fbpx

ଗାଲାକ୍ସି ପ୍ଲାଜାରେ ଭୀଷଣ ନିଆଁ , ଜୀବନ ବଞ୍ଚାଇବାକୁ ପଞ୍ଚମ ଓ ତୃତୀୟ ମହଲାରୁ ଡେଇଁଲେ ଲୋକେ

ଗ୍ରେଟର ନୋଏଡା : ଗ୍ରେଟର ନୋଏଡା ସ୍ଥିତ ଗାଲାକ୍ସି ପ୍ଲାଜାରେ ଭୀଷଣ ନିଆଁ ଲାଗିଯାଇଛି । ଜୀବନ ବଞ୍ଚାଇବା ଲାଗି କିଛି ଲୋକ ମଲ୍ ର ତୃତୀୟ ମହଲାରୁ ଡେଇଁ ପଡିଛନ୍ତି ଓ ଆହତ ହୋଇଛନ୍ତି । ବହୁ ଲୋକ ମଲ୍ ମଧ୍ୟରେ ଫଶି…

ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା, ଘଟଣାସ୍ଥଳରୁ ଦୁବୃର୍ତ୍ତ ଫେରାର

ବଲାଙ୍ଗୀର: ବଲାଙ୍ଗୀର ନିଖଲ ନଗରରୁ ଆସିଛି ଏକ ଭୟାନକ ଖବର । ଘରେ କେହି ନ ଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁବୃର୍ତ୍ତ ଜଣେ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାଟି ଏବେ…

ଫଶାଇ ଦେଲା ଅନଲାଇନ୍ ଲୋନ୍ ଆପ୍ , ଋଣ ସୁୁୁୁଝି ନପାରି ପୁରା ପରିବାର ସହ କଲେ ଆତ୍ମହତ୍ୟା

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ଏକ ଅତ୍ୟନ୍ତ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ପରିବାରର ୪ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଛୋଟ ଶିଶୁ ବି ସାମିଲ ଅଛନ୍ତି ।…

ଅଟୋ ଚାଳକଙ୍କ ବଦାନ୍ୟତା, ମାଗଣାରେ ଯାତ୍ରୀଙ୍କୁ ଟମାଟୋ ଦେଉଥିବା ବେଳେ ପୂର୍ବରୁ ବହୁବାର ମାଗଣାରେ ଯୋଗାଇଛନ୍ତି ଯାତ୍ରୀ ସେବା

ଚଣ୍ଡୀଗଡ:ସାରା ଦେଶରେ ଏବେ ଟମାଟୋର ଦରବୃଦ୍ଧିକୁ ନେଇ ଚର୍ଚ୍ଚା ଜାରି ରହିଛି । ପଞ୍ଜାବ ଓ ହରିୟାଣାର ରାଜଧାନୀ ଚଣ୍ଡୀଗଡରେ ଟମାଟୋ ଦାମ୍ ଏବେ ୨୫୦ରୁ ୩୦୦ଟଙ୍କା ମଧ୍ୟରେ ରହିଛି । ଏପରି ସ୍ଥିତିରେ ଚଣ୍ଡୀଗଡରେ ରହୁଥିବା…

ଆୟ କମ୍ ଥିବାରୁ ମହଙ୍ଗା ଯୁଗରେ ଚଳିବାକୁ ସମସ୍ୟା ହେଉଛି କି ? ଆପଣାନ୍ତୁ ଏହି ଉପାୟ ସଞ୍ଚୟ ସହିତ ଭବିଷ୍ୟତ ବି ସୁଧୁରିଯିବ

ନୂଆଦିଲ୍ଲୀ: ଆଜିର ସମୟରେ ଦରଦାମ୍ ଯେପରି ବୃଦ୍ଧି ପାଇଲାଣି ସେଥିରେ ରୋଜଗାର କମ୍ ଥିଲେ ଭଲରେ ଚଳିବା କାଠିକର ପାଠ ହୋଇଯାଉଛି । ଆୟ କମ୍ ଥିଲେ ପେଟରୁ କାଟି ସଞ୍ଚୟ କରିବା ବି ମୁସ୍କିଲ ହୋଇଯାଉଛି । ତେବେ ଆପଣ ବି ଏହି…

ହାତରେ ମୋବାଇଲ୍ ନ ଥିଲେ ବି ଚାଲୁଛି ଆଙ୍ଗୁଠି, ମାନସିକ ଅବସ୍ଥା ବିଗିଡି ଯିବା ପରେ ଏବେ ପାଗଳ ଖାନାରେ ୧୪ ବର୍ଷର ବାଳକ

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ମୋବାଇଲ୍ ଗେମ୍ ଖେଳିବାରେ ଏତେମାତ୍ରାରେ ଅଭ୍ୟସ୍ତ ହୋଇଗଲେଣି ଯେ, ଭୋକ ଶୋଷ , ପାଠ ପଢା ସବୁକିଛି ଭୁଲି ଗଲେଣି । ମୋବାଇଲ୍ରେ ଫାୟାର ଫ୍ରି ଓ ପବଜୀ ପରି ଅନଲାଇନ୍ ଗେମ୍ ଖେଳି ଏକ ୧୪…

ଓଡିଶା ଆସିବେ ରାଷ୍ଟ୍ରପତି, ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ଯୋଗ ଦେବା ଲାଗି ଓଡିଶା ଆସୁଛନ୍ତି । ଏହା ବ୍ୟତିତ…

ପୂର୍ବ ଜନ୍ମରେ ରହିଛି ଏ ଜନ୍ମର ସମସ୍ୟାର ଜଡ, ପାଷ୍ଟ ଲାଇଫ୍ ରିଗ୍ରେସନ ଥେରାପି ସାହାଯ୍ୟରେ କିପରି କରିହେବ ସମାଧାନ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁରୈନାରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ୮ ବର୍ଷର ଏକ ଶିଶୁ ନିଜ ଦାଦିମାଙ୍କ ପାଦ ଛୁଇଁବାକୁ ମନା କରି ଦେଇଛି । ଯେତେବେଳେ ତାକୁ ଏହାର କାରଣ ପଚରାଯାଇଛି ସେତେବେଳେ ସେ କହିଛି ଯେ,…

ଟମାଟୋ ଲଗାଇଲା କଳି; ଘର ଛାଡି କେଉଁଆଡେ ଚାଲିଗଲେ ପତ୍ନୀ, ଥାନାରେ ନିଖୋଜ ରିପୋର୍ଟ ଲେଖାଇଲେ ପତି

ନୂଆଦିଲ୍ଲୀ: ଟମାଟୋର ଆକାଶଛୁଆଁ ଦରକୁ ନେଇ ଏବେ ଦେଶର ବିଭିନ୍ନ ସ୍ଥାନରୁ ଅଜବ ଘଟଣାମାନ ନଜରକୁ ଆସୁଛି । କେଉଁଠି ଟମାଟୋ ଚୋରି ହେଲାଣି ତ ଆଉ କେଉଁଠି ଟମାଟୋକୁ ବନ୍ଧୁକଧାରୀ ବାଉନ୍ସର ଜଗିଲେଣି । ଏହି କ୍ରମରେ…

ବିହାରରେ ନୀତିଶ ମୁଖ୍ୟମନ୍ତ୍ରୀ ହେଲେ ଚାଲୁଛି ଲାଲୁଙ୍କ ଶାସନ ! ଚିନ୍ତାରେ ନୀତିଶ, ସହଯୋଗୀ ଦଳର ନେତାଙ୍କ ନେଲେ କ୍ଲାସ

ନୂଆଦିଲ୍ଲୀ: ବିହାରରେ ଏବେ ରାଜନୈତିକ ପାଣିପାଗ କିଛି ଠିକ୍ ନାହିଁ । ଏହାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଆକ୍ରାମକ ମୁଡ୍ରେ ରହୁଛନ୍ତି । ଗତ ୩ ଦିନ ମଧ୍ୟରେ ସେ ନିଜ ଗଠବନ୍ଧନ ସହଯୋଗୀ ଦୁଇ ଦଳର ୩…