( Big Breaking) ଧାଡିରେ ହେବ ଜଗା ଦର୍ଶନ, ନୂଆବର୍ଷରୁ ହେବ ନୂଆ ବ୍ୟବସ୍ଥାର ଆରମ୍ଭ

ଭୁବନେଶ୍ୱର- ଶ୍ରୀମନ୍ଦିରରେ ଜାନୁଆରୀରୁ ଆରମ୍ଭ ହେବ ଧାଡି ଦର୍ଶନ । ଭକ୍ତ ଧାଡିରେ ଯାଇ କରିବେ ଦର୍ଶନ । ଏଥିପାଇଁ ବିଶେଷ ବ୍ୟବସ୍ଥା ହେବ । ତେବେ ଆସନ୍ତା ୨୦ ତାରିଖରୁ ଭକ୍ତଙ୍କ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ କରାଯିବ…

(Breaking) ବିଶ୍ୱ ବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡ, ଛାତ୍ରୀ ଭୟଭୀତ

ବ୍ରହ୍ମପୁର- ଲେଡିଜ ହଷ୍ଟେଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବହୁ ଆସବାବ ପତ୍ର ପୋଡି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡ ବ୍ରହ୍ମପୁର ବିଶ୍ୱବିଦ୍ୟାଳରର ଲେଡିଜ ହଷ୍ଟେଲରେ ଲାଗିଛି ।…

(Breaking) ହଟିଲା କଟକଣା, ଲୋକସେବା ଭବନ ଭିତରକୁ ମିଳିବ ପ୍ରବେଶ, କରିବେ ରିପୋର୍ଟିଂ

ଭୁବନେଶ୍ୱର- ସାମ୍ବାଦିକଙ୍କ ପାଇଁ ଖୁସି ଖବର । ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣା ହଟାଇଲେ ସରକାର । ଏଣିକି ଲୋକସେବା ଭାବନରେ ମଧ୍ୟ ରିପୋର୍ଟିଂ କରିବେ ସାମ୍ବାଦିକ । ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି…

ଅଦିନିଆ ବର୍ଷା ଉଜାଡିଦେଲା ଚାଷ, ଫସଲ ନଷ୍ଟ ଦେଖି ବିଲରେ ହିଁ ଚାଷୀଙ୍କ ମୃତ୍ୟୁ

ଭୁବନେଶ୍ୱର- ଅଦିନିଆ ବର୍ଷା ପାଇଁ ରାଜ୍ୟରେ ଚାଷ ଉଜୁଡି ଯିବା ପରେ ଜଣେ ପରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଖବରରେ ଲଗାମ ଲାଗୁନି । କଟକ ନିଆଳି ଅଞ୍ଚଳର ଜଣେ ଚାଷୀ ବିପର୍ଯ୍ୟସ୍ତ ଚାଷ ବିଲକୁ ଦେଖି ସେହି ବିଲରେ ହିଁ…

Study: ଆମ ଘରେ ଥିବା ଦୁଇଟି ସାଧାରଣ ପାନୀୟ କର୍କଟ ଆଶଙ୍କାକୁ ଏଡାଇ ଥାଏ

ନୂଆଦିଲ୍ଲୀ- ଏବେ କର୍କଟ ସାରା ବିଶ୍ୱରେ ଭୟଙ୍କର ରୋକ ହୋଇ ଉଭା ହୋଇଛି । ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି । ନିକଟରେ କର୍କଟର ଔଷଧ ତିଆରି ହୋଇଥିବା ନେଇ ରୁଷ ପକ୍ଷରୁ ଦାବି ହୋଇଛି । ଏହାରି ଭିତରେ…

ଏହି ପନିପରିବା ପ୍ରତି ସାବଧାନ, ଏସବୁର ସେବନ ହୋଇପାରେ ମୃତ୍ୟୁର କାରଣ

ନୂଆଦିଲ୍ଲୀ- ସବୁଜ ପରିବା ସ୍ୱାସ୍ଥ୍ୟପାଇଁ ଉପକାରୀ । ଏକଥା ପିଲା ଦିନରୁ ଗୁରୁଜନମାନଙ୍କଠାରୁ ଏକାଧିକ ଥର ଶୁଣିଥିବେ । ଏହି କଥା ମଧ୍ୟ ସତ । ହେଲେ ଆଜିକାଲି ଏହି କଥା ସତ ବୋଲି କହି ହେବନାହିଁ । ଆଜିକାଲି ସବୁଜ ପରିବା…

(Video) ଏମିତି ଏକ… ମିଳି ଯାଆନ୍ତା, ଜୀବନଟା ସୁଖରେ ଭରି ଯାଆନ୍ତା

ନୂଆଦିଲ୍ଲୀ- ଆମେ ସମସ୍ତେ ଦେଖିଥିବା ମାଙ୍କଡଙ୍କ ଉପଦ୍ରବ । ବାଡି ବଗିଚାକୁ ନଷ୍ଟ ଭ୍ରଷ୍ଟ କରି ପନିପରିବା ନଷ୍ଟ କରିଥାନ୍ତି । ତେବେ କସରତ ଦେଖାଉଥିବା ମାଙ୍କଡ କିନ୍ତୁ ମାଲିକର ନିର୍ଦ୍ଦେଶରେ ମୁଣ୍ଡ କୁଣ୍ଡାଇବା, କସରତ…

ଜୈସି କରନି ୱେସି ଭରନି: ତାଲିବାନୀ ଆତଙ୍କୀଙ୍କୁ ଅସ୍ତ୍ର କରିଥିବା ପାକିସ୍ତାନ ଏବେ ଅଡୁଆରେ, ଆତଙ୍କୀ ଚଳାଇଛନ୍ତି ଆତଙ୍କ

ନୂଆଦିଲ୍ଲୀ- ପାକିସ୍ତାନ ଓ ତାଲିବାନ ଭିତରେ ଯୁଦ୍ଧ ସ୍ଥିତି । ପାକିସ୍ତାନ ଓ ଆଫଗାନିସ୍ତାନ ଭିତରେ ଥିବା ସୀମାରେ ଉତ୍ତେଜନା । ଡୁରଣ୍ଡ ଲାଇନରୁ ପାକ ସେନାକୁ ଟାର୍ଗେଟ କରିଛି ତାଲିବାନର ଟିଟିପି ଆଙ୍କବାଦୀ ସଂଗଠନ ।…

(Breaking) ଫସଲ କ୍ଷତି ପଞ୍ଜିକରଣ ଅବଧିକୁ ୧ ତାରିଖକୁ ବୃଦ୍ଧି, ଉଭୟ ବୀମାଭୁକ୍ତ ଓ ବିନା ବୀମାଭୁକ୍ତ କରିପାରିବେ ଆବେଦନ

ଭୁବନେଶ୍ୱର - ବୀମାଭୁକ୍ତ ଚାଷୀ ମାନଙ୍କ ପାଇଁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ସମୟ ଅବଧି କେନ୍ଦ୍ର ସରକାର ଆଉ ତିନି ଦିନ ବଢାଇଲେ । ବୀମାଭୁକ୍ତ ଚାଷୀମାନେ ଜାନୁଆରୀ ୧ ତାରିଖ ପର୍ୟ୍ୟନ୍ତ ବୀମା କମ୍ପାନୀ…

ସାହୁ ଭାଉଜଙ୍କ ନାଁରେ ଏତଲା; IICଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର- ଭାଗ୍ୟଶ୍ରୀ ସାହୁ ଯାହାଙ୍କୁ ଓଡିଶାର ଯୁବପିଢି ସାହୁ ଭାଉଜ ନାଁରେ ଜାଣନ୍ତି, ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ମାଲକାନଗିରି ପୋଲିସ ସାହୁ ଭାଉଜଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଜିଲ୍ଲାର…