fbpx

ଦୋକାନରୁ ଦାମୀ ଚକୋଲେଟ୍ ଚୋରାଇ ଫେରାର ହୋଇଗଲେ ୪ ଯୁବତୀ, ଏବେ ଚକୋଲେଟ୍ ଚୋରଣୀକୁ ଧରିବାକୁ ସହର ଘାଣ୍ଟୁଛି ପୋଲିସ

ଗ୍ୱାଲିୟର:ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଏକ ଅଜବ ଚୋରୀ ମାମଲା ସାମ୍ନାକୁ ଆସିଛି । ଏଠାରେ ୪ ଜଣ ଯୁବତୀ ଏକ ଦୋକାନରୁ ଦାମୀ ଚକୋଲେଟ ଚୋରି କରି ଫେରାର ହୋଇଯାଇଛନ୍ତି । ଏବେ ପୋଲିସ ଏହି ଚକୋଲେଟ ଚୋରଣୀଙ୍କୁ ସାରା ସହରରେ…

ସବୁ ସମୟରେ ହୃଦଘାତର ଯନ୍ତ୍ରଣା ବାମପଟେ ଅନୁଭୂତ ହୁଏ ନାହିଁ, ଲକ୍ଷଣ ଚିହ୍ନିବାରେ ଭୁଲ୍ ନେଇଯାଇପାରେ ଜୀବନ

ମୁମ୍ବାଇ: ଗତ ୨ ବର୍ଷ ହେବ ହୃଦଘାତ ଲୋକଙ୍କ ମଧ୍ୟରେ ଭୀଷଣ ଆତଙ୍କ ସୃଷ୍ଟି କରିଛି । କରୋନା ପରେ ସ୍ୱାସ୍ଥ୍ୟକୁ ନେଇ ବହୁ ଲୋକ ସଚେନତ ମଧ୍ୟ ହୋଇଛନ୍ତି । ତେବେ ବହୁତ କମ୍ ବୟସରେ ହୃଦଘାତରେ ମୃତ୍ୟୁ ଘଟିବା ଏବେ…

ମନ୍ଦିର ରାସ୍ତାରେ ବଡି ଭୋରୁ ସିଙ୍ଗର ବାଦଶାହଙ୍କ ସହ ଘଟିଲା ଏପରି କିଛି, ଲୋକେ କହିଲେ ମିଳିଛି ଦେବୀ ମା’ଙ୍କ ଦର୍ଶନ

ମୁମ୍ବାଇ: ରାପର ସିଙ୍ଗର ବାଦଶାହଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେ ତାଙ୍କ ଜୀବନର ଏକ ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଭୋର ୪ ଟା ସମୟରେ ଶୂନଶାନ…

ମାଟିରେ ଫଳୁଥିବା ଲାଲ ସୁନା ବଦଳାଇ ଦେବ କାଶ୍ମୀର ଚାଷୀଙ୍କ ଭାଗ୍ୟ, ଆସନ୍ତୁ ଜାଣିବା କ’ଣ ଏହି ସୁନା ଓ କେମିତି ଏହା ଚାଷ କରାଯାଏ

ନୂଆଦିଲ୍ଲୀ: କାଶ୍ମୀରରେ କେଶର ଚାଷ କରାଯାଏ । ଏହି କେଶର ଚାଷ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । କାଶ୍ମୀର ହେଉଛି ଭାରତର ଏକମାତ୍ର ସ୍ଥାନ ଯେଉଁଠାରେ କେଶର ଚାଷ କରାଯାଏ । ଭାରତର ସଂସ୍କୃତିରେ…

କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ବଡ ନିଷ୍ପତ୍ତି, ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ କେନ୍ଦ୍ର…

ମିଳିଲା ବିଶ୍ୱକର୍ମା ଯୋଜନାକୁ ସ୍ୱୀକୃତି, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଶ୍ରେଣୀର ୩୦ ଲକ୍ଷ କାରିଗର ପାଇବେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ ଆଫେୟାରରେ ବିଶ୍ୱକର୍ମା ଯୋଜନାକୁ ସ୍ୱୀକୃତି ମିଳିସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା…

ଚନ୍ଦ୍ର ପୃଷ୍ଠରେ ଏବେ ବିଭିନ୍ନ ମିଶନର ଭିଡ , ଦୁର୍ଘଟଣାର ସମ୍ଭାବନାକୁ ନେଇ ଚିନ୍ତାରେ ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଆଜି ଅର୍ଥାତ୍ ଅଗଷ୍ଟ ୧୬ରେ ୪ର୍ଥ ଥର ଚନ୍ଦ୍ରଯାନ ୩ର କକ୍ଷ ପଥ ବଦଳାଇଛି । ଫଳରେ ଆଗାମୀ ସପ୍ତାହ ଇସ୍ରୋ ଲାଗି ବହୁତ ସ୍ୱତନ୍ତ୍ର ରହିବ । କାରଣ ଅଗଷ୍ଟ ୨୩ରେ…

ରାଜନୀତିର ଚକ୍ରବ୍ୟୁହରେ ଫସିଯାଇଛନ୍ତି ପରିବା ବିକାଳୀ ରାମେଶ୍ୱର, କେତେବେଳେ କଂଗ୍ରେସ ତ ପୁଣି କେତେବେଳେ ବିଜେପି ସହ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଗରିବ ପରିବା ବିକାଳୀ ରାମେଶ୍ୱରଙ୍କୁ ନେଇ ଏବେ ରାଜନୀତି ଜୋର ଧରିଛି । କିଛିିଦିନ ତଳେ କ୍ୟାମେରା ସାମ୍ନାରେ କାନ୍ଦୁଥିବା ଅବସ୍ଥାରେ ରାମେଶ୍ୱରଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁ ଲୋକଙ୍କ ହୃଦୟ ତରଳାଇ…

ଅଚାନକ ଭୁଷୁଡି ପଡିଲା ଏକ ପୁରୁଣା କୋଠା, ୫ ମୃତ, ବହୁ ଲୋକ ଗୁରୁତର

ମଥୁରା: ଉତ୍ତରପ୍ରଦେଶ ମଥୁରାର ବାଙ୍କବିହାରୀ ମନ୍ଦିର ନିକଟରେ ମଙ୍ଗଳବାର ଏକ ପୁରୁଣା କୋଠା ଭୁଷୁଡି ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାର ଖବର ପାଇବା ମାତ୍ରେ ପୋଲିସ ଓ ପ୍ରଶାସନିକ…

ସ୍ୱାଧୀନତା ଦିବସରେ ଛାତ୍ରଙ୍କ ଆତ୍ମହତ୍ୟା , ୮ମାସରେ ଆତ୍ମହତ୍ୟା କଲେଣି ୨୨ ଜଣ ଛାତ୍ର

କୋଟା: ରାଜସ୍ଥାନ କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ମଙ୍ଗଳବାର ଅଗଷ୍ଟ ୧୫ ତାରିଖ ରାତିରେ ଛାତ୍ରଜଣକ ଏପରି ଏକ ବଡ ପଦକ୍ଷେପ ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମୃତକ ଛାତ୍ରଙ୍କ…