ବିବାହିତା ଝିଅ ପାଇପାରିବ ପିତାଙ୍କ ସମ୍ପତ୍ତି ହେଲେ ନିମ୍ନୋକ୍ତ ସ୍ଥିତିରେ ସଂପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ ଝିଅ
ନୂଆଦିଲ୍ଲୀ: ଆମ ସାମାଜିକ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିଛି ସତ କିନ୍ତୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ ଆସି ନାହିଁ । ଆଜି ବି ଲୋକମାନେ ଭାବୁଛନ୍ତି ପିତାଙ୍କର ସମ୍ପତ୍ତି ଉପରେ ପୁଅର ପ୍ରଥମେ ଅଧିକାର ରହିଛି ।…