୍ର ସରକାର । କ୍ୟାବିନେଟରେ ଏହି ନିଷ୍ପତ୍ତିରେ ଲାଗିଲା ମୋହର । ପିଏମ ବୀମା…

ଏମିତି ସ୍କୁଲ, ମଧ୍ୟାହ୍ନ ଭୋଜନ କୁକୁର ଖାଇବା ପରେ ପିଲା ଖାଇଥାନ୍ତି

ନୂଆଦିଲ୍ଲୀ- ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି କୁକୁର ଅଇଁଠା । ଆଗ କୁକୁରଙ୍କୁ ଖାଇବାକୁ ଦେଇ ଛୋଟପିଲାଙ୍କୁ ସେହି ଅଇଁଠା ଖାଦ୍ୟ ବଣ୍ଟନ କରାଯାଉଛି । ଏହି ଖାଦ୍ୟ ଖାଇ କିଛି ପିଲା ଅସୁସ୍ଥ ହେବା ପରେ ଘଟଣା…

ଦିଲ୍ଲୀରେ ଆଉ ଏକ ଅତୁଲ ସୁଭାଷ ଘଟଣା, ପତ୍ନୀଙ୍କ ନିର୍ଯାତନା ସୀମା ପାର କରିବା ପରେ ପୁତିନ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ- ନୂଆବର୍ଷକୁ ସ୍ୱାଗତ କରିବାକୁ ସବୁଠି ଉତ୍ସାହ । ହେଲେ ଦିଲ୍ଲୀର ମଡେଲ ଟାଉନର ଏକ ପରିବାରର ଆକାଶରେ ଛାୟୀଗଲା ଦୁଃଖର ବାଦଲ । ୩୧ ସଂଧ୍ୟାରେ ପରିବାରର ପୁଅ ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଝିଲିପଡିଲା ।…

(Big Breaking) ନୂଆବର୍ଷରେ ନୂଆ ରାଜ୍ୟପାଳ ପାଇବ ରାଜ୍ୟ, ୩ରେ ନେବେ ଶପଥ

ଭୁବନେଶ୍ୱର- ନୂଆ ବର୍ଷରେ ନୂଆ ରାଜ୍ୟପାଳ ପାଇବ ଓଡିଶା । ଆସନ୍ତା ୩ ତାରିଖରେ ହରିବାବୁ କମ୍ଭମପତି ଶପଥପାଠ କରିବେ । ତେଣୁ ଆସନ୍ତା କାଲି ସେ ଭୁବନେଶ୍ୱରରେ ପହଞ୍ଚିବେ । ଅପରାହ୍ନ ୩ଟାରେ ସେ ଭୁବନେଶ୍ୱରରେ ପହଞ୍ଚି…

ପର୍ଯ୍ୟଟନ ଶିଳ୍ପରେ ରାଜ୍ୟ ହେବ ୧ ନମ୍ବର, ଉକ୍ରର୍ଷ ଓଡିଶର ମୂଳଦୂଆ ପଡିବ: ପ୍ରଭାତୀ ପରିଡା

ଭୁବନେଶ୍ୱର- ୨୦୨୫ ହେବ ଓଡିଶା ପାଇଁ ପ୍ରଗତିର ବର୍ଷ । ଏହି ବର୍ଷରେ ରାଜ୍ୟକୁ ଟୁରିଜିମ ହବ କରିବାକୁ ମୋହନ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟ ଏବେ ଦେଶରେ ଟୁରିଜିମ କ୍ଷେତ୍ରରେ ୧୭ ନମ†ରରେ ରହିଛି । ଆସନ୍ତା ଦିନରେ…

କାହିଁକି ନୂଆବର୍ଷ ଅବସରରେ ବୁଲାଇ ନେବା ବାହାନାରେ ୫ ମହିଳାଙ୍କୁ ହତ୍ୟା କଲା ଜହ୍ଲାଦ ଯୁବକ?

ଲକ୍ଷ୍ନୌ- ଉତ୍ତର ପ୍ରଦେଶରେ ଯୁବକଙ୍କ ନାରକୀୟକାଣ୍ଡ । ଏକା ଥରେ ଆରପାରିକି ପଠାଇଦେଲା ୫ ଜଣଙ୍କୁ । ସବୁଠାରୁ ବଡ କଥା ଏହି ସମସ୍ତ ଥିଲେ ତା ପରିବାରର ସଦସ୍ୟ । ମୃତକଙ୍କ ଭିତରେ ଥିଲେ ଜହ୍ଲାଦ ଯୁବକର ଜନ୍ମଦାତ୍ରୀ ଓ ୪…