fbpx

କାରଖାନାରେ ଭୟଙ୍କର ବିସ୍ଫୋରଣ; ୯ ମୃତ, ବହୁ ଗୁରୁତର

ନାଗପୁର: ଏଠାରୁ ୫୫ କିଲୋମିଟର ଦୂର ବଜାର ଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ୍ କମ୍ପାନୀରେ ଆଜି ସକାଳେ ବଡ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଏ ପର୍ଯ୍ୟନ୍ତ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ଚାଣକ୍ୟ ନୀତି; ଏହି ଅଭ୍ୟାସ କାରଣରୁ ବ୍ୟକ୍ତିକୁ ସର୍ବଦା ପଡିଥାଏ ଅଭାବ

ଆଚାର୍ଯ୍ୟ ଚାଣକ୍ୟ ଉନ୍ନତି ପଥରେ ଆଗକୁ ଯିିବା ଓ ଜୀବନରେ ମହାନ୍ ଉପଲବ୍ଧି ଲାଗି କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି । ଚାଣକ୍ୟଙ୍କ ଅନୁସାରେ ବହୁ ବ୍ୟକ୍ତି ଜୀବନରେ ଏପରି ବଦଭ୍ୟାସ ଆପଣାଇଥାନ୍ତି ଯେଉଁ…

(video)ଟିଭିରେ ଚାଲୁଥିଲା ରୋମାଣ୍ଟିକ ସିନ୍‌, ମା’ଆସୁଥିବାର ଦେଖି ଝିଅ ଭୟରେ କରିଦେଲା ଏପରି କିଛି

ପିଲାଦିନେ ଆମେ ଯେତେବେଳେ ଟିଭି ଦେଖୁଥିଲୁ ସେତେବେଳେ ଟିଭିରେ କୌଣସି ରୋମାଣ୍ଟିକ ସିନ୍ ଆସିଗଲେ ଆମକୁ ଖରାପ ଲାଗୁଥିଲା ଓ ଆମେ ବାହାନା କରି ସେଠାରୁ ଉଠି ପଳାଇ ଯାଉଥିଲୁ । ଯେତେବେଳେ ଆମେ ଏକାକୀ ଏପରି କିଛି ସିନ୍…

ନିୟନ୍ତ୍ରଣ ରେଖା ସେପଟେ ଛକି ରହିଛନ୍ତି ୨୫୦ରୁ ଅଧିକ ଆତଙ୍କବାଦୀ, କେବେ ବି କରିପାରନ୍ତି ଭାରତରେ ପ୍ରବେଶ

ଶ୍ରୀନଗର: ନିୟନ୍ତ୍ରଣ ରେଖା(LOC)ସେପଟେ ପାକିସ୍ତାନ କବ୍‌ଜାରେ ରହିଥିବା କାଶ୍ମୀରର ଲଞ୍ଚ ପ୍ୟାଡ୍‌ରେ ପ୍ରାୟ ୨୫୦ରୁ ୩୦୦ ପର୍ଯ୍ୟନ୍ତ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିବା ଲାଗି ସୁଯୋଗର ଅପେକ୍ଷାରେ…

ପେଟିଏମ୍‌ରେ ବୁକ୍ କରନ୍ତୁ ଫ୍ଲାଇଟ୍ ଟିକେଟ୍‌, ପାଆନ୍ତୁ ୩,୦୦୦ଟଙ୍କା ପର୍ଯ୍ୟନ୍ତ ଛାଡ

ନୂଆଦିଲ୍ଲୀ: ପେଟିଏମ୍ ୟୁଜର୍ସଙ୍କ ଲାଗି ଆସିଲା ଏକ ଖୁସି ଖବର । ବର୍ଷ ଶେଷରେ ଯଦି କେହି ବିଦେଶ ବୁଲିଯିବାକୁ ଯୋଜନା କରୁଛନ୍ତି ତେବେ ଏଟିଏମ୍‌ରେ ଫ୍ଲାଇଟ୍ ଟିକେଟ୍ ବୁକ୍ କରି ବଡ ରକମର ସଞ୍ଚୟ କରନ୍ତୁ । କମ୍ପାନୀ…

ୟୁଜିସିର ଚେତାବନୀ; ବୈଧ ହେବନି ଏହିସବୁ କଲେଜର ଡିଗ୍ରୀ, ଜାଣନ୍ତୁ କ’ଣ ରହିଛି ପୁରା ମାମଲା

ନୂଆଦିଲ୍ଲୀ: ଯଦି ଆପଣ କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ଏଡଟେକ୍ କମ୍ପାନୀ କିମ୍ବା କଲେଜରେ ପଢୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଥିଲାଗି ୟୁଜିସି ଏକ ଚେତାବନୀ ଜାରି କରିଛି । ୟୁଜିସି ବିଦେଶୀ…

ସତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁମାନ, ଅର୍ଥନୀତି କ୍ଷେତ୍ରରେ ଏହି ୨ ବଡଦେଶକୁ ଟପିଯିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାବୀ ସତ ହେବାକୁ ଯାଉଛି । ଆଗାମୀ ୨ ବର୍ଷ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୫,୦୦୦ ଅରବ ଡଲାରରେ ପହଞ୍ଚିଯିବ । ନୀତି ଆୟୋଗର…

ସଂସଦରେ ସନ୍ଦିଗ୍ଧଙ୍କ ପ୍ରବେଶ ମାମଲାରେ ହେଲା ଆଉ ଏକ ବଡ ଖୁଲାସା, ଅଭିଯୁକ୍ତ କରିଥିଲେ ଏହି ବଡ ଯୋଜନା

ନୂଆଦିଲ୍ଲୀ: ସଂସଦ ଭବନରେ ସନ୍ଦିଗ୍ଧଙ୍କ ପ୍ରବେଶ ମାମଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଗିରଫ ଅଭିଯୁକ୍ତ ସାଗର ପୋଲିସର ପଚରାଉଚୁରା ସମୟରେ ଏକ ବଡ ଖୁଲାସା କରିଛି । ସେ କହିଛି ପ୍ରଥମେ ସେମାନଙ୍କର ଯୋଜନା…

ନୀରବି ଗଲେ ‘ତୁଝ୍‌ସେ ନାରାଜ ନେହିଁ ଜିନ୍ଦେଗୀ’ ଗାଇଥିବା ପ୍ରସିଦ୍ଧ ଗାୟକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ମୁମ୍ବାଇ: ବଲିଉଡ୍ ଏଭରଗ୍ରୀନ୍ ଗୀତ ‘ତୁଝ୍‌ସେ ନାରାଜ ନେହିଁ ଜିନ୍ଦେଗୀ’ ଗାଇଥିବା ଗାୟକ ଅନୁପ ଘୋଷାଲଙ୍କ ଉପରେ କିନ୍ତୁ ଜୀବନ ନାରାଜ ହୋଇଯାଇଛି । ୭୭ ବର୍ଷରେ ସେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛନ୍ତି । ଦୀର୍ଘ…

ମୁଖ୍ୟମନ୍ତ୍ରୀ ପଦ ଗଲାପରେ ଗାଁରେ ଚଲାଇଲେ ଟ୍ରାକ୍ଟର, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦରୁ ଶିବରାଜ ସିଂ ଚୌହାନ ବିଦାୟ ନେଇସାରିଛନ୍ତି ଓ ମୋହନ ଯାଦବ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ସାରିଛନ୍ତି । ଶିବରାଜ କହିଛନ୍ତି ବିଜେପି ତାଙ୍କୁ ବହୁତ କିଛି ଦେଇଛି ଓ…