କାଲିଠାରୁ ଆରମ୍ଭ ହେବାକୁ ଯାଉଛି ପିତୃପକ୍ଷ, ଜାଣନ୍ତୁ ପୂର୍ବଜଙ୍କୁ ପ୍ରସନ୍ନ କରିବାକୁ କ’ଣ କରିବା ଓ ନ କରିବା ଉଚିତ
ନୂଆଦିଲ୍ଲୀ:ପିତୃପକ୍ଷ ଅର୍ଥାତ୍ ଶ୍ରାଦ୍ଧପକ୍ଷ ଭାଦ୍ରବ ମାସ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ପିତୃମୋକ୍ଷମ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ । ୨୯ ସେପ୍ଟେମ୍ବର ଅର୍ଥାତ୍ କାଲିଠାରୁ ଏହି ପିତୃପକ୍ଷ ଆରମ୍ଭ ହେଉଛି ଯାହା ୧୪…