fbpx

ବଢିଲା ଆଶା କର୍ମୀଙ୍କ ଦରମା, ଉପକୃତ ହେବେ ୪୯ହଜାର ୫୨୨ ଆଶା କର୍ମୀ

ଭୁବନେଶ୍ୱର: ଆଶାକର୍ମୀଙ୍କୁ ରାଜ୍ୟ ସରକାର ଦେଲେ ଖୁସି ଖବର । ସମସ୍ତ ଆଶାକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର । ମାସିକ ପାରିଶ୍ରମିକ ୭ ହଜାର ଟଙ୍କାକୁ ବୃଦ୍ଧି ହେଲା । ପୂର୍ବରୁ ଆଶା କର୍ମୀଙ୍କ ଦରମା ୪…

ଥାଇରଏଡ୍ କ’ଣ; ଜାଣନ୍ତୁ ଏହାର ମୁଖ୍ୟ କାରଣ ଓ ଲକ୍ଷଣ, କିପରି ପାଇବେ ରକ୍ଷା

ଓଡ଼ିଶା ଭାସ୍କର: ଏବେ ଥାଇରଏଡ୍ ସମସ୍ୟା ବହୁଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ମାତ୍ରାରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଥାଇରଏଡ୍ ହେଉଛି ଏକ ଛୋଟ ଗ୍ରନ୍ଥି ଯେଉଁଥିରୁ…

ଏହି ମାମଲାରେ କେଜ୍ରିୱାଲଙ୍କୁ ହାଇକୋର୍ଟ ପକ୍ଷରୁ ବଡ ଝଟ୍‌କା , ବିଜେପି ବିଧାୟକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ପରିଚାଳିତ ଦିଲ୍ଲୀର ଦଳ ଆପ୍ ସରକାରକୁ ବୁଧବାର ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ବଜେଟ୍ ଅଧିବେଶନ ଆରମ୍ଭରେ ଉପରାଜ୍ୟପାଳ ଭି.କେ ସକ୍‌ସେନାଙ୍କ ଅଭିଭାଷଣ…

ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡା, ୬ ବର୍ଷ ପରେ କଂଗ୍ରେସକୁ ଫେରିଲେ

ଭୁୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡା । ପୁଣି କଂଗ୍ରେସରେ ସାମିଲ ହେଲେ ଶ୍ରୀକାନ୍ତ ଜେନା । ୬ ବର୍ଷ ପରେ କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା । ୨୦୧୯ରେ ଦଳରୁ ବହିଷ୍କୃତ…

ଭଲ ଦିନ ଆସିବା ପୂର୍ବରୁ ଦେଖାଯାଇଥାଏ ଏହି ସଂକେତ, ଜାଣନ୍ତୁ ମହାନ୍ ସନ୍ଥଙ୍କ ଅନୁଯାୟୀ କ’ଣ ରହିଛି ସେହିସବୁ ସଂକେତ

ଓଡ଼ିଶା ଭାସ୍କର:ବିଂଶ ଶତାବ୍ଦୀର ମହାନ୍ ସନ୍ଥଙ୍କ ମଧ୍ୟରେ ଜଣେ ହେଉଛନ୍ତି ନୀମ୍ କରୋଲି ବାବା । ନୀମ୍ କରୋଲି ବାବାଙ୍କୁ ଲୋକମାନେ ହନୁମାନଜୀଙ୍କ ଅବତାର ବୋଲି ମାନନ୍ତି । ବାବା କହିଛନ୍ତି ବ୍ୟକ୍ତିର ଭଲ ଦିନ ଆସିବା…

ଏଥର ଐତିହାସିକ ହେବ ରଣଜୀ ଟ୍ରଫି ଫାଇନାଲ; ଗୋଟିଏ ରାଜ୍ୟର ୨ଟି ଟିମ୍ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ଫାଇନାଲ ଏଥର ଐତିହାସିକ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ କେବଳ ଦ୍ୱିତୀୟ ବାର ଏପରି ଫାଇନାଲ ହେବ ଯେତେବେଳେ ଗୋଟିଏ ରାଜ୍ୟର ୨ଟି ଟିମ୍ ସାମ୍ନାସାମ୍ନି ହେବେ । ଏହି ଟିମ୍ ହେଉଛି…

ଅଧ୍ୟୟନରୁ ଆସିଲା ବଡ ତଥ୍ୟ, ପେଟ୍ରୋଲ, ଡିଜେଲ କାର୍ ଅପେକ୍ଷା ବୈଦ୍ୟୁତିକ ଯାନ ଅଧିକ ସୂକ୍ଷ୍ମ କଣିକା ନିର୍ଗତ କରିଥାଏ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଥିବା ବେଳେ ଏବେ ପରିବେଶ ଅନୁକୂଳ ଯାତାୟତ ମାଧ୍ୟମ ଉପରେ ସମସ୍ତଙ୍କ ଆଗ୍ରହ ବୃଦ୍ଧି ପାଉଛି । ଏହି କ୍ରମରେ ବହୁ ଲୋକ ବିଶ୍ୱାସ କରନ୍ତି କି…

ଛୋଟ ଶରୀରରେ ନଭଶ୍ଚୁମ୍ବୀ ସଫଳତା, ପଢନ୍ତୁ ୩ ଫୁଟ ଉଚ୍ଚତା ବିଶିଷ୍ଟ ଡାକ୍ତରଙ୍କ ସଂଘର୍ଷ କାହାଣୀ

ନୂଆଦିଲ୍ଲୀ: ଡାକ୍ତରୀ ପାଠ ପଢି ଡାକ୍ତର ହେବା ଏତେ ସହଜ ନୁହେଁ । ଏଥିପାଇଁ ବହୁ ପରିଶ୍ରମ ଓ ଅଧ୍ୟବସାୟର ଆବଶ୍ୟକ ରହିଛି । ଏହିପରି ନିଷ୍ଠା ଓ ଅଧ୍ୟବସାୟ ବଳରେ ମାତ୍ର ୩ ଫୁଟ ଉଚ୍ଚତାର ଯୁବକ ଗଣେଶ ବରୈୟା ଆଜି ଏହି…

ବରିଷ୍ଠ ନେତାଙ୍କୁ ନବୀନଙ୍କ ଡାକରା, ଅପରାହ୍ନରେ ବିଜେଡିର ବଡ ବୈଠକ

ଭୁୁବନେଶ୍ୱର: ଅପରାହ୍ନ ୩ଟା ୩୦ମିନିଟ୍‌ରେ ନବୀନ ନିବାସରେ ବିଜେଡିର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି । ଦଳର ବରିଷ୍ଠ ନେତାମାନେ ଏହି ବୈଠକରେ ଯୋଗ ଦେବେ ।…

ଆକାଶରେ ନଜର ଆସିଲା ରହସ୍ୟମୟୀ ଚିତ୍ର, ଲୋକେ କହିଲେ ଆଗାମୀ ଦିନରେ ହେବ ଏଲିଅନର ଆକ୍ରମଣ!

ନୂଆଦିଲ୍ଲୀ: ଆମ ଏଇ ପୃଥିବୀରେ ବହୁ ସମୟରେ ଏପରି ପ୍ରାକୃତିକ ଘଟଣାମାନ ଘଟିଥାଏ ଯାହା ବିଷୟରେ ଭାବିଲେ ଆମେ ଚକିତ ହୋଇପଡୁ । ବହୁ ସମୟରେ ଏପରି ଘଟଣା ଘଟିଥାଏ ଯାହା ଆଗାମୀ ଦିନରେ କିଛି ବଡ ବିପଦକୁ ନେଇ ମନକୁ…