fbpx

ରାତି ୨ ଟାରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ମାଟିରେ ମିଶିଗଲା ଦରଗାହ ଓ ୨ ମନ୍ଦିର

ଜୁନାଗଡ:ଗୁଜୁରାଟ ଜୁନାଗଡରେ ରବିବାର ରାତିରେ ଅଚାନକ ଜୋରସୋର ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏଠାରେ ବହୁ ସଂଖ୍ୟାରେ ପୋଲିସ ବଳ ସହ ବୁଲଡୋଜର ଧରି ପହଞ୍ଚିଥିବା ଅଧିକାରୀ ଏକ ଦରଗାହ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି । ଏହା…

ଡାଇବେଟିସ୍ ଔଷଧ ବିକୁଛନ୍ତି ମୁଖ୍ୟମନ୍ତ୍ରୀ, ଯୋଗୀ ଆଦିତ୍ୟନାଥଙ୍କ ଡିପଫେକ୍ ଭିଡିଓ ହେଲା ଭାଇରାଲ

ଲକ୍ଷ୍ନୌ: ଦେଶରୁ ଡିପ୍‌ଫେକ୍ ଭିଡିଓ ମାମଲା ଥମିବାର ନାଁ ଧରୁନାହିଁ । ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଡିପଫେକ୍ ଭିଡିଓ ସାମ୍ନାକୁ ଆସିବା ପରେ ଲକ୍ଷ୍ନୌର ସାଇବର ଥାନାରେ ୨ଟି ଏଫଆଇଆର ରୁଜୁ…

ଜେଲ୍‌ରୁ ୨ କଏଦୀ ଫେରାର, ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପକାରାଗାରରୁ ୨ କଏଦୀ ଫେରାର ହୋଇଯାଇଛନ୍ତି । ଗତକାଲି ରାତିରୁ ୨ କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି । ଫେରାର କଏଦୀ ହେଉଛନ୍ତି ଶୋଭାବନ ରଣା ଓ ସୁମିତ କୁମାର ବିହାରୀ ।…

ଫୋନ୍‌ରେ ଦେଖିବାକୁ ମିଳୁଛି କି ଏହି ସାଇନ୍‌, ତୁରନ୍ତ ନୂଆ ଫୋନ୍ କିଣନ୍ତୁ

ଓଡ଼ିଶା ଭାସ୍କର: ଆପଣ କେତେବେଳେ ପୁରୁଣା ବଦଳରେ ଏକ ନୂଆ ସ୍ମାର୍ଟଫୋନ୍ କିଣିବା ଉଚିତ । କ’ଣ ଏଥିପାଇଁ ଆପଣଙ୍କୁ ନିଜ ଫୋନ୍ ଉପରେ କେବଳ ଧ୍ୟାନ ଦେବାକୁ ହେବ । ଯଦି ଆପଣଙ୍କ ଫୋନ୍ ବହୁତ ସ୍ଲୋ ହୋଇଯାଇଛି, ଆପଣଙ୍କୁ…

ଏଣିକି ଟ୍ୱିଟର(X)ରେ ବଡ ଆର୍ଟିକିଲ ବି ପୋଷ୍ଟ କରିପାରିବେ ୟୁଜର, ଜାଣନ୍ତୁ କିପରି ଏହା କରିବେ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମାଲିକାନା ବିଶିଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(X) ଲଗାତର ୟୁଜର୍ସଙ୍କ ଲାଗି ନୂଆ ନୂଆ ଫିଚର ଆଣି ଆସୁଛି । ଏହି କ୍ରମରେ ଶୁକ୍ରବାର କମ୍ପାନୀ ଏହାର ଆର୍ଟିକିଲ୍ ଫିଚର ଉପସ୍ଥାପନ କରିଛି…

ଶିବରାତ୍ରୀରେ ସାମ୍ନାକୁ ଆସିଲା ଭୟାନକ ଚିତ୍ର, ମଶାଣୀରେ ଜଳନ୍ତା ଚିତାରେ ୩ ଯୁବକ କରୁଥିଲେ ତନ୍ତ୍ର ସାଧନା

ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶ ଗୁନାର ଗୋପାଳପୁର ସ୍ଥିତ ଶ୍ମଶାନ ଘାଟରୁ ଯେଉଁ ଖବର ଆସିଛି ତାହା ଜାଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ । ଗୋପାଳପୁର ଶ୍ମଶାନରେ ୩ ଜଣ ତାନ୍ତ୍ରିକ ଜଳୁଥିବା ଚିତା ସହ ତନ୍ତ୍ର ସାଧନା…

ଲୋକସଭା ନିର୍ବାଚନ: ବିଜେପି-ଟିଡିପି ଡିଲ୍ ଡନ୍‌, ଜାଣନ୍ତୁ କିଏ କେତେ ସିଟ୍‌ରେ ଲଢିବ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କର ଏନଡିଏକୁ ଫେରିବା ପ୍ରାୟ ସ୍ଥିର ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସିଟ୍…

ଅବିଶ୍ୱାସ ହେଲେ ବି ସତ! ଲୋକମାନେ ଏଠାରେ ଶନିଦେବଙ୍କୁ ବିଜନେସ୍ ପାର୍ଟନର କରି ବଢାଉଛନ୍ତି ଲାଭ

ଓଡ଼ିଶା ଭାସ୍କର: ଦେଶରେ ଶନି ଦେବଙ୍କର ଅନେକ ମନ୍ଦିର ଅଛି, କିନ୍ତୁ ମଧ୍ୟପ୍ରଦେଶର ଖାର୍ଗୋନରେ ଏକ ଅନନ୍ୟ ମନ୍ଦିର ଅଛି । ଏଠାରେ ଭକ୍ତମାନେ ସଂକଳ୍ପ ପତ୍ର ପୂରଣ କରନ୍ତି ଏବଂ ଏହାକୁ ଭଗବାନଙ୍କ ପାଦରେ ଅର୍ପଣ କରନ୍ତି ଏବଂ…

ଆସିଲା ଫ୍ଲିପକାର୍ଟର ବିଗ୍ ଅପଗ୍ରେଡ୍ ସେଲ୍‌; ଟିଭି, ଫ୍ରିଜ୍‌, ଏସି ଉପରେ ମିଳୁଛି ବମ୍ପର ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ: ଫ୍ଲିପକାର୍ଟରେ ନୂଆ ସେଲ୍ ଆରମ୍ଭ ହୋଇଯାଇଛି ଯାହାର ଫାଇଦା ଉଠାଇ ଆପଣ ବହୁ ଶସ୍ତାରେ ସ୍ମାର୍ଟଫୋନ୍‌, ଟିଭି ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ କିଣିପାରିବେ । ଇ-କମର୍ସ ପ୍ଲାଟଫର୍ମରେ ମାର୍ଚ୍ଚ ୯…

(video)ସଚିିବାଳୟରେ ଭୀଷଣ ଅଗ୍ନିକାଣ୍ଡ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ, ଉଦ୍ଧାର ଲାଗି ସେନାର ନିଆଗଲା ସାହାଯ୍ୟ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଶନିବାର ସକାଳେ ଏକ ବଡ ଦୁର୍ଘଟଣା ଘଟିଛି । ଏଠିକାର ବଲ୍ଲଭ ଭବନ (ସଚିବାଳୟ ଭବନ)ର ୧,୪,୫,୬ ମହଲାରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…