fbpx

(video)ଏହିପରି ଯାଦୁଗର ଆପଣଙ୍କୁ ବନାଇଥାଏ ବୋକା, ଭିଡିଓ ଦେଖିବା ପରେ ବୁଝିଯିବେ ପୁରା ଖେଳ

ଯେତେବେଳେ ଯାଦୁଗର କୌଣସି ବି ଯାଦୁ ଦେଖାଇଥାଏ ବ୍ୟକ୍ତିର ମନ ମଧ୍ୟରେ ଏକ ପ୍ରଶ୍ନ ଆସିଥାଏ କି ସେ ଏହା କିପରି କରୁଛି ? ଆହୁରି ମଧ୍ୟ ମନ ମଧ୍ୟରେ ଏକ ଇଚ୍ଛା ଜାଗ୍ରତ ହୋଇଥାଏ କି ମୋତେ ଏପରି ଯାଦୁ ଦେଖାଇ ଆସନ୍ତା କି?…

୮୮ ବର୍ଷୀୟ ବ୍ୟକ୍ତି ଏକ ଫଳବାଲା ନାମରେ କରିଦେଲେ ୪ କୋଟି ସମ୍ପତ୍ତି, ସାମ୍ନାକୁ ଆସିଲା ଏହି ବଡ କାରଣ

ନୂଆଦିଲ୍ଲୀ: ଜଣେ ୮୮ ବର୍ଷୀୟ ବ୍ୟକ୍ତି ନିଜର ସମସ୍ତ ସଂପତ୍ତି ଫଳ ବିକୁଥିବା ଜଣେ ବ୍ୟକ୍ତିଙ୍କ ନାମରେ କରି ଦେଇଛନ୍ତି । ତାଙ୍କ ଫ୍ଲାଟର ମୂଲ୍ୟ ୩.୮୪କୋଟି ଟଙ୍କାରୁ ଅଧିକ । ତେବେ ବୟସ୍କଙ୍କ ଏପରି ନିଷ୍ପତ୍ତିରେ ତାଙ୍କ…

Big Breaking: ବଡ ଦିନରେ ବଡ ଦୁର୍ଘଟଣା, ମୁହାଁମୁହିଁ ପିଟିହେଲା ଦୁଇ କାର୍

ଭୁବନେଶ୍ୱର: ଆଜି ବଡଦିନ ଉପଲକ୍ଷେ ଚାରିଆଡେ ଖୁସିର ମାହୋଲ ଜାରି ରହିଥିବା ବେଳେ ବାଲେଶ୍ୱର ନୀଳଗିରିରୁ ଏକ ଦୁଃଖଦ ଖବର ଆସିଛି । ନୀଳଗିରି ଗରଡିହି ଛକରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ କାର୍ ମୁହାଁମୁହିଁ…

ଯୀଶୁଙ୍କ ଜନ୍ମଦିନରେ ଆଜି କାନ୍ଦୁୁଛି ବେଥେଲହାମ, କାରଣ ଜାଣିଲେ ଆପଣଙ୍କ ଆଖି ବି ଲୁହରେ ଭରିିଯିବ

ନୂଆଦିଲ୍ଲୀ: ପୁରା ଦୁନିଆ ଆଜି ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଅର୍ଥାତ୍ ଖ୍ରୀଷ୍ଟମାସ ପର୍ବକୁ ପୁରା ଉତ୍ସାହର ସହ ମନାଉଛି । କିନ୍ତୁ ଯୀଶୁଙ୍କ ଜନ୍ମସ୍ଥାନ ବେଥେଲହାମରେ ଆଜି ନୀରବତା ଛାଇ ଯାଇଛି । ସହସ୍ର ବର୍ଷର ଇତିହାସରେ…

ନୂଆବର୍ଷ ପୂର୍ବରୁ Paytm ଦେଲା ବଡ ଝଟ୍‌କା, ୧୦୦୦ରୁ ଅଧିକ ଲୋକଙ୍କ ଚାକିରୀ ଗଲା

ନୂଆଦିଲ୍ଲୀ: ବର୍ଷ ୨୦୨୩ ସରିବାକୁ ଆଉ ମାତ୍ର ୬ ଦିନ ବାକି ଅଛି । ସାରା ଦେଶରେ ବର୍ଷ ୨୦୨୪କୁ ସ୍ୱାଗତ କରିବା ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବହୁ ଛୋଟ ବଡ କମ୍ପାନୀରେ ବି ନୂଆବର୍ଷର ମାହୋଲ ଦେଖିବାକୁ…

୨୫୦ରୁ ଅଧିକ ପଦରେ LIC ଦେବ ନିଯୁକ୍ତି, ଜାଣନ୍ତୁ ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ

ନୂଆଦିଲ୍ଲୀ: ସରକାରୀ କମ୍ପାନୀରେ କାମ କରିବାକୁ ଇଚ୍ଛା ରଖିଥିଲେ ଏହି ଖବର ଏବେ ଆପଣଙ୍କ କାମରେ ଆସିବ । ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍ ଆପ୍ରେନଟାଇସ୍ ପଦରେ ନିଯୁକ୍ତି ଲାଗି ଆବେଦନ ଆହ୍ୱାନ କରିଛି । ଯେଉଁମାନେ…

(video)ଅଦ୍ଭୁତ, ଅଭିନବ: ୩୭୦୦୦ ମହିଳା ଏକତ୍ର ରଚିଲେ ମହାରାସର ଇତିହାସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଦ୍ୱାରକାରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ମନ ମୋହି ନେଇଛି । ଗୁଜରାଟର ପ୍ରସିଦ୍ଧ ତୀର୍ଥସ୍ଥଳ ଦ୍ୱାରକାରେ ୩୭,୦୦୦ରୁ ଅଧିକ ଯାଦବ ସମୁଦାୟ ମହିଳା…

ରେଳ ଧାରଣାରେ ଖସିପଡିଲେ ମା’ ସହ ୨ ଶିଶୁ ; ଉପର ଦେଇ ଦ୍ରୁତ ଗତିରେ ଚାଲିଗଲା ଟ୍ରେନ୍‌, କିନ୍ତୁ ସମସ୍ତେ ସୁରକ୍ଷିତ

ପାଟନା: କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ବିହାରର ପାଟନା ରେଳଷ୍ଟେସନରେ ଏପରି ଏକ ଘଟଣା ଘଟିଛି ଯାହା ଏହି କଥାକୁ ପୁଣି ଥରେ ପ୍ରମାଣିତ କରିଦେଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ…

ଆପଣ ଯାହାକୁ ପ୍ରେମ କରୁଛନ୍ତି ସେ ଆପଣଙ୍କୁ ବାହା ହେବ କି ଠକି ଦେବ? ଏହି ୪ ଟି କଥାରୁ ଜଣାପଡିଯିବ ସବୁକିଛି

ପ୍ରେମରେ ପଡିବା ତ ସହଜ । କିନ୍ତୁ ଏହି ସଂପର୍କକୁ ଜୀବନର ଶେଷ ପର୍ଯ୍ୟନ୍ତ ନିଭାଇବା ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଇ ନ ଥାଏ । ଆଜିକାଲି ତ ପ୍ରେମରେ ଧୋକା ଦେବା ଏକ ସାଧାରଣ କଥା ହୋଇଗଲାଣି । ଆପଣ ବି ଯଦି ପ୍ରେମରେ…

ଜିଓ ଲଞ୍ଚ କଲା ନ୍ୟୁ ଇୟର ପ୍ଲାନ୍‌, ୨୪ ଦିନ ପର୍ଯ୍ୟନ୍ତ ମାଗଣାରେ ଚାଲିବ ଫୋନ୍‌

ନୂଆଦିଲ୍ଲୀ:  ପ୍ରତିବର୍ଷ ଜିଓ ନୂଆ ନୂଆ ପ୍ଲାନ ଓ ଅଫର ଲଞ୍ଚ କରିଥାଏ । ଚଳିତ ବର୍ଷ ବି କମ୍ପାନୀ ନୂଆ ଅଫର ଲଞ୍ଚ କରିଛି । କମ୍ପାନୀ ଏହାର ନୂଆ ଅଫରରେ ଗ୍ରାହକଙ୍କୁ ୨୪ ଦିନର ଏକ୍ସଟ୍ରା ଭାଲିଡିଟି ପ୍ରଦାନ କରୁଛି । ଏହି…