fbpx

ସୁପରଫୁଡ୍‌ କରମଙ୍ଗା, ଭୋକ ଲାଗିବା ମାତ୍ରେ ତୁରନ୍ତ ଖାଆନ୍ତୁ ମିଳିବ ବହୁ ଫାଇଦା

ନୂଆଦିଲ୍ଲୀ: ଯେତେବେଳେ ପୁଷ୍ଟିକର ଖାଦ୍ୟର କଥା ଉଠିଥାଏ ସେତେବେଳେ ଆମେ ବହୁ ସୁପରଫୁଡସ୍ ବିଷୟରେ କହିଥାଉ । ଛତୁ, ବ୍ଲୁବେରୀ, ଡାଲି, କଦଳୀ ଓ ସବୁଜପତ୍ରଯୁକ୍ତ ପନିପରିବା ଆମକୁ ବହୁ ସ୍ୱାସ୍ଥ୍ୟଗତ ଲାଭ ଦେଇଥାଏ ।…

ସରକାର ଦେଲେ ଖୁସି ଖବର; ଡାଲି ଉପରୁ ଛାଡ କଲେ ଆମଦାନୀ ଶୁଳ୍କ, ଏବେ ୨୨ ପ୍ରତିଶତ ଶସ୍ତା ହୋଇଯିବ ଏହି ଡାଲି

ନୂଆଦିଲ୍ଲୀ: ପନିପରିବା ସହିତ ଡାଲିର ଦର ବୃଦ୍ଧି ସାଧାରଣ ଜନତାଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କିନ୍ତୁ ଏବେ ଆମେ ଆପଣଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛୁ । ଏହି ଖୁସି ଖବରଟି ହେଉଛି ସରକାର ସାଧାରଣ ଜନତାଙ୍କ…

କୀଟନାଶକ ସିଞ୍ଚନ ବେଳେ ଅସୁସ୍ଥ ହୋଇପଡିଲେ କୃଷକ , ୫୦୦୦ ଇଞ୍ଜେକସନ ଦେଇ ଭଲ କଲେ ଡାକ୍ତର

ପାଲି: ରାଜସ୍ଥାନ ପାଲିରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ କୃଷକ ନିଜ ଜମିରେ କୀଟନାଶକ ଔଷଧ ସିଞ୍ଚନ କରୁଥିଲେ । ଏହି ସମୟରେ କୀଟ ନାଶକ ତାଙ୍କ ଶରୀର ମଧ୍ୟକୁ ଚାଲିଯାଇଥିଲା । ଫଳରେ ସେ ଅସୁସ୍ଥ…

ମହାକାଶରୁ ସେଲ୍‌ଫି ପଠାଇଲା ଆଦିତ୍ୟ L1, ଫଟୋରେ ନଜର ଆସୁଛି ପୃଥିବୀ ଓ ଚନ୍ଦ୍ର

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କ ଆଡକୁ ଅଗ୍ରସର ହେଉଥିବା ଆଦିତ୍ୟ ଏଲ୍ ୧ ମହାକାଶରୁ ସେଲ୍‌ଫି ପଠାଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗୁରୁବାର ଏ ବିଷୟରେ ସୂଚନା ଦେଇଛି । ଏହା ପୂର୍ବରୁ ମଙ୍ଗଳବାର ଇସ୍ରୋ କହିଥିଲା…

ବିଶେଷ ଅଧିବେଶନରେ ପୁଣି ସମସ୍ତଙ୍କୁ ଚକିତ କରିଦେବେ କି ମୋଦୀ ସରକାର ? ଜାତିଗତ ଜନଗଣନାକୁ କାଟିବା ଲାଗି ତିଆରି ହେଉଛି ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ଯେଉଁଦିନ ଠାରୁ ସଂସଦର ବିଶେଷ ଅଧିବେଶନ ଲାଗି ଘୋଷଣା କରାଗଲାଣି ସେବେଠାରୁ ଏହାକୁ ନେଇ ରାଜନୈତିକ ସ୍ତରରେ ବିଭିନ୍ନ ଅଟକଳ ଜାରି ରହିଛି । ୨୦୨୪ ନିର୍ବାଚନରେ କ୍ଷମତାଧାରୀ ଏନଡିଏ ସରକାର ବିରୋଧୀ ଇଣ୍ଡିଆ…

ସନାତନ ଧର୍ମକୁ ନେଇ ବିବାଦାସ୍ପଦ ବୟାନ ଥମିବାର ନାଁ ଧରୁ ନାହିଁ, ଏବେ ସନାତନ ଧର୍ମକୁ ଏଚଆଇଭି ସହ ତୁଳନା କଲେ ଏହି ସାଂସଦ

ନୂଆଦିଲ୍ଲୀ: ସନାତନ ଧର୍ମ ଉପରେ ବିବାଦାସ୍ପଦ ବୟାନର ଧାରା ଏବେବି ଜାରି ରହିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ପରେ ଡିଏମ୍‌କେ ସାଂସଦ ଏ.ରାଜା…

(video)ମେସ୍‌ରେ ଏପରି ହେଉଥିଲା ଖାଦ୍ୟ ପ୍ରସ୍ତୁତ, ଭିଡିଓ ଦେଖିବା ପରେ ଆପଣ ବି କହିବେ ଛି..ଛି..

ନୂଆଦିଲ୍ଲୀ: ପ୍ରାୟ ହୋଟେଲମାନଙ୍କରେ ଲେଖାଯାଇଥାଏ ଏଠାରେ ଶୁଦ୍ଧ ଭୋଜନ ମିଳୁଛି ବୋଲି । ଘରେ ବି ସମସ୍ତେ ପିଲାମାନଙ୍କୁ କହିଥାନ୍ତି ସଫାସୁତୁରା ହୋଇଥିବା ହୋଟେଲରେ ସର୍ବଦା ଖାଦ୍ୟ ଖାଇବୁ । କିନ୍ତୁ ଆମେ ସିନା ବାହାରର…

ଛେଳି ପାଇଁ ବି ଟ୍ରେନ ଟିକେଟ କାଟିଲେ ଗରିବ ମହିଳା, ୟୁଜର କହିଲେ ଭାରତୀୟ ରେଳର ଆଇକନ ହେବା ଯୋଗ୍ୟ

ନୂଆଦିଲ୍ଲୀ: ଆମ ଦେଶରେ ଟ୍ରେନରେ ଯାତ୍ରା କରିବା ହେଉଛି ସବୁଠାରୁ ସହଜ ଓ ସରଳ ମାଧ୍ୟମ । ଯାତ୍ରା ସମୟରେ ଲୋକମାନେ ଟ୍ରେନରେ ବିଭିନ୍ନ ସାମଗ୍ରୀ ସହିତ ପଶୁ ପକ୍ଷୀଙ୍କୁ ବି ନିଜ ସହ ନେଇ ଯାଇଥାନ୍ତି । କିନ୍ତୁ ଏଠାରେ ଜଣେ…

ରୁଟିରେ ଘିଅ ଲଗାଇ ଖାଇଲେ ସୁଗାର କମିବା ସହ ମିଳିବ ବହୁ ଫାଇଦା, ଡାକ୍ତର କହିଲେ ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ଘିଅ କ୍ଷୀରରୁ ବାହାରୁଥିବା ଲହୁଣୀରୁ ପ୍ରସ୍ତୁତ ହୋଇଥାଏ । ଏହା ସ୍ୱାସ୍ଥ୍ୟ ଲାଗି ବହୁତ ଲାଭଦାୟକ ହୋଇଥାଏ । ଘିଅ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ହଜମ ପ୍ରକ୍ରିୟାକୁ ବି ତ୍ୱରାନ୍ୱିତ କରିଥାଏ । ଏହା…

ବଢୁଛି ଭାରତ ବନାମ ଇଣ୍ଡିଆ ବିବାଦ, ଭାରତର ଫୁଲ ଫର୍ମ କ’ଣ କହିବା ସହ ବିରୋଧୀ ମେଣ୍ଟକୁ ନାମ ବଦଳାଇବାକୁ ପରାମର୍ଶ ଦେଲେ କଂଗ୍ରେସର ଏହି ନେତା

ନୂଆଦିଲ୍ଲୀ: ଭାରତ ଓ ଇଣ୍ଡିଆ ନାମକୁ ନେଇ ଜାରି ରହିଥିବା ତର୍କ ମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର ବିରୋଧୀ ମେଣ୍ଟକୁ ନୂଆ ନାମ ବାଛିବାକୁ ପରାମର୍ଶ ଦେଇଛନ୍ତି । ଏହି କ୍ରମରେ ସେ ଭାରତର  full form  କହିଛନ୍ତି ।…