fbpx

ସତରେ କ’ଣ ସରକାର ଗଙ୍ଗାଜଳ ଉପରେ ଲଗାଉଛନ୍ତି ଜିଏସଟି ? ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସସାଇଜ୍ ଆଣ୍ଡ କଷ୍ଟମ କ’ଣ ରଖିଛି ଉତ୍ତର ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ବିରୋଧୀ କଂଗ୍ରେସ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିବାର କୌଣସି ବି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି । ଏବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ…

ଶିଶୁ ଗର୍ଭରେ ଥିଲେ ବି ତାହାର ବଞ୍ଚିବାର ଅଧିକାର ରହିଛି, ୨୬ ସପ୍ତାହର ଗର୍ଭାବସ୍ଥା ସମାପ୍ତ ଲାଗି କୋର୍ଟରେ ଦାଖଲ ମହିଳାଙ୍କ ଯାଚିକା ଉପରେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଣେ ବିବାହିତା ମହିଳାଙ୍କ ୨୬ ସପ୍ତାହର ଗର୍ଭାବସ୍ଥାକୁ ସମାପ୍ତ କରିଦେବାକୁ ନେଇ ଦାଖଲ ହୋଇଥିବା ଯାଚିକା ଉପରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ…

ଏହି ରାଜ୍ୟରେ ଅକ୍ଟୋବର ୨୮ ରେ ବନ୍ଦ ରହିବ ସ୍କୁଲ କଲେଜ୍ , ୨ ଦିନ କୌଣସି ପରୀକ୍ଷା ଆୟୋଜନ ନ କରିବାକୁ ବି ପ୍ରଶାସନ ଜାରି କଲା ନିର୍ଦ୍ଦେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଅଧୀନସ୍ଥ ସେବା ଚୟନ ଆୟୋଗ ପ୍ରାରମ୍ଭିକ ପରୀକ୍ଷା  PET 2023 କାରଣରୁ ରାଜ୍ୟର ୩୫ ଆବାସିକ ସ୍ଥଳୀରେ ଥିବା ଶହ ଶହ ସ୍କୁଲ ଓ କଲେଜ ୨୮ ଅକ୍ଟୋବର ୨୦୨୩ରେ ବନ୍ଦ ରହିବ । ଯେଉଁ ସ୍ୱୁଲ ଓ କଲେଜରେ…

ଇସ୍ରାଏଲରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ଆରମ୍ଭ ହେଲା ‘ଅପରେସନ ଅଜୟ’, ଆଜି ପହଞ୍ଚିବେ ପ୍ରଥମ ବ୍ୟାଚ୍

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ରୂପ ନେବାରେ ଲାଗିଛି । ଏହି ଯୁଦ୍ଧ ଦ୍ୱାରା କେବଳ ଇସ୍ରାଏଲର ସେନା କିମ୍ବା ଯବାନ ନୁହଁନ୍ତି ସାଧାରଣ ନାଗରିକଙ୍କ ଜୀବନ ବି ସଙ୍କଟ ମଧ୍ୟ ଦେଇ ଗତି…

ଇସ୍ରାଏଲ ଓ ହମାସ ଯୁଦ୍ଧରେ ଭାରତକୁ ମିଳିବ ବଡ ଫାଇଦା, ଇସ୍ରାଏଲ ସ୍ଥିତ ଗ୍ଲୋବାଲ ଟେକ୍ କମ୍ପାନୀଗୁଡିକର ରହିଛି ଏହି ଯୋଜନା

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ର ଏହି ଯୁଦ୍ଧକୁ ନେଇ ଅଲଗା ଅଲଗା ପ୍ରତିକ୍ରିୟା ରଖିବାରେ…

୮୨ ବର୍ଷର ପତ୍ନୀଙ୍କୁ ଛାଡପତ୍ର ଦେବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ପତି, ଆବେଦନକୁୁ ଖାରଜ କରି କୋର୍ଟ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ୮୯ ବର୍ଷରେ ଜଣେ ବ୍ୟକ୍ତି ଜୀବନର ଶେଷ ପାହାଚରେ ପହଞ୍ଚି ମୃତ୍ୟୁ ପାଇଁ ସଜବାଜ ହେଉଥିବା ବେଳେ ଏଠି କିନ୍ତୁ ଏହି ବୟସରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ଛାଡପତ୍ର ଦେବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ହେବା…

ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତ ଏହିସବୁ ମୂର୍ତ୍ତି ଠାରୁ ଶିଖନ୍ତୁ ଯୋଗ, ଦେବାକୁ ପଡିବନି ଗୋଟିଏ ବି ପଇସା

ନୂଆଦିଲ୍ଲୀ: ମୂର୍ତ୍ତି ଯୋଗ ଶିଖାଉଥିବାର ଆପଣ କେବେ ଦେଖିଛନ୍ତି କି ? ମୂର୍ତ୍ତି ଜଣେ ଯୋଗ ଶିକ୍ଷକଙ୍କ ପରି ବିଭିନ୍ନ ପ୍ରକାରର ଯୋଗ କରୁଥିବାର ଦୃଶ୍ୟ ଦେଖିଲେ ଆପଣ ନିଜ ଆଖିକୁ ବି ବିଶ୍ୱାସ କରିପାରିବେ ନାହିଁ ।…

ହ୍ୱିଲ ଚେୟାରରେ ଇସ୍ରାଏଲ ଆକ୍ରମଣର ମାଷ୍ଟରମାଇଣ୍ଡ, ଇସ୍ରାଏଲର ମୋଷ୍ଟ ୱାଣ୍ଟେଡ ଓ ଗ୍ଲୋବାଲ ଟେରରିଷ୍ଟ ତାଲିକାରେ ରହିଛି ନାଁ

ନୂଆଦିଲ୍ଲୀ:ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଗତ ୪ ଦିନ ମଧ୍ୟରେ ଇସ୍ରାଏଲରେ ୯୦୦ ସୈନିକ ଓ ନାଗରିକଙ୍କ ଜୀବନ ଗଲାଣି । ୬ ଅକ୍ଟୋବର ସକାଳେ ହମାସ ଅଚାନକ…

ଘଟିଲା ସବୁ ଅପେକ୍ଷାର ଅନ୍ତ; ଏବେ ଦେଶରେ ଖାଲି ହେବ ସୁନା ବର୍ଷା, ଏହି ଖଣିରୁ ପ୍ରତି ବର୍ଷ ବାହାରିବ ଏତେମାତ୍ରାରେ ସୁନା

ନୂଆଦିଲ୍ଲୀ: ଆମ ଦେଶରେ ସୁନା ପ୍ରତି ଲୋକଙ୍କର ଖାସ୍ ଆକର୍ଷଣ ରହିଛି । ଭାରତୀୟମାନଙ୍କର ସୁନା ଗହଣା ପ୍ରତି ବିଶେଷ ଆଦର ରହିଛି । ଏହା ବ୍ୟତିତ ସୁନାରେ ନିବେଶ କରିବା କ୍ଷେତ୍ରରେ ଭାରତ ଆଗରେ ରହିଛି । ଭାରତ ବିଶ୍ୱରେ…

ଚୀନ୍ କମ୍ପାନୀ Vivo ମୋବାଇଲ୍ସ ଉପରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ୪ ଜଣ ଗିରଫ

ନୂଆଦିଲ୍ଲୀ: ଚୀନ୍ ମୋବାଇଲ୍ କମ୍ପାନୀ ଭିଭୋ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ଜଣେ ଚୀନ୍ ନାଗରିକଙ୍କ ସହିତ ଇଡି ୪…