fbpx

୨୦୨୪ ନିର୍ବାଚନ ଲାଗି ମୋଦୀଙ୍କ ଶଙ୍ଖନାଦ: ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ଗାଁ, କୃଷକ, ମୁସଲମାନ ଓ ୟୁନିଫର୍ମ ସିଭିଲ୍ କୋଡ୍ ଉପରେ ଫୋକସ୍

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନ ଲାଗି ବିଜେପିର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ମୋଦୀ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିବା ସହ ଗାଁ, କୃଷକ, ମୁସଲମାନ, ଭ୍ରଷ୍ଟାଚାର ଓ…

ପନିପରିବା ଦର ଆକାଶ ଛୁଆଁ, ଟମାଟୋ ୧୨୦ ଟଙ୍କା ହୋଇଥିବା ବେଳେ ବିନ୍ସ ଛୁଇଁଲାଣି ୨୫୦

ଭୁବନେଶ୍ୱର:ଏବେ ରାଜ୍ୟରେ ପରିବା ଦର ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ସାଧାରଣ ଖାଉଟୀ କଣ ଖାଇବ ଚିନ୍ତା କରିପାରୁ ନାହିଁ । ଟମାଟୋ ଏକ ନିହାତି ଆବଶ୍ୟକ ପରିବା ହୋଇଥିବା ବେଳେ ଏବେ ଏହାର ଦର ୧୨୦ ଟଙ୍କା ଛୁଇଁଲାଣି ।…

କେବେ ବି ଫାଟିପାରେ ଏହି ଭୟାନକ ଆଗ୍ନେୟଗିରି , ୧୦ ବର୍ଷ ଧରି ରହିଛି ଅଶାନ୍ତ

ନୂଆଦିଲ୍ଲୀ:ୟୁରୋପର ସବୁଠାରୁ ଭୟାନକ ଆଗ୍ନେୟଗିରି ହେଉଛି ଇଟାଲୀର ସୁପରଭୋଲକାନୋ କ୍ୟାମ୍ପି ଫ୍ଲେଗରେଇ । ଏବେ ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି କି ଏହି ଜ୍ୱାଳାମୁଖୀ କୌଣସି ବି ସମୟରେ ବିସ୍ଫୋରଣ ହୋଇପାରେ । ଏହା ଯଦି…

ବଦ୍ରିନାଥ ଧାମ ଆଖପାଖରେ ପାଳନ କରାଯିବ ନାହିଁ ଇଦ୍, ବୈଠକରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବଦ୍ରୀନାଥ ଧାମର ନିକଟବର୍ତ୍ତୀ ଅଞ୍ଚଳରେ ଇଦ୍ ପାଳନ କରାଯିବ ନାହିଁ । ବଦ୍ରିନାଥ ଧାମର ପଣ୍ଡା ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ବଦ୍ରିନାଥ ଧାମରେ ଇଦ୍ ପାଳନ…

ଆଡପ ଦର୍ଶନ ହେଲା ଶେଷ ଦର୍ଶନ, ସନ୍ଧ୍ୟା ଦର୍ଶନ ପରେ ଭକ୍ତଙ୍କ ଶେଷ ଯାତ୍ରା

ଭୁବନେଶ୍ୱର:  ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ମହାପ୍ରଭୁଙ୍କ ଆଡପ ଦର୍ଶନ ଥିଲା । ସନ୍ଧ୍ୟା ୫ଟା ୨୦ ରେ ଏହି ଦର୍ଶନ ବନ୍ଦ ହୋଇଥିଲା । ଏହି ଉପଲକ୍ଷେ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗିଥିଲା ।…

ୟୁଟ୍ୟୁବ୍ ବାବାଙ୍କ ପର୍ଦ୍ଦାଫାଶ, କାହାକୁ ବ୍ୟାଙ୍କ ଏଜେଣ୍ଟ ତ କାହାକୁ ଈଶ୍ୱରଙ୍କ ପ୍ରତିନିଧି କହି ଠକି ନେଇଥିଲେ ୬ କୋଟି

ଗୁନା:ମଧ୍ୟପ୍ରଦେଶର ଗୁନା ପୋଲିସ କୋଟି କୋଟି ଟଙ୍କା ଠକିଥିବା ୟୁଟ୍ୟୁବ୍ ବାବା ଓରଫ ଯୋଗେଶ ମେହେଟ୍ଟାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଉଜୈନ, ରତଲାମ, ମନ୍ଦସୋର ସହିତ ବହୁ ସହରରେ ଲୋକମାନଙ୍କ ଠାରୁ ୫.୫୦ କୋଟିରୁ ଅଧିକ…

କେଜ୍ରିୱାଲଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସିଏଜି ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ କିଛି ମାସ ତଳେ ନିଜ ସରକାରୀ ବାସଗୃହର ପୁନଃନିର୍ମାଣ କରାଇଥିଲେ । ତେବେ ଏହି ପୁନଃନିର୍ମାଣରେ ବହୁ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଉଠିଛି । ଏବେ ଗୃହ…

ଆଡଲ୍ଟ ଏଣ୍ଟରଟେନମେଣ୍ଟ ଆପ୍ ବିକଶିତ କରୁଥିବା ଅଭିଯୋଗକୁ ଖଣ୍ଡନ କଲା ‘ଚିଙ୍ଗାରୀ’, କହିଲା ପ୍ରାଇଭେଟ କଲ୍ ହେଉଛି ଏହି ଆପର ଅନ୍ୟତମ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଟିକ୍ ଟକ୍ ର ପ୍ରତିନ୍ଦ୍ୱନ୍ଦୀ ଭାରତୀୟ ଆପ୍ ଚିଙ୍ଗାରି ହେଉଛି ଏକ ସର୍ଟ-ଭିଡିଓ ତିଆରି ଆପ୍ । ତେବେ ଏହି ଆପ୍ ଦେୟଯୁକ୍ତ ୧-ଅନ୍ -୧ ଭିଡିଓ କଲ୍ ଫିଚର ମାଧ୍ୟମରେ ଆଡଲ୍ଟ ଏଣ୍ଟରଟେନମେଣ୍ଟ ଆପ୍ ବିକଶିତ…

ଚୀନ୍ କୁ ଲକ୍ଷେ ମାଙ୍କଡ ବିକି ଅର୍ଥନୀତି ସୁଧାରିବାକୁ ଚେଷ୍ଟା କରୁଥିଲା ଶ୍ରୀଲଙ୍କା, ବାଟ ଓଗାଳିଲେ ପରିବେଶବିଦ୍ ଓ ପଶୁ ପ୍ରେମୀ

ନୂଆଦିଲ୍ଲୀ: ଶ୍ରୀଲଙ୍କାରୁ ଚୀନ୍ ଯାଇଥାନ୍ତେ ଏକ ଲକ୍ଷ ମାଙ୍କଡ । କିନ୍ତୁ ପରିବେଶ ଓ ପଶୁ ପ୍ରେମୀଙ୍କ ବିରୋଧ ପରେ ବିଚରା ନୀରିହ ମାଙ୍କଡମାନେ ରକ୍ଷା ପାଇ ଯାଇଛନ୍ତି । ଏପ୍ରିଲରେ ଶ୍ରୀଲଙ୍କା କୃଷି ମନ୍ତ୍ରୀ ମହିନ୍ଦା…

ପ୍ରକୃତିର ଭୀଷଣ ତାଣ୍ଡବ, ଭୂସ୍ଖଳନ ଓ ବନ୍ୟା ଯୋଗୁ ୩୦୦ରୁ ଅଧିକ ରାସ୍ତା ବନ୍ଦ, ୩ ଦିନ ଧରି ଫସି ରହିଛନ୍ତି ଶହ ଶହ ଯାତ୍ରୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏବେ ପ୍ରକୃତିର ତାଣ୍ଡବ ଜାରି ରହିଛି । ଭୀଷଣ ବର୍ଷା କାରଣରୁ ଭୂସ୍ଖଳନ ଓ ବନ୍ୟା ପରି ପରିସ୍ଥିତି ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି । ଏବେ ହିମାଚଳ ପ୍ରଦେଶରେ ବହୁ ରାସ୍ତା ବନ୍ଦ ହୋଇ…