fbpx

ଘୂର୍ଣ୍ଣିଝଡ ବିପର୍ଯ୍ୟୟ ସାରା ଦେଶରେ ମୌସୁମୀର ଆଗମନ ଉପରେ ପକାଇଛି ପ୍ରଭାବ, ଆଗକୁ କ’ଣ ରହିବ ସ୍ଥିତି

ନୂଆଦିଲ୍ଲୀ:ଯେଉଁ ସମୟରେ ଭାରତ ମୌସୁମୀର ଆଗମନକୁ ଚାହିଁ ବସିଛି ସେହି ସମୟରେ ଆରବ ସାଗରରେ ସକ୍ରିୟ ପ୍ରଣାଳୀ, ବଙ୍ଗୋପସାଗରରେ କିଛି ଦୂର୍ବଳ ସ୍ଥିତି ଓ ଘୂର୍ଣ୍ଣିଝଡ ବିପର୍ଯ୍ୟୟର ସକ୍ରିୟ ରୂପ ସ୍ଥିତିକୁ ଜଟିଳ କରି…

ଆଜି ପହିଲି ରଜ: ଗାଁଠୁ ସହର ସବୁଠି ଦୋଳିଗୀତର ଗୁଞ୍ଜରଣ, ପିଠାପଣା ଓ ପାନର ମହକରେ ସମସ୍ତେ ମତୁଆଲା

ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ ବା ବସୁମତୀ ସ୍ନାନ । ଏହା ପୂର୍ବରୁ ସଜବାଜ ପାଳନ କରାଯାଇଥାଏ । ଆଜି ରାଜ୍ୟର ପୁରପଲ୍ଲୀରେ…

ବିପର୍ଯ୍ୟୟ ପ୍ରଭାବ: ୫ ମୃତ, ୩୭ ହଜାର ଲୋକ ସ୍ଥାନାନ୍ତର, ୯୫ ଟ୍ରେନ୍ ବାତିଲ

ରାଜକୋଟ:ଘୂର୍ଣ୍ଣଝଡ ବିପର୍ଯ୍ୟୟର ପ୍ରଭାବ ବଢିବାରେ ଲାଗିଛି । ଗୁଜୁରାଟ ସରକାର ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ଲାଗି ସବୁ ପ୍ରକାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ମଙ୍ଗଳବାର ସୁଦ୍ଧା ରାଜ୍ୟର ୮…

ଆୟକର ବିଭାଗର ଚେତାବନୀ: ୩୦ ସୁଦ୍ଧା ପାନ୍ ଆଧାର ଲିଙ୍କ ନ କଲେ ପାଇବେନି ସରକାରୀ ଯୋଜନାର ଲାଭ

ନୂଆଦିଲ୍ଲୀ:ଆମ ଦେଶରେ ପାନ୍ କାର୍ଡ ଓ ଆଧାର କାର୍ଡର ଗୁରୁତ୍ୱ ସର୍ବାଧିକ ରହିଛି । ଏହା କେବଳ ଏକ ପରିଚୟ ପତ୍ର ନୁହେଁ ବରଂ ଏହାର ଉପଯୋଗ ସମସ୍ତ ଆର୍ଥିକ କାରବାର ଯେପରିକି ଆୟକର ଓ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ…

ଟ୍ରକକୁ ଧକ୍କା ଦେଲା କାର୍ , ୫ ମୃତ, ୨ ମହିଳା ଗୁରୁତର

ଭୁବନେଶ୍ୱର:ବିଳମ୍ବିତ ରାତ୍ରୀରେ ବଲାଙ୍ଗୀରରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ବଲାଙ୍ଗୀର ଛୁଇଁପଦ ନିକଟରେ ରାସ୍ତାରେ ଛିଡା ହୋଇଥବା ଏକ ଟ୍ରକକୁ କାର୍ ଧକ୍କା ଦେବାରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କାର୍ରେ…

‘ବିପର୍ଯ୍ୟୟ’କୁ ଦୃଷ୍ଟିରେ ରଖି ବନ୍ୟ ଜନ୍ତୁଙ୍କ ସୁରକ୍ଷା ଲାଗି ନିଆଯାଉଛି ପଦକ୍ଷେପ, ଗିର ଜଙ୍ଗଲରୁ ସ୍ଥାନାନ୍ତର ହେଲେ ୧୦୦ ସିଂହ

ନୂଆଦିଲ୍ଲୀ:ଗୁଜୁରାଟରେ ଭୟଙ୍କର ଝଡ ତୋଫାନ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଗିର ଜଙ୍ଗଲରେ ରହୁଥିବା ସିଂହଙ୍କ ଗତିବିଧି ଉପରେ ଟ୍ରାକର୍ସ ଜରିଆରେ ନଜର ରଖାଯାଉଛି । ସମୁଦ୍ର ତଟ ନିକଟବର୍ତ୍ତୀ ଗିର୍ ଜଙ୍ଗଲରେ ଏମାନଙ୍କ…

ଦିଲ୍ଲୀରେ ଭୂକମ୍ପ ଝଟକା, ଜାମ୍ମୁ କାଶ୍ମୀର ଠାରୁ ଆରମ୍ଭ କରି ପାକିସ୍ତାନ ଓ ଚୀନରେ ବି ଥରିଲା ପୃୃଥିବୀ

ନୂଆଦିଲ୍ଲୀ:ଦିଲ୍ଲୀ ଏନସିଆର୍ ରେ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହା ବ୍ୟତିତ ଜମ୍ମୁ କାଶ୍ମୀର ର ଓ ଚଣ୍ଡୀଗଡରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର…

ଆମେରିକାରେ ଟ୍ରକ ଯାତ୍ରା, କଥାବାର୍ତ୍ତା ସମୟରେ ଟ୍ରକ ଡ୍ରାଇଭରଙ୍କ ମାସିକ ଆୟ ଶୁଣି ଚମକି ପଡିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ନିକଟରେ ସେ ଏକ ଟ୍ରକରେ ୱାଶିଂଟନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୯୦ କିଲୋମିଟର ଯାତ୍ରା କରିଛନ୍ତି । ଏହି ସମୟରେ ସେ ଟ୍ରକର ଡ୍ରାଇଭର ତେଜିନ୍ଦର…

କାଲିଠୁ ଆରମ୍ଭ  ଆଡମିଶନ ପ୍ରକ୍ରିୟା, ହିନ୍ଦୁ ସଭ୍ୟତା ଓ ଏହାର ବିଶ୍ୱଦୃଷ୍ଟି ଉପରେ ପାଠ ପଢିବେ ଛାତ୍ରଛାତ୍ରୀ, ଚଳିତ ଶିକ୍ଷାବର୍ଷରେ କଣ ରହିଛି…

ନୂଆଦିଲ୍ଲୀ:ଦେଶର ପ୍ରତ୍ୟେକ ନାଗରିକ ନିଜ ଐତିହ୍ୟ ଓ ସଭ୍ୟତାକୁ ଭଲ ଭାବରେ ଜାଣି ରଖିବା ଉଚିତ । ଏ ସଂପର୍କରେ ଛାତ୍ର ଅବସ୍ଥାରୁ ହିଁ ସମସ୍ତେ ଶିକ୍ଷା ଲାଭ କରିବା ଉଚିତ । ଏହାର ଗୁରୁତ୍ୱକୁ ନଜରରେ ରଖି ଦିଲ୍ଲୀ…

ଏମିତି ସନ୍ତାନ କାହାକୁ ନ ମିଳୁ : ମା’କୁ ହତ୍ୟା କରି ସୁଟକେଶରେ ମୃତଦେହ ଧରି ଥାନାରେ ପହଞ୍ଚିଲେ ମହିଳା ଫିଜିଓଥେରାପିଷ୍ଟ

ବେଙ୍ଗାଲୁର:ସନ୍ତାନ ପାଇଁ ମା ଠାରୁ ବଡ ଆଉ କେହି ହୋଇ ନ ଥାଏ । ନିଜ ସନ୍ତାନର ସୁଖ ଲାଗି ମା ନିଜ ଜୀବନକୁ ବି ବାଜି ଲଗେଇ ଦେଇପାରେ । କିନ୍ତୁ ସେହି ସନ୍ତାନ ବଡ ହୋଇ ମା’କୁ ହତାଦର କରିବା ଭଳି ଘଟଣା ତ ଆପଣ ବହୁ ସମୟରେ…