fbpx

ରାକ୍ଷୀ ବାନ୍ଧିବା ପରେ ଭାଇ ପଇସା ନ ଦେବାରୁ ଭାଉଜକୁ ପିଟିଲେ ନଣନ୍ଦ, ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା

ନୂଆଦିଲ୍ଲୀ: ଭାଇ ଭଉଣୀଙ୍କ ସ୍ନେହ ପ୍ରେମ ବନ୍ଧନର ପର୍ବ ହେଉଛି ରକ୍ଷା ବନ୍ଧନ । କିନ୍ତୁ ଭାଇକୁ ରାକ୍ଷୀ ବାନ୍ଧିବା ପରେ ଭଉଣୀକୁ ରାକ୍ଷୀ ପାଉଣା ନ ମିଳିବାରୁ ଏକ ଘରେ ବିବାଦ ଦେଖାଦେଇଛି । ଏହି କାରଣରୁ ନଣନ୍ଦ ମାନେ…

(video)ପୂଜା ସମୟରେ ଶିବଲିଙ୍ଗ ନିକଟରେ ହାତ ଧୋଇ ବିବାଦରେ ମନ୍ତ୍ରୀ, ପୂଜାରୀ କହିଲେ ଅନ୍ୟତ୍ର ଧୋଇଲେ ପୁଣ୍ୟ କ୍ଷୟ ହୋଇଥାଏ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରବାଙ୍କୀ ଜିଲ୍ଲାରେ ଥିବା ଲୋଧେଶ୍ୱର ମହାଦେବ ମନ୍ଦିରରେ ମନ୍ତ୍ରୀ ସତୀଶ ଶର୍ମା ଶିବଲିଙ୍ଗ ପାଖରେ ହାତ ଧୋଇବାକୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା ଖେଳିଯାଇଛି । ସମାଜବାଦୀ ପାର୍ଟି ଓ କଂଗ୍ରେସ…

ପୁଣି ଆଉ ଥରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ ୩, ୪୦ ସେମି ଉପରକୁ ଡିଆଁ ମାରି ଚନ୍ଦ୍ରରେ ବିକ୍ରମ ଦେଖାଇଲା କମାଲ

ନୂଆଦିଲ୍ଲୀ:ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ପୁଣି ଆଉ ଥରେ ଲ୍ୟାଣ୍ଡିଂ କରିଛି । ଇସ୍ରୋ ସୋମବାର ଏହି ସୂଚନା ଦେଇଛି । ପ୍ରକୃତ ଘଟଣା ହେଉଛି ବିକ୍ରମ ଲ୍ୟାଣ୍ଡରକୁ ପ୍ରଥମେ ଚନ୍ଦ୍ର ପୃଷ୍ଠରେ ୪୦ ସେଣ୍ଟିମିଟର ଉପରକୁ…

ଟ୍ରେନରେ ମହିଳା ସିପାହୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଶୁଣାଣୀ ଲାଗି ରାତିରେ ଖୋଲିଲା କୋର୍ଟ, ଘରେ ମୁଖ୍ୟ ବିଚାରପତି ବସାଇଲେ…

ଲକ୍ଷ୍ନୌ: ସରଯୁ ଏକ୍ସପ୍ରେସ ଟ୍ରେନରେ ମହିଳା ସିପାହୀଙ୍କ ସହ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ରବିବାର ରାତିରେ ଆହ୍ଲାବାଦ ହାଇକୋର୍ଟରେ ବିଶେଷ ଶୁଣାଣୀ ହୋଇଥିଲା ଯାହା ଏକ ନୂଆ ଇତିିହାସ ସୃଷ୍ଟି କରିଛି । ଆହ୍ଳାବାଦ…

ଡିଏ ବୃଦ୍ଧି ପୂର୍ବରୁ ପ୍ରମୋଶନକୁ ନେଇ ଆସିଲା ଖୁସି ଖବର, କେନ୍ଦ୍ର ସରକାର ଏହି କର୍ମଚାରୀଙ୍କୁ ଦେଲେ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ବର୍ଷର ଦ୍ୱିତୀୟ ଷଡମାସରେ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏ ପାଇବା ଲାଗି ଅପେକ୍ଷାରେ ରହିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀଙ୍କ…

ବଢୁଥିବା ସାଇବର ଅପରାଧକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ, କହିଲେ ୨୦୧୯-୨୩ ମଧ୍ୟରେ ବିଶ୍ୱରେ ୫.୨ ଟ୍ରିଲିୟନ ଡଲାର ମୂଲ୍ୟର କ୍ଷତି…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲଗାତର ବୃଦ୍ଧି ପାଉଥିବା ସାଇବର ଅପରାଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମୋଦୀ କହିଛନ୍ତି ଲଗାତର ବୃଦ୍ଧି ପାଉଥିବା ସାଇବର ଅପରାଧ ସାମାଜିକ ଓ ଭୂରାଜନୈତକ ସମସ୍ୟା…

ଗୁଗଲରେ ଏପରି ଜିନିଷ ଆଦୌ ସର୍ଚ୍ଚ କରନ୍ତୁ ନାହିଁ, ଅନ୍ୟଥା ଜେଲ୍ ଦଣ୍ଡ ସହ ଦେବାକୁ ପଡିବ ମୋଟା ଅଙ୍କା ଜୋରିମାନା

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋଟି କୋଟି ଲୋକ ଗୁଗଲର ଉପଯୋଗ କରୁଛନ୍ତି । ଗୁଗଲ ଯେପରି ଆମ ସମସ୍ତଙ୍କ ଲାଗି ଅପରିହାର୍ଯ୍ୟ ହୋଇପଡିଛି । କିନ୍ତୁ ଆପଣ ଗୁଗଲରେ ସର୍ଚ୍ଚ କରିବା ସମୟରେ ସାବଧାନ ରହିବା ଉଚିତ । କାରଣ ଏପରି…

ସାଇବର ଅପରାଧ କମ୍ କରିବାରେ ସାହାଯ୍ୟ କରିବ ଏଆଇ, ଏହା କିପରି ଜାଣନ୍ତୁ

ନୂଆଦିଲ୍ଲୀ: ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ବଢିବା ପରେ ସାଇବର ଅପରାଧ ବଢୁଛି ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ପ୍ରକୃତରେ ଏଆଇ ବହୁ ସ୍ଥାନରେ ଅପରାଧ ରୋକିବା ଦିଗରେ ହିଁ କାମ କରୁଛି । କ୍ଲାଉଡ୍…

ମଣିପୁରରେ ଥମିନି ହିଂସା, ସର୍ଜିକାଲ ଷ୍ଟ୍ରାଇକ ହିରୋଙ୍କୁ ଦିଆଗଲା ଅବସ୍ଥା ସୁଧାରିବାର ଦାୟିତ୍ୱ

ଇମ୍ଫାଲ:ଗତ ୩ ମାସ ଧରି ମଣିପୁରରେ ଲାଗି ରହିଥିବା ହିଂସା ଏବେବି ସଂପୂର୍ଣ୍ଣ ଭାବରେ ଥମି ନାହିଁ । ଏବେ ରାଜ୍ୟରେ ପରିସ୍‌ଥିତି ସୁଧାରିବାର ଦାୟିତ୍ୱ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ହାତରେ ସମର୍ପଣ କରାଯାଇଛି ।…

ନିଯୁକ୍ତି ସୁଯୋଗ: ଏସବିଆଇରେ ୬,୧୬୦ ଆପ୍ରେନଟାଇସ୍ ପଦବୀ ଲାଗି ପ୍ରକାଶ ପାଇଲା ଆବେଦନ ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏସବିଆଇ ଆପ୍ରେନଟାଇସ ୨୦୨୩ ଲାଗି ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରି ଦେଇଛି । ଇଚ୍ଛୁକ ପ୍ରାର୍ଥୀ ଏସବିଆଇର ଅଧିକାରୀକ ୱେବସାଇଟ sbi.co.in ମାଧ୍ୟମରେ ଏହି ନିଯୁକ୍ତି ଲାଗି ଆବେଦନ…