୧୨ଡିସେମ୍ବରରେ ଆକାଶରୁ ହଠାତ୍ ଗାଏବ ହୋଇଯିବ ସବୁଠାରୁ ଉଜ୍ଜ୍ୱଳ ତାରା, ଜାଣନ୍ତୁ କିପରି ଦେଖିବେ ଏହି ବିରଳ ଦୃଶ୍ୟ
ନୂଆଦିଲ୍ଲୀ: ମହାକାଶରେ ନଜର ଆସୁଥିବା ସବୁଠାରୁ ଉଜ୍ଜ୍ୱଳ ତାରା ହେଉଛି ବେଟେଲଗୁସ୍ । ଡିସେମ୍ବର ୧୨ରେ ସବୁଠାରୁ ଅଧିକ ଚମକୁଥିବା ଏହି ତାରା ୧୨ ସେକେଣ୍ଡ ଲାଗି ଆକାଶାରୁ ଗାଏବ ହୋଇଯିବ । ଏହାର କାରଣ ହେଉଛି ଏକ…