କାହିଁକି ମଶା କାମୁଡିଲେ, କାହାର ଅଧିକ କୁଣ୍ଡେଇ ହୁଏ, ପୁଣି କାହାର କମ

ନୂଆଦିଲ୍ଲୀ: ଆମେ ସବୁ ଜାଣୁ ମଶା କାମୁଡିଲେ ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ ପରି ଅନେକ ପ୍ରକାରର ଜ୍ୱର ହୋଇଥାଏ । ହେଲେ ମଶା କାମୁଡିଲେ କିଛି ଲୋକଙ୍କ ଦେହ ବହୁତ କୁଣ୍ଡେଇ ହେବା ବେଳେ ଅନେକ ମଶାର ଚୁମ୍ବନ ସମ୍ପର୍କରେ…

ରାହୁଲଙ୍କ ଟାର୍ଗେଟରେ ବିଜେପି ଓ ଆରଏସଏସ, ନିର୍ବାଚନକୁ ପ୍ରଭାବିତ କରି ମୋଦି ଗଢିଛନ୍ତି ସରକାର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଏବେ ତ୍ରିଦିବସୀୟ ଆମେରିକା ଗସ୍ତରେ । ସେଠି ସେ ଘନ ଘନ ବିଜେପି ଓ ଆରଏସଏସ ଉପରେ ଟାର୍ଗେଟ କରିଚାଲିଛନ୍ତି । ଚଳିତ ସାଧାରଣ ନିର୍ବାଚନ ଉପରେ ମଧ୍ୟ ଟିପ୍ପଣୀ ଦେଇ ଦେଶର ନିର୍ବାଚନ ବ୍ୟବସ୍ଥାର…

ସୁଖୁଙ୍କ କାର୍ଯ୍ୟକାଳ ହିମାଚଳରେ ଖେଳାଇଛି ଅରାଜକତା, ବୃଦ୍ଧି ପାଉଛି ଜନ ଅସନ୍ତୋଷ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ସାମ୍ପ୍ରତିକ କାର୍ଯ୍ୟକାଳରେ କୁଶାସନ ଓ ପ୍ରତିଶ୍ରୁତି ପୂର୍ଣ୍ଣ କରିବାରେ ବିଫଳତା ପାଇଁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ଏକଦା…

ABC ଚ୍ୟାନେଲରେ କମଳା ଓ ଟ୍ରମ୍ପଙ୍କ ମଧ୍ୟରେ ହେବ ହଟ୍ ଡିବେଟ୍

ୱାସିଂଟନ: ଆମେରିକାରେ ୫ ନଭେମ୍ବରକୁ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ପ୍ରାର୍ଥୀ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆମେରିକୀୟ ସମୟ ମୁତାବକ, ବୁଧବାର ସକାଳ…

ଏମିତି Blood ଗ୍ରୁପର ହୋଇଥିଲେ ବହୁ ରୋଗ ପାଇଁ ନାହିଁ Tension

ନୂଆଦିଲ୍ଲୀ- ବ୍ଲଡ ଗ୍ରୁପର ସ୍ୱାସ୍ଥ୍ୟ ଉପରେ ବଡ ପ୍ରଭାବ ରହିଛି । ଏହା ବ୍ୟକ୍ତି ଭିତରେ କିଛି ପ୍ରାକୃତିକ ସମସ୍ୟା ତଥା ଫାଇଦା ମିଳିଥାଏ । ସେ ମଧ୍ୟରେ ଓ ପଜିଟିଭ ବ୍ଲଡ ଗ୍ରୁପର ବିଶେଷ ବିଶେଷତ୍ୱ ରହିଛି । ଏହି ଗ୍ରୁପ…

କୋରାପୁଟ ଓ ମାଲକାନଗିରି ବର୍ଷା ସ୍ଥିତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ମାଲକାନଗିରି ଓ କୋରାପୁଟର ସ୍ଥିତି ବେହାଲ । ଜଳବନ୍ଦୀ ବହୁ ଅଞ୍ଚଳ । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଲହଡି ମାରୁଥିବା ବେଳେ କିଛି ସ୍ଥାନରେ ଘର ଭାଙ୍ଗିବା ପରି ଖବର ଆସୁଛି । ଏହାକୁ ନେଇ…

ବିଶ୍ୱକୁ ଆଉ ଏକ ଭୟଙ୍କର ମହାମାରୀ ଭେଟିଦେବାକୁ ଯାଉଛି ଚୀନ

ନୂଆଦିଲ୍ଲୀ: ୨୦୧୯ରେ ଚୀନ ଲାବରେଟୋରୀରୁ ସଂକ୍ରମିତ କୋଭିଡ ୧୯ ଭୂତାଣୁର ଭୟ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ହଜିନି, ପୁଣି ଏକ ଭାଇରସ ଚୀନରେ ଚିହ୍ନଟ ହେଲାଣି । ଏହି ଭୂତାଣୁ ମଣିଷର ମସ୍ତିଷ୍କକୁ ସଂକ୍ରମିତ କରି ରୋଗ ସୃଷ୍ଟି…

ଏମିତି ଏକ ଜାଗା ରହିଛି, ଯେଉଁଠି କ୍ରିକେଟ ସମ୍ପୂର୍ଣ୍ଣ ବ୍ୟାନ୍

ନୂଆଦିଲ୍ଲୀ: କେବେ ଶୁଣିଛନ୍ତି, କ୍ରିକେଟ ଖେଳିଲେ ଦେବାକୁ ହୁଏ ଜରିମାନା? ହଁ ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ହେଉଛି ଅପରାଧ । କ୍ରିକେଟ ଖେଳିଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଯାଏ ସେଠାରେ ଓ ଆଦାୟ କରେ…

ସ୍ୱପ୍ନରେ ପରିବାରର ମୃତ ବ୍ୟକ୍ତିଙ୍କୁ ଦେଖିବା ଦିଏ ଏହି ସବୁ ସଙ୍କେତ

ନୂଆଦିଲ୍ଲୀ: ଆମେ ନିଦରେ ଶୋଇବା ସମୟରେ ଅନେକ ସ୍ୱପ୍ନ ଦେଖିଥାଉ । ଅନେକ ସମୟରେ ଆମେ ଆମ ପରିବାରର କୌଣସି ମୃତ ବ୍ୟକ୍ତିଙ୍କୁ ମଧ୍ୟ ନିଘୋଡ ନିଦରେ ଦେଖୁ । ଏହି ସ୍ୱପ୍ନକୁ ନେଇ ହେତୁବାଦୀଙ୍କ ମତ, ଏଥିରେ କୌଣସି ସଙ୍କେତ…

ବିଶ୍ୱ କବିଙ୍କ ରଚିତ ‘ଆମାର ସୋନାର ବାଙ୍ଗଲା’କୁ ବଦଳାଇବାକୁ ନେଇ ଚର୍ଚ୍ଚା ଭିତରେ ୟୁନୁସଙ୍କ ବୟାନ

ଢାକା: ବାଙ୍ଗଲାଦେଶର ଶାସନ ଭାର ମହମ୍ମଦ ୟୁନୁସଙ୍କ ହାତକୁ ଯିବା ପରେ ଦେଶରେ ବହୁ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଆଉ ଏହି ସମୟରେ ଜଣେ ପୂର୍ବତନ ସେନା ଅଧିକାରୀଙ୍କ ବୟାନ, ବାଙ୍ଗଲାଦେଶର ଜାତୀୟ ସଂଗୀତ…