fbpx

BIG BREAKING: ଗ୍ୟାସ୍ ସିଲିଣ୍ଡର ଫାଟି ୬ ଗୁରୁତର, ଟିଭି ଦେଖୁଥିବା ବେଳେ ହଠାତ୍ ହେଲା ବିସ୍ଫୋରଣ

ଭୁବନେଶ୍ୱର: କଣ୍ଟାବାଞ୍ଜିରୁ ଏକ ଭୟଙ୍କର ଅଗ୍ନିକାଣ୍ଡର ଖବର ସାମ୍ନାକୁ ଆସିଛି । ଘର ଭିତରେ ଗ୍ୟାସ୍ ସିଲିଣ୍ଡର ଫାଟି ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍‌କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ଯୁବକ ଅଛନ୍ତି । ଗୁରୁତର…

ଜଳିଗଲା ବସ୍‌, ୩୦ ସ୍କୁଲ ପିଲା ଓ ୩ଜଣ ଶିକ୍ଷକଙ୍କୁ ଧରି ପିକନିକ୍ ଯାଉଥିଲା

ନୂଆଦିଲ୍ଲୀ:ଗୁଜୁରାଟର ଭଲସାଡରେ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠିକାର ଧରମପୁର ଠାରେ ଏକ ସ୍କୁଲ ବସ୍‌ରେ ନିଆଁ ଲାଗି ଜଳିଯାଇଛି । ଏହି ବସ୍ ସିଲଭାସାରୁ ୩୦ ଜଣ ସ୍କୁଲ ଛାତ୍ର ଓ ୩ ଜଣ ଶିକ୍ଷକଙ୍କୁ ଧରି…

ରାମଙ୍କ ବିନା ଭାରତର କଳ୍ପନା ବି ଅସମ୍ଭବ, ୨୨ ଜାନୁୟାରୀକୁ ମହାନ ଭାରତ ଯାତ୍ରାର ଆରମ୍ଭର ଦିନ ବୋଲି କହିଲେ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନକୁ (ଜାନୁୟାରୀ ୨୨) ମହାନ୍ ଭାରତ ଯାତ୍ରାର ଆରମ୍ଭ ବୋଲି କହିଛନ୍ତି । ସେ କହିଛନ୍ତି ଯିଏ ରାମଙ୍କ ବିନା ଭାରତକୁ କଳ୍ପନା…

ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଉଗ୍ର ହେଉଛି ହିନ୍ଦୁ ମହିଳାଙ୍କ ଆନ୍ଦୋଳନ, ୧୪୪ ଧାରା ଜାରି , ଅଭିଯୋଗ ଉପରେ NCW ଦାବୀ କଲା ତୁରନ୍ତ…

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ସନ୍ଦେଶଖାଲି ଅଞ୍ଚଳରେ ଏବେ ପରିସ୍ଥିତି ଅଶାନ୍ତ ରହିଛି । ଏବେ ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯିବା ସହିତ ୧୪୪ ଧାରା ଜାରି କରାଯାଇଛି । ଫେରାର…

AI ର ପୁଣି ବଡ ଚମତ୍କାର, ପଇସା ଦେଇ ମୃତ ପରିଜନଙ୍କ ସହ କଥା ହୋଇପାରିବେ

ନୂଆଦିଲ୍ଲୀ: ମୃତ ବ୍ୟକ୍ତି କ’ଣ ପୁଣି ଜୀବିତ ହୋଇପାରିବ? ଯଦି ଏହା ସମ୍ଭବ ହୋଇପାରନ୍ତା ତେବେ କାହାର ମୃତ୍ୟୁର ଦୁଃଖ ଆଉ ପରିବାରକୁ ଭୋଗିବାକୁ ପଡନ୍ତାନି । କିନ୍ତୁ ଚୀନ୍‌ରେ ଏବେ ଲୋକମାନେ ପଇସା ଦେଇ ସେମାନଙ୍କ ମୃତ…

ଜିଲ୍ଲାପାଳଙ୍କୁ ଜୋତା ଫିଙ୍ଗିଲେ ବିଡିଓ, ଏବେ ଚାକିରୀ ଯିବ କି ଜେଲ୍‌ଦଣ୍ଡ ହେବ? ଜାଣନ୍ତୁ କ’ଣ ରହିଛି ଆଇନ

ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରାରେ ଜିଲ୍ଲାଧିକାରୀ ଓ ବିଡିଓଙ୍କ ମଧ୍ୟରେ କଥା କଟାକଟି ମଧ୍ୟରେ ମାମଲା ଏତେ ଆଗକୁ ବଢିଗଲା ଯେ, ପ୍ରଥମେ ଜିଲ୍ଲାଧିକାରୀ ଭାନୁ ଚନ୍ଦ୍ର ଗୋସ୍ୱାମୀ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଅନିରୁଦ୍ଧ…

ମନ୍ଦିରରେ କଂଗ୍ରେସ ଖୁଆଇଲା ରାଣ, ଆରଜେଡି ବିଧାୟକଙ୍କ ଫୋନ୍ ବନ୍ଦ: ଫ୍ଲୋର ଟେଷ୍ଟରେ ହେବ ବଡ ଖେଳ

ପାଟନା: ବିହାରରେ ଏବେ ପୁଣି ରାଜନୈତିକ ହଟଚମଟ ବଢିଯାଇଛି । ୧୨ଫେବୃୟାରୀରେ ବିହାର ବିଧାନସଭାରେ ନୀତିଶ ସରକାରଙ୍କ ଅଗ୍ନିପରୀକ୍ଷା ରହିଛି । କିନ୍ତୁ ଫ୍ଲୋର ଟେଷ୍ଟ ପୂର୍ବରୁ ଉଭୟ କ୍ୟାମ୍ଫରେ ଏବେ ଉଷ୍ମ ବାତାବରଣ ସୃଷ୍ଟି…

ଚାକିରୀଜୀବୀଙ୍କୁ ସରକାର ଦେଲେ ଖୁସି ଖବର, ଇପିଏଫ୍ ଉପରେ ବଢାଇଲେ ସୁଧ, ୩ ବର୍ଷ ମଧ୍ୟରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: EPFO ଇପିଏଫ୍‌ଓ ଏହାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ ଉପହାର ଦେଇଛନ୍ତି । ଇପିଏଫ୍‌ଓ ୨୦୨୩-୨୪ ପାଇଁ କର୍ମଚାରୀ ଭବିଷ୍ୟ ନିଧି ଜମା ଉପରେ ସୁଧ ହାର ୮.୨୫% କରିଛନ୍ତି ଯାହା ୩ ବର୍ଷ ମଧ୍ୟରେ ଇପିଏଫ୍ ଉପରେ…

(VIDEO)ପୋଖରୀରେ ପଡିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ! ବାହାରିବା ହୋଇଗଲା ବଡ ମୁସ୍କିଲ

ନୂଆଦିଲ୍ଲୀ: ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତେମଜେନ୍ ଇମ୍‌ନା ପ୍ରାୟ ସମୟରେ ନିଜର ମଜାଳିଆ କଥା ଲାଗି ଚର୍ଚ୍ଚାକୁ ଆସିଥାନ୍ତି । ଏବେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ପୋଖରୀରେ ଫସି…

ସରିଲା ବିଧାନସଭା, ଆଗାମୀ ରାଜନୈତିକ ଯାତ୍ରା ପାଇଁ ଜଣାଇଲେ ଶୁଭେଚ୍ଛା ଓ ଶୁଭ କାମନା

ଭୁବନେଶ୍ୱର: ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ମୁଲତବୀ କଲେ ବାଚସ୍ପତି । ବିଧାନସଭାର ଏହି ଅଧିବେଶନ ୨ ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ଓ ମୋଟ ୫ ଦିନ ଚାଲିଲା ।…