fbpx

ଗ୍ରାହକଙ୍କ ଠାରୁ ଅଧିକ ପଇସା ଆଦାୟ କରୁଛି ସ୍ୱିଗି, X ରେ ପୋଷ୍ଟ କରି ଅଭିଯୋଗ ଆଣିଲେ ଗ୍ରାହକ

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାକୁ ଆସିଛି ସ୍ୱିଗି । ତେବେ ସ୍ୱିଗକୁ ନେଇ ଏହି ଚର୍ଚ୍ଚା କୌଣସି ଅଫର କିମ୍ବା ଡିସକାଉଣ୍ଟ ପାଇଁ ନୁହେଁ ବରଂ ଗ୍ରାହକଙ୍କ ଠାରୁ ଅଧିକ ପଇସା ଆଦାୟ କରିବା ଅଭିଯୋଗରେ । ପ୍ରକୃତ ଘଟଣା ହେଉଛି କିଛି…

ଅକ୍ଟୋବରରେ କେତୁ କରିବାକୁ ଯାଉଛନ୍ତି ରାଶି ପରିବର୍ତ୍ତନ, ଏହି ରାଶିମାନଙ୍କର ବଦଳିଯିବ ଭାଗ୍ୟ

ନୂଆଦିଲ୍ଲୀ: ବୈଦିକ ବିଦ୍ୟା ଅନୁସାରେ କେତୁକୁ ଛାୟା ଗ୍ରହ କୁହାଯାଇଥାଏ । ଅନ୍ୟ ଗ୍ରହ ପରି କେତୁ ବି ସମୟ ସମୟରେ ରାଶି ପରିବର୍ତ୍ତନ କରିଥାଏ । କେତୁର ଗୋଚର ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ । କେତୁର ଶୁଭ ସ୍ଥିତି…

(video)ସାମ୍ନାକୁ ଆସିଲା ପୃଥିବୀରେ ଦିନ ଓ ରାତିର ମିଳନର ଫଟୋ, ୟୁରୋପୀୟ ସ୍ପେସ୍ ଏଜେନ୍ସୀ ମହାକାଶରୁ ଜାରି କଲା ଭିଡିଓ

ନୂଆଦିଲ୍ଲୀ: ଯେତେବେଳେ ରାତି ଓ ଦିନର ମିଳନ ହୋଇଥାଏ ଏବଂ ଶୀତର ଆଗମନ ହୋଇଥାଏ ସେତେବେଳେ ଆମ ପୃଥିବୀ କେମିତି ଦେଖାଯାଇଥାଏ । ଏହି ଉତ୍ସୁକତା ନିଶ୍ଚୟ ସମସ୍ତଙ୍କ ମନ ମଧ୍ୟରେ ଭରି ରହିଥିବ । ତେବେ ୟୁରୋପୀୟ ସ୍ପେସ୍…

କାଙ୍ଗାଳ ପାକିସ୍ତାନକୁ ଝଟ୍‌କା; ୯କୋଟି ଗରିବ ଲୋକଙ୍କ ପାଇଁ ଆସିଲା ଖରାପ ଖବର, କ’ଣ କହିଲା ବିଶ୍ୱବ୍ୟାଙ୍କ ଜାଣିନିଅନ୍ତୁ

ନୂଆଦିଲ୍ଲୀ:ପାକିସ୍ତାନ ଏବେ ସବୁଠାରୁ ଭୟାନକ ଆର୍ଥିକ ସଂକଟ ଦେଇ ଗତି କରୁଛି ଯାହା ଦେଶ ସୃଷ୍ଟି ହେବା ପରଠାରୁ ଦେଶ କେବେ ବି ଦେଖି ନ ଥିଲା । ଦେଶରେ ଗରିବଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି । ବିଶ୍ୱ ବ୍ୟାଙ୍କ…

୧୫୦ ବର୍ଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁସ୍ଥ ଜୀବନ ଜୀଇଁ ପାରିବ ମଣିଷ, ବୈଜ୍ଞାନିକ କହିଲେ ଏହା କେମିତି ସମ୍ଭବ

ନୂଆଦିଲ୍ଲୀ: ଉନବିଂଶ ଶତାବ୍ଦୀ ପର ଠାରୁ ବିଜ୍ଞାନ ଜଗତରେ ବହୁ ମହାନ୍ ଉପଲବ୍ଧି ହାସଲ ହେବା ସହ ମାନବ ଆୟୁରେ ମଧ୍ୟ ବୃଦ୍ଧି ଘଟିଛି । ଆଧୁନିକ ଚିକିତ୍ସା ସେବା ଓ ବିଭିନ୍ନ ଟୀକାର ବିକାଶ ମାନବ ସମାଜକୁ ବିଭିନ୍ନ ରୋଗରୁ…

ପ୍ରଥମ ଦିନରେ ଭାରତକୁ ମିଳିଲା ୩ ରୌପ୍ୟ ଓ ୨ ବ୍ରୋଞ୍ଜ ମେଡାଲ, ଏବେ ସ୍ୱର୍ଣ୍ଣକୁ ସମସ୍ତଙ୍କର ଅପେକ୍ଷା

ନୂଆଦିଲ୍ଲୀ: ଚୀନ୍‌ର ହାଙ୍ଗଝୋଉରେ ଚାଲିଥିବା ୧୯ ତମ ଏସିଆନ ଗେମ୍ସର ଆଜି ଅର୍ଥାତ୍ ୨୪ ସେପ୍ଟେମ୍ବର ହେଉଛି ପ୍ରଥମ ଦିନ ଓ ପ୍ରଥମ ଦିନରେ ଭାରତ ୫ ଗୋଟି ପଦକ ହାସଲ କରିଛି । ଭାରତର ପଦକ ଖାତା ତ ଖୋଲିଯାଇଛି କିନ୍ତୁ ଏବେ…

ପଡିଆରେ ତୋଫାନ ସୃଷ୍ଟି କରିବେ ଜୁନିୟର ଦ୍ରାବିଡ୍‌, ଏହି ଟିମ୍ ଲାଗି ଖେଳିବାକୁ ହୋଇଛନ୍ତି ମନୋନୀତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ ଜଣେ ସୁଦକ୍ଷ ବ୍ୟାଟସମ୍ୟାନ ଭାବରେ ପ୍ରତି କ୍ରିକେଟପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି । ଦ୍ରାବିଡ ଟେଷ୍ଟ ଓ ୱାନ ଡେ’ରେ କ୍ରିକେଟପ୍ରେମୀଙ୍କୁ ବହୁତ ସ୍ମରଣୀୟ…

ଆରମ୍ଭ ହେଲା ଏସିଆନ ଗେମ୍ ଉଦଘାଟନ ସମାରୋହ, ହରମନପ୍ରୀତ ଓ ଲଭଲିନା ହାତରେ ତ୍ରିରଙ୍ଗା ଧରି ନେଲେ ଭାରତର ନେତୃତ୍ୱ

ନୂଆଦିଲ୍ଲୀ: ୨୩ ସେପ୍ଟେମ୍ବର ଅର୍ଥାତ୍ ଶନିବାର ଚୀନ୍‌ର ହାଙ୍ଗଝୋଉରେ ଏସିଆନ ଗେମ୍ସର ଉଦଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବିଗ୍ ଲୋଟସ୍ ନାମକ ଏହି ଷ୍ଟାଡିୟମକୁ ୨୦୧୮ରେ ଏକ ଫୁଟବଲ୍…

ଭୋଜନ ପ୍ରସ୍ତୁତି ଓ ଭୋଜନ କରିବା ସମୟରେ କରନ୍ତୁନି ଏହି ଭୁଲ୍‌, ଘରେ ଘୋଟି ଆସିବ ଆର୍ଥିକ ସଂକଟ

ଜ୍ୟୋତିଷଶାସ୍ତ୍ରରେ ଏପରି ବହୁ ଜିନିଷ ବିଷୟରେ ଉଲ୍ଲେଖ ରହିଛି ଯାହାକୁ ଅଣଦେଖା କରିବା ଆପଣଙ୍କ ଲାଗି ଭାରି ପଡିପାରେ । ଏଣୁ ବାସ୍ତୁ ସହ ଜଡିତ ବିଭିନ୍ନ ନିୟମକୁ ମାନି ଚଳିବା ଉଚିତ । ଆଜି ଆମେ ଏହି କ୍ରମରେ ଖାଇବା ସହ…

୪ ଜଣ ମହିଳା ସିପାହୀ ଲିଙ୍ଗ ପରିବର୍ତ୍ତନ କରି ହେବାକୁ ଚାହୁଁଛନ୍ତି ପୁରୁଷ, ଡିଜି ଅଫିସରେ ମାଗିଛନ୍ତି ଅନୁମତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ୪ ଜଣ ମହିଳା ସିପାହୀ ଏବେ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଏହି ୪ ଜଣ ମହିଳା ସିପାହୀ ପୁରୁଷ ହେବା ପାଇଁ ଡିଜି ଅଫିସ୍‌ରେ ଦରଖାସ୍ତ ଦେଇ ଲିଙ୍ଗ ପରିବର୍ତ୍ତନ ଲାଗି ଅନୁମତି…