କିସିଂ ସିନ୍କୁ କାହିଁକି ସିଙ୍ଘମଙ୍କ ଏତେ ଭୟ, ୭ ବର୍ଷ ତଳେ ତାଙ୍କ ସହ ଘଟିଥିଲା ଏପରି କିଛି
ନୂଆଦିଲ୍ଲୀ: ବଲିଉଡ ଏପରି ଏକ ଶିଳ୍ପ ଯାହା ଗତ ୧୦୦ ବର୍ଷରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି । ଫିଲ୍ମ, ସଙ୍ଗୀତ, କ୍ଷୁଦ୍ର ଫିଲ୍ମ , ୱେବ ସିରିଜ୍, ଟିଭି ଧାରାବାହିକ ପରି ବହୁ ପ୍ଲାଟଫର୍ମ ରହିଛି…