fbpx

ବିହାର ରାଜନୀତିରୁ ବଡ ଖବର:ଏଥର ନିର୍ବାଚନ ଲଢିବେ ଲାଲୁ ତନୟା

ପାଟନା:ବିହାର ରାଜନୈତିକ ମହଲରୁ ବଡ ଖବର ସାମ୍ନାକୁ ଆସିଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ କନ୍ୟା ରୋହିଣୀ ଆଚାର୍ଯ୍ୟ ଆରଜେଡି ଟିକେଟରେ ନିର୍ବାଚନ ଲଢିବେ । ମିଳିଥିବା ସୂତ୍ରରୁ ଜଣାଯାଇଛି କି…

ସାମ୍ନାକୁ ଆସିଲା ବିଶ୍ୱର ପ୍ରଥମ AI ସଫ୍ଟୱେୟାର ଇଂଜିନିୟର, ଇଣ୍ଟରଭ୍ୟୁରେ ସଫଳତାର ସହ ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ:ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତାର କମାଲ ଦେଖାଇ ଚାଲିଛି । ଏଆଇ ଆସିବା ପରଠାରୁ ଲୋକଙ୍କ ମନ ମଧ୍ୟରେ ସେମାନଙ୍କ ଚାକିରୀ ଚାଲିଯିବାକୁ ନେଇ ଭୟ ସୃଷ୍ଟି ହୋଇଛି । କାରଣ ଏଆଇ ସହାୟତାରେ ମାନବ ବହୁ…

ବାଜିଗଲା ତୃତୀୟ ବିଶ୍ୱଯୁଦ୍ଧର ସତର୍କ ଘଣ୍ଟି! ନିର୍ବାଚନ ଜିତବା ମାତ୍ରକେ ପୁଟିନ ଦେଲେ ଚେତାବନୀ

ମସ୍କୋ: ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ନିର୍ବାଚନ ଜିତି ସାରିଛନ୍ତି । ନିର୍ବାଚନ ଜିତିବା ପରେ ସେ ବିଶ୍ୱର ପଶ୍ଚିମ ଦେଶକୁ ଚେତାବନୀ ଦେଇଛନ୍ତି । ସୋମବାର ପୁଟିନ ପଶ୍ଚିମ ଦେଶକୁ ଚେତାବନୀ ଦେଇଛନ୍ତି କି ରୁଷ ଓ…

ମହିଳା ଏକ ବର୍ଷରେ ମାଗଣାରେ ଭରିଛନ୍ତି ୨୨ ଲକ୍ଷ ଟଙ୍କାର ପେଟ୍ରୋଲ, ପମ୍ପରେ ତ୍ରୁଟିରୁ ଉଠାଇଥିଲେ ଫାଇଦା

ନୂଆଦିଲ୍ଲୀ: କଥାରେ କୁହନ୍ତି ମାଗଣା ମିଳିଲେ ଲୋକେ ପେଟ୍ରୋଲ ବି ପିଇଯିବେ । ଏଠି ଏହି କଥାଟି ବାସ୍ତବରେ ପରିଣତ ହୋଇଛି । ଆମେରିକାରେ ରହୁଥିବା ଜଣେ ୪୫ ବର୍ଷୀୟା ମହିଳା ଗୋଟିଏ ଟଙ୍କା ବି ଖର୍ଚ୍ଚ ନ କରି ଏକ ବର୍ଷରେ…

ମାଳଦ୍ୱୀପରେ ନିର୍ବାଚନ ଲାଗି ଭାରତର ଏହି ରାଜ୍ୟରେ ହେବ ମତଦାନ, ଏହାର କାରଣ କ’ଣ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ମାଳଦ୍ୱୀପରେ ହେଉଥିବା ସଂସଦୀୟ ନିର୍ବାଚନ ଲାଗି ଭାରତର କେରଳରେ ବି ଭୋଟିଂ ହେବ । ଏହି ଦ୍ୱୀପ ଦେଶର ନିର୍ବାଚନ କମିଶନ ମତଦାତାଙ୍କ ଲାଗି ଥିରୁଅନନ୍ତପୁରମରେ ଭୋଟବାକ୍ସ ରଖିବେ । ଏ ବିଷୟରେ ସୂଚନା ଦେଇ…

ଭୋଡାଫୋନ୍‌-ଆଇଡିଆ ଲଞ୍ଚ କଲା ଡବଲ ଫାଇଦାବାଲା ପ୍ଲାନ୍‌, ୮ଜିବି ଡାଟା ସହିତ ମାଗଣାରେ ଡିଜନୀ ପ୍ଲସ୍ ହଟଷ୍ଟାର

ଓଡ଼ିଶା ଭାସ୍କର: ଭୋଡାଫୋନ୍‌-ଆଇଡିଆ(VI) ଏହାର ଗ୍ରାହକଙ୍କ ଲାଗି ଧମାକାଦାର ପ୍ଲାନ୍ ଲଞ୍ଚ କରିଛି । ଭିଆଇ ୟୁଜର୍ସଙ୍କ ଲାଗି ୧୬୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ଜାରି କରିଛି । ଏହି ଶସ୍ତା ପ୍ଲାନରେ କମ୍ପାନୀ ବହୁ ଜବରଦସ୍ତ…

ଏଲଭିସ୍ ଯାଦବ ଗିରଫ, ସାପ ବିଷ ମାମଲାରେ ନୋଏଡା ପୋଲିସର ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ:ୟୁଟ୍ୟୁବର ଏଲଭିସ୍ ଯାଦବଙ୍କୁ ନୋଏଡା ପୋଲିସ ଗିରଫ କରିଛି । ବିଗ୍ ବସ୍ ଓଟିଟି ବିଜେତା ଏଲଭିସ୍ ଯାଦବଙ୍କ ବିରୁଦ୍ଧରେ ସାପ ବିଷ ମାମଲାରେ ଗତ ବର୍ଷ ସେକ୍ଟର ୩୯ରେ ନୋଏଡା ପୋଲିସ ଏଫଆଇଆର ରୁଜୁ କରିଥିଲା ।…

ପୁଣି ଥରେ ଆରଏସଏସର ସରକାର୍ଯ୍ୟସଞ୍ଚାଳକ ହେଲେ ଦତ୍ତାତ୍ରେୟ ହୋସବଲେ, ଏତିକି ବର୍ଷ ପର୍ଯ୍ୟନ୍ତ ସମ୍ଭାଳିବେ ଦାୟିତ୍ୱ

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସେବା ରବିବାର ଦତ୍ତାତ୍ରେୟ ହୋସବଲେଙ୍କୁ ପୁଣି ଥରେ ସରକାର୍ଯ୍ୟସଞ୍ଚାଳକ ଭାବରେ ନିର୍ବାଚିତ କରିଛନ୍ତି । ଆରଏସଏସ୍ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ…

ସିମ୍ କାର୍ଡକୁ ନେଇ ଆସିଲା ବଡ ଖବର: TRAI ବଦଳାଇଲା ନିୟମ, ଏହିଦିନରୁ ହେବ ଲାଗୁ

ନୂଆଦିଲ୍ଲୀ:ସିମ୍ କାର୍ଡକୁ ନେଇ TRAI ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ମାର୍ଚ୍ଚ ୧୫ ତାରିଖରେ TRAI ଏ ବିଷୟରେ ସୂଚନା ଦେଇଛି । ଏହି ନୂଆ ନିୟମ ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହୋଇଯିବ । TRAI ର କହିବା ଅନୁଯାୟୀ…

ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର, ଜଣେ ପୋଲିସ ସହୀଦ

ନୂଆଦିଲ୍ଲୀ:ଆଜି ପଞ୍ଜାବ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟଣାରେ ଜଣେ ପୋଲିସ କର୍ମୀ ସହୀଦ ହୋଇଛନ୍ତି । ରାଜ୍ୟର ହୋସିଆରପୁର ଜିଲ୍ଲାରେ ସିଆଇଏ ଟିମ୍ ଛାପା ମାରିବାକୁ ପହଞ୍ଚିଥିଲେ । ଏହି ସମୟରେ ଅପରାଧୀଙ୍କ…