fbpx

ଏ ବର୍ଷ ହେବନି ଶୀତ, IMD ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ଭାରତରେ ଆସିଯାଇଛି ଶୀତଦିନ । ଉତ୍ତର ଭାରତ ସହିତ ଦେଶର ବହୁ ଭାଗରେ ଥଣ୍ଡା ପଡିବା ଆରମ୍ଭ କରିଦେଇଛି । ବହୁ ସ୍ଥାନରେ କୁହୁଡି ବି ପଡିବା ଆରମ୍ଭ କଲାଣି । କିନ୍ତୁ ଏହାରି ମଧ୍ୟରେ ଭାରତୀୟ ପାଣିପାଗ…

ମୃତ କହି ମହିଳାଙ୍କୁ ଶବଗୃହକୁ ପଠାଇଦେଲେ ଡାକ୍ତର, କର୍ମଚାରୀ ବ୍ୟାଗ ଖୋଲି ଦେଖିଲେ ତ…

ନୂଆଦିଲ୍ଲୀ: ହସ୍ପିଟାଲରେ ଚିକିତ୍ସା ସମୟରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇଗଲେ ପରିବାର ଲୋକେ ଶବ ନ ନେବା ପର୍ଯ୍ୟନ୍ତ ତାହା ହସ୍ପିଟାଲର ଶବଗୃହରେ ରଖାଯାଏ । ଶବ ସହିତ ଏହି ଶବଗୃହରେ କାମ କରୁଥିବା କର୍ମଚାରୀମାନେ ବି…

(video)ଏଣିକି ବିବାହରେ ଯୋଗଦେବାକୁ ଆବଶ୍ୟକ ପଡିବ ଏଟିଏମ୍ କାର୍ଡ !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ରୋଚକ ଭିଡିଓ ଓ ତଥ୍ୟ ଭାଇରାଲ୍ ହେବାରେ ଲାଗିଥାଏ । କିଛି ଭିଡିଓ ତ ଏପରି ରହିଛି ଯାହା ଦେଖିବା ପରେ ଲୋକମାନେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି । ଏପରି ଏକ ଭିଡିଓ ଏବେ…

ନବରଙ୍ଗପୁରରେ ଡବଲ ମର୍ଡର, ୨ ବର୍ଷର ଶିଶୁପୁତ୍ର ସହ ପଡୋଶୀଙ୍କୁ ହତ୍ୟା

ଭୁୁବନେଶ୍ୱର: ନବରଙ୍ଗପୁରରେ ଆଜି ଏକ ଅତ୍ୟନ୍ତ ବୀଭତ୍ସ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି । ମୈଦଲପୁର ଥାନା ଗୁଜମାପଦର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ନିଜର ୨ ବର୍ଷର ଶିଶୁପୁତ୍ରକୁ ଛୁରୀ ଭୁସି ହତ୍ୟା କରିଛି ବାପା…

୨୦୨୮ରେ ଭାରତରେ ହେବ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀ, COP 28ରେ ପ୍ରସ୍ତାବ ରଖିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଦୁବାଇରେ ପହଞ୍ଚିଛନ୍ତି ଯେଉଁଠାରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଛି । ଆଜି ଅର୍ଥାତ୍ ଶୁକ୍ରବାର ଶିଖର ସମ୍ମିଳନୀ…

ରାଜସ୍ଥାନରେ ଅନ୍ୟ ଜଣେ ଯୋଗୀଙ୍କୁ ନେଇ ବଢୁଛି ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ଜନତା

ଜୟପୁର: ରାଜସ୍ଥାନରେ ଗେହଲଟଙ୍କ ଯାଦୁ ଚାଲିବ କି ୫ ବର୍ଷ ପରେ ସରକାର ବଦଳିବାର ଟ୍ରେଣ୍ଡ ଜାରି ରହିବ ଏହା ୩ ଡିସେମ୍ବରରେ ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ । ଫଳାଫଳ ପୂର୍ବରୁ ଆସିଥିବା ଏକଜିଟ୍ ପୋଲ୍…

ଆଧାର କାର୍ଡକୁ ନେଇ ଆସିଲା ବଡ ସୂଚନା,ଏହି ତାରିଖ ପୂର୍ବରୁ କରନ୍ତୁ ଅପଡେଟ୍ ଅନ୍ୟଥା ଭରିବାକୁ ପଡିବ ଫି’

ନୂଆଦିଲ୍ଲୀ: ଆପଣଙ୍କ ଲାଗି ଆସିଲା ଏକ ଜରୁରୀ ଖବର । UIDAI ପକ୍ଷରୁ ଆଧାର କାର୍ଡକୁ ନେଇ ଏକ ବହୁତ ଜରୁରୀ ସୂଚନା ପ୍ରକାଶ ପାଇଛି । ଯଦି ଆପଣ ୧୦ ବର୍ଷ ପୂର୍ବରୁ ଆଧାର କାର୍ଡ କରିଛନ୍ତି ତେବେ ଆପଣଙ୍କ ଲାଗି ଏହି ଖବର…

ଏହି ଗାଁରେ ପ୍ରତି ପୁରୁଷ ୨ଟି ବିବାହ କରିବାକୁ ବାଧ୍ୟ, କାରଣ ଜାଣିଲେ ଆପଣ ହୋଇଯିବେ ଚକିତ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ବେଶ୍ ଉନ୍ନତି କରିଛି । ଲୋକମାନେ ଏବେ ପୂର୍ବାପେକ୍ଷା ବହୁତ ଅଗ୍ରଗତି କଲେଣି । ବିଜ୍ଞାନ ବଳରେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ବି ଦୂରୀଭୂତ ହେଲାଣି ।…

ସାମ୍ନାକୁ ଆସିଲା ଏକଜିଟ୍ ପୋଲ ମତାମତ: ଛତିଶଗଡରେ ପୁଣି କଂଗ୍ରେସ ଆଉ ରାଜସ୍ଥାନରେ ବିଜେପିର ବମ୍ପର ବିଜୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନା ସହିତ ୫ ରାଜ୍ୟର ନିର୍ବାଚନ ସରି ଯାଇଛି । ଏବେ ଏହି ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍ ସାମ୍ନାକୁ ଆସିଯାଇଛି । ଏହି ଏକଜିଟ୍…

ଏହି ୩ ଅଭ୍ୟାସ ଥିଲେ ଜୀବନରେ କେବେବି ହୋଇପାରିବେନି ସୁଖୀ

ଈଶ୍ୱରଙ୍କ ଶରଣରେ ଯାଇ ପ୍ରତି ବ୍ୟକ୍ତି ନିଜ ପାଇଁ ସୁଖର କାମନା ହିଁ କରିଥାଏ । କିନ୍ତୁ ୩ ପ୍ରକାର ଲୋକଙ୍କ ଜୀବନରେ ସୁଖ କେବେ ବି ଅଧିକ ସମୟ ରହିପାରେ ନାହିଁ । ବ୍ୟଭିଚାରୀ: ବ୍ୟଭିଚାରୀ ସେହିମାନେ ହୋଇଥାନ୍ତି…