fbpx

ମୃତ ସାଙ୍ଗର ନାବାଳିକା ଝିଅ ସହିତ ଦୁଷ୍କର୍ମ କରି ଆସୁଥିଲେ ଦିଲ୍ଲୀର ଜଣେ ବଡ ଅଧିକାରୀ, ଅଢେଇ ବର୍ଷ ପରେ ସାମ୍ନାକୁ ଆସିଲା ମାମଲା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜଣେ ବଡ ସରକାରୀ ଅଫିସରଙ୍କୁ ଗିରଫ କରି ନିଆଯାଇଛି । ତାଙ୍କ ପତ୍ନୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ଏହି ଅଧିକାରୀଙ୍କ କୁକର୍ମ ବିଷୟରେ ଜାଣିଲେ ଆପଣଙ୍କ ମନ ଘୃଣାରେ ଭରି ଉଠିବ ।…

କେଉଁ ମେଡିସିନକୁ ଭାଙ୍ଗି ଖାଇପାରିବେ ଓ କେଉଁ ମେଡିସିନକୁ ଭାଙ୍ଗି ଖାଇବା ଅନୁଚିତ: କ’ଣ କହୁଛନ୍ତି ଡାକ୍ତର ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ରୋଗରେ ପଡିଲେ ଡାକ୍ତର ଆମକୁ ବିଭିନ୍ନ ମେଡିସିନ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିଛି ଲୋକ ଏହି ମେଡିସିନକୁ ଭାଙ୍ଗି କରି ଖାଇଥାନ୍ତି । କିଛି ଲୋକ ପୁରା ମେଡିସିନ ନ ଖାଇ ଅଧା ମେଡିସିନ ଖାଇବାକୁ ଠିକ୍…

ରାଜଧାନୀରେ ପୁଣି ଲାଗୁ ହେବ ୱାର୍କ ଫ୍ରମ ହୋମ୍ ନିୟମ; ୮,୯,୧୦ ସେପ୍ଟେମ୍ବର ଲାଗି ଖାସ୍ ପ୍ରସ୍ତୁତି

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀକୁ ନେଇ କେନ୍ଦ୍ର ସରକାରଙ୍କ ସହିତ ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ବି ପୁରା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଆସନ୍ତା ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଜି୨୦…

ଅଗଷ୍ଟ ୪ରୁ ଆରମ୍ଭ ହୋଇସାରିଛି ସାହାରା ରିଫଣ୍ଡ : ଜାଣନ୍ତୁ ବାକି ଲୋକମାନେ କେବେ ଫେରସ୍ତ ପାଇବେ ଟଙ୍କା

ନୂଆଦିଲ୍ଲୀ : ଗତ ଜୁଲାଇରେ ସରକାର ଲୋକମାନଙ୍କୁ ଆଶ୍ୱସ୍ତି ଦେଇ ଘୋଷଣା କରିଥିଲେ ଯେଉଁମାନେ ସାହାରା ଇଣ୍ଡିଆରେ ନିଜ ଅର୍ଜିତ ଟଙ୍କା ଲଗାଇଥିଲେ ସେମାନଙ୍କୁ ଟଙ୍କା ଫେର।ଇବେ । ଏଥିନିମନ୍ତେ ସିଆରସିଏସ ଲଞ୍ଚ ହୋଇଥିଲା ।…

(video)ହୃଦୟ ଭରିଦେବ ମଣିଷ ଓ ଶିମ୍ଫାଜୀ ମଧ୍ୟରେ ନିବିଡ ଭଲପାଇବାର ଏହି ଦୃଶ୍ୟ, ମାନବ ସମାଜ ପାଇଁ ରହିଛି ସନ୍ଦେଶ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଶିମ୍ଫାଜୀର ଏପରି ଏକ ଭିଡିଓ ଘୁରି ବୁଲୁଛି ଯାହା ଦେଖିଲେ ଆପଣଙ୍କ ହୃଦୟ ଭରିଯିବ । ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ ଶିମ୍ଫାଜୀ ପାଣି ପିଇବା ଲାଗି ଜଣେ ଫଟୋଗ୍ରାଫରଙ୍କ…

ପତ୍ନୀଙ୍କ ଚିକିତ୍ସା ଲାଗି ପଇସା ଦରକାର, କୋର୍ଟରେ ଗୁହାରୀ କଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଙ୍ଗଳବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ପୂର୍ବତନ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ସେହି…

ଏହି ରାଜ୍ୟରେ କୃଷକମାନେ ଗଧକୁ ଖାଇବାକୁ ଦେଉଛନ୍ତି ଗୋଲାପଜାମୁ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମନ୍ଦସୌର: ଶୀର୍ଷକଟି ପଢି ଆପଣ ନିଶ୍ଚୟ ଏହାକୁ ସତ ବୋଲି ବିଶ୍ୱାସ କରିବେ ନାହିଁ । କାରଣ ଗଧ ତ ଘାସ ଖାଏ । ସେ କେମିତି ପୁଣି ଗୋଲାପଜାମୁ ଖାଇବ । କିନ୍ତୁ ଏହା ସତ । ଏହିପରି ଏକ ଘଟଣା ମଧ୍ୟପ୍ରଦେଶ ମନ୍ଦସୌରରୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବେ ଏହି ପାକିସ୍ତାନୀ ଭଉଣୀ, ଖାସ୍ ଉପହାର ବି ଦେବେ

ନୂଆଦିଲ୍ଲୀ: ସ୍ନେହ, ପ୍ରେମ, ଭଲପାଇବା କୌଣସି ସୀମା ସରହଦ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ପାକିସ୍ତାନୀ ଭଉଣୀ କମର ମୋହସିନ ଶେଖ । ମୋଦୀଙ୍କ ଏହି…

ମା’ ତାରିଣୀଙ୍କ ମନ୍ଦିରରେ ଅଭାବନୀୟ ଘଟଣା , ଆଳତି ବେଳେ ଉଡିଗଲା ମହିଳାଙ୍କ ପ୍ରାଣବାୟୁ

ଘଟଗାଁ: ଆଜି ସକାଳୁ ଘଟଗାଁ ମା’ ତାରିଣୀଙ୍କ ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ମଙ୍ଗଳବାର ହୋଇଥିବାରୁ ମନ୍ଦିରରେ ବହୁ ମାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ମା’ଙ୍କ ସକାଳ ଆଳତି ଚାଲିଥିଲା । ଏହି…

ଆସିଲା ଖୁସି ଖବର, ଏହି ବ୍ୟାଙ୍କ ଚାକିରୀ ଲାଗି ବଢିଲା ଆବେଦନ ତାରିଖ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀ ଚୟନ ସଂସ୍ଥାନ (IBPS) ପ୍ରୋବେସନାରୀ ଅଫିସର, ମ୍ୟାନେଜମେଣ୍ଟ ଟ୍ରେନି ଓ ସ୍ପେଶଶଲିଷ୍ଟ ଅଫିସର ପଦ ଲାଗି ଆବେଦନ କରିବାର ସମୟସୀମା ବୃଦ୍ଧି କରିଛି । ଆଇବିପିଏସ୍ ଏହାର ଅଧିକାରୀକ…