ଆଜି ଅନ୍ତରୀକ୍ଷକୁ ଦୁଇଟି ସ୍ପେଶକ୍ରାପ୍ଟ ଉତକ୍ଷେପଣ କରିବ ଇସ୍ରୋ

ନୂଆଦିଲ୍ଲୀ- ନୂଆବର୍ଷ ୨୦୨୫ ଆରମ୍ଭ ହେବାକୁ ମଝିରେ ଆଉ ଗୋଟିଏ ଦିନ । ପୁରୁଣା ବର୍ଷ ସରିବା ଆଗରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଅନ୍ତରୀକ୍ଷରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ବର୍ଷ ସରିବା ଆଗରୁ ଇସ୍ରୋ…

(Video) ଆଜି ରାତିରେ ଆକାଶରେ ଦୃଶ୍ୟମାନ ହେବ କଳା ଜହ୍ନ, ଏହି ସ୍ଥାନରେ ଦେଖିପାରିବେ ଲୋକ

ନୂଆଦିଲ୍ଲୀ- ଆଜି ସାରା ଜଗତ ଅନ୍ଧକାରରେ ଛାଇଯିବ । ଆଜି ରାତିରେ ଆକାଶରେ ଉଇଁବ କଳା ଜହ୍ନ । କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ପାଦ ତଳୁ ଘୁଞ୍ଚିଯିବ ମାଟି । ଆକାଶରେ ଶତାବ୍ଦୀର ଶେଷ ବିରଳ ଦୃଶ୍ୟ ଦେଖିବାକୁ…

Big Breaking: ନୂଆ ବର୍ଷରେ ନୂଆ ସରକାର ଆଣିବ ନୂଆ ଯୋଜନା, ଏଥିରେ ସାଢେ ୩ କୋଟି ହେବେ ଲାଭବାନ

ଭୁବନେଶ୍ୱର- ଓଡିଶାବାସୀଙ୍କ ପାଇଁ ଖୁସି ଖବର ଆଣିଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦେଶର ସବୁଠାରୁ ବଡ ସ୍ୱାସ୍ଥ୍ୟ ଯୋଜନା, ଆୟୁଷ୍ମାନ ଯୋଜନା । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଲାଗୁ ହେବ…

ନୂଆବର୍ଷ ଆଗମନରେ ପୁରୀରେ ଭିଡ, ବାହାର କାଠ ନିକଟରେ ଠେଲାପେଲା, ୧୦ ଜଣ ଅସୁସ୍ଥ

ପୁରୀ- ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଗହଳି । ସୋମବାର ସତ୍ତେ୍ୱ ଭିଡ ପାଇଁ ମନ୍ଦିର ଭିତରେ ଠେଲାପେଲା । ଏଥିରେ ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିରର ବାହାର କାଠ ନିକଟରେ ଠେଲାପେଲା…

ମହିଳା Food Bloggerଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଆଣିଲା ହତ୍ୟା ଅଭିଯୋଗ

ଭୁବନେଶ୍ୱର- ରାଜଧାନୀର ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ମହିଳା ଫୁଡ ବ୍ଲଗର ପଟିଆ ଅଞ୍ଚଳରେ ରହୁଥିବା ହଷ୍ଟେଲରେ ଜୀବନ ହାରିଛନ୍ତି । ହଷ୍ଟେରର ଲାଟିନରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଏହି…

ଜିମି କାର୍ଟରଙ୍କ ଭାରତ ସହ ଥିଲା ଘନିଷ୍ଠତା, ଭାରତର ଗାଁ ଲୋକ ତାଙ୍କ ସହ ରଖିଥିଲେ ସମ୍ପର୍କ

ନୂଆଦିଲ୍ଲୀ- ସେ ଥିଲେ ଆମେରିକାର ରାଷ୍ଟ୍ରପତି, ହେଲେ ତାଙ୍କ ଘର ଆମ ଦେଶରେ । କଥାଟା ଅଡୁଆ ବା ଆଶ୍ଚର୍ଯ୍ୟ କରିବା ପରି ହୋଇଛି ନା । ହେଲେ ଏହା ସତ । ଆମ ଦେଶରେ ରହିଛି ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ…

୨୦୦ ସ୍ଥାନରେ ଯାତାୟାତ ଠପ, ୧୬୦ ଟ୍ରେନ ରଦ୍ଦ, ପରୀକ୍ଷା ବାତିଲ

ଚଣ୍ଡିଗଡ- ତାତିଲେ ଚାଷୀ । ଚକା ଜାମ କରିଦେଲେ ପ୍ରାୟତଃ ପୁରା ରାଜ୍ୟରେ । ଚାଷୀଙ୍କ ତାତିରେ ୧୬୩ ଟ୍ରେନ ରଦ୍ଦ, ୧୯କୁ ସାମୟିକ ଭାବେ ବାତିଲ କରାଯାଇଛି । ପଞ୍ଜାବର ୨୦୦ ଜାଗାରେ ଚକା ଜାମର ପ୍ରଭାବ ଦେଖିବାକୁ ମିଳୁଛି ।…

(Breaking) ମହିଳାଙ୍କ ପାଇଁ ବଡ ଖବର, ୨୦୨୫ ହେବ ସୁଭଦ୍ରା ଯୋଜନାର ବର୍ଷ

ଭୁବନେଶ୍ୱର- ସୁଭଦ୍ରା ଯୋଜନାକୁ ନେଇ ବଡ ଓ ଖୁସି ଖବର । ୨୦୨୫ରେ ୩ ଥର ମିଳିବ ସୁଭଦ୍ରା ଟଙ୍କା । ୨୦୨୫ ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ । ଜାନୁଆରୀ ପ୍ରଥମ ସପ୍ତାହରେ ସର୍ଭେ କାମ ସରିବ । ତା ପରେ ପ୍ରଥମ କିସ୍ତିର…

ସାରଙ୍କ କାରନାମାକୁ ଦେଖିଦେଲା ଛାତ୍ର, ତା ପରେ ସାରଙ୍କୁ ସମ୍ଭାଳେ କିଏ, ପିଲାର ପିଠିରେ ଖୋଳିଲେ ପୋଖରୀ

ଝାନ୍ସି- ଶ୍ରେଣୀ ଭିତରେ ସାର ପାଠ ପଢାଇବା ବେଳେ ଦେଖିଥିଲେ ପର୍ଣ୍ଣ ଭିଡିଓ । ଭିଡିଓରେ ମଜି ଯାଇଥିଲେ । ଠିକ ଏତିକି ବେଳକୁ ଛାତ୍ର ଜଣେ ଆସି ପହଞ୍ଚିଗଲା ଓ ସାରଙ୍କ କାମରେ ବାଧ ଠିଆକଲା । ତା ପରେ ସାରଙ୍କୁ ସମ୍ଭାଳେ…

Fake Callରୁ କିପରି ନିଜକୁ ବଞ୍ଚାଇବେ, ଜାଣନ୍ତୁ ସବୁଠୁ ସହଜ ଉପାୟ

ନୂଆଦିଲ୍ଲୀ- ସମ୍ପ୍ରତ୍ତି ଅଜ୍ଞାତ କଲର ଏକ ଟ୍ରେଣ୍ଡ ଚାଲିଛି । ଠକମାନେ ଏମିତି କଲ ମାଧ୍ୟମରେ ଲୁଟି ନେଇଛନ୍ତି ଲୋକଙ୍କୁ । ଲୋକଙ୍କ ବ୍ୟକ୍ତିଗତ ଡାଟା ମଧ୍ୟ ଚୋରି କରି କାଙ୍ଗାଳ କରି ଦେଉଛନ୍ତି । ଏହି ଠକାମି ଉପରେ…