fbpx

PayTmରୁ ଅଲଗା ହେବ PayTm Payments Bank: ସରିଲା Inter-Company Agreement

ନୂଆଦିଲ୍ଲୀ: PayTm Payments Bank ଉପରେ ରିଜର୍ଭ ବ୍ୟାଙକର କାର୍ଯ୍ୟାନୁଷ୍ଠାନ ପରେ ଏହି ସର୍ଭିସକୁ ଲାଗିଛି ଶକ୍ତ ଝଟକା । ଅନଲାଇନ ପେମେଣ୍ଟ ଆପ୍ ପେଟିଏମ ଏବଂ ମଧ୍ୟ ପେଟିଏମ ପେମେଣ୍ଟ ବ୍ୟାଙ୍କର ହାତ ଛାଡ଼ିବା ପାଇଁ…

ପଞ୍ଚମ ଟେଷ୍ଟରେ ନେତୃତ୍ୱ ନେବେ ରବିଚନ୍ଦ୍ରନ ଅଶ୍ୱୀନ! ଇଂଲଣ୍ଡକୁ ଭେଟିବ ଟିମ ଇଣ୍ଡିଆର ନୂଆ ଦଳ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ନିଜ ନାମରେ କରି ସାରିଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ପରାଜୟ ପରେ ଲଗାତାର ୩ଟି ମ୍ୟାଚ ଜିତି ଟେଷ୍ଟ ସିରିଜ ବିଜୟୀ ହୋଇଛି ରୋହିତ ସେନା । ଏବେ ସିରିଜର ପଞ୍ଚମ ତଥା ଶେଷ…

(Video) ଅଜଣା କଥା… Spaceରୁ ଫେରିବା ପରେ କ’ଣ ଖାଆନ୍ତି ମହାକାଶଚାରୀ ? କିପରି ଥାଏ ସେମାନଙ୍କ ଲାଇଫଷ୍ଟାଇଲ….

ଓଡ଼ିଶା ଭାସ୍କର: ଆଜି ଜାତୀୟ ବିଜ୍ଞାନ ଦିବସ । ବର୍ତ୍ତମାନ ଭାରତ ବିଜ୍ଞାନ କ୍ଷେତ୍ରରେ ଖୁବ ସଫଳତା ହାସଲ କରିପାରିଛି । ବିଶେଷ କରି ବର୍ତ୍ତମାନ ମହାକାଶ ଯାତ୍ରାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି ।…

(Video) ଏହି ରାଶି ପାଇଁ ବିପଦ ଆଣିବ ମାର୍ଚ୍ଚ ମାସ ! ଜୀବନରେ ଆସିପାରେ ଅନେକ ସମସ୍ୟା

ଓଡ଼ିଶା ଭାସ୍କର: ୨୦୨୪ ବର୍ଷର ୩ୟ ମାସ ମାର୍ଚ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଅନେକ ରାଶିଙ୍କୁ ଦେବାକୁ ଯାଉଛି ଶୁଭଫଳ । ଜ୍ୟୋତିଷବିଦଙ୍କ କହିବା ହିସାବରେ, ମାର୍ଚ ମାସଟି ୫ଟି ରାଶିଙ୍କ…

ଏଣିକି ମାଗଣା ବିଜୁଳି ସାଙ୍ଗକୁ ମିଳିବ Subsidy: ପ୍ରଧାନମନ୍ତ୍ରୀ ଜାରି କଲେ ଏହି ନୂଆ ଯୋଜନା

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକମାନଙ୍କୁ ମାଗଣା ବିଜୁଳି ଏବଂ ସବସିଡି ଯୋଗାଇ ଦେବା ପାଇଁ 'ପିଏମ ସୂର୍ଯ୍ୟ ଘର ଯୋଜନା' ଆଣିଛନ୍ତି ସରକାର ।…

ଶେଷ ଟେଷ୍ଟ ପୂର୍ବରୁ ଲଣ୍ଡନ୍ ପହଞ୍ଚିଲେ କେ.ଏଲ ରାହୁଲ: ବୁମରାହଙ୍କ କମବ୍ୟାକକୁ ନେଇ ବଡ଼ ଅପଡେଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଉପରେ ଏବେ ଭାରତ ଆଧିପତ୍ୟ ହାସଲ କରିସାରିଛି । ତେବେ ମାର୍ଚ୍ଚ ୭ ତାରିଖରୁ ସିରିଜର ଶେଷ ମ୍ୟାଚ ଖେଳିବେ ଉଭୟ ଦଳ । ଭାରତ ଏହି ସିରିଜରେ ୩-୧ରେ ଅଜୟ ଅଗ୍ରଣୀ ପାଇଥିଲେ ମଧ୍ୟ…

ବିରାଟଙ୍କ ପରେ ଏହି ପୂର୍ବତନ ଅଧିନାୟକ ହେଲେ ପିତା: ଘରକୁ ଆସିଲେ କନ୍ୟା ସନ୍ତାନ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପରେ ଆଉ ଜଣେ ପୂର୍ବତନ ଅଧିନାୟକ ବାପା ହୋଇଛନ୍ତି । ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଏହି କ୍ରିକେଟରଙ୍କ ଜୀବନସାଥୀ । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଯୋଗେ ଏ ନେଇ ସୂଚନା ଦେଇଛନ୍ତି…

T-20 ଇତିହାସରେ ବିସ୍ଫୋରକ ଶତକ: ରୋହିତ ଶର୍ମାଙ୍କୁ ପଛରେ ପକାଇଦେଲେ ଷ୍ଟାର ବ୍ୟାଟର

ନୂଆଦିଲ୍ଲୀ: କୁହାଯାଏ କ୍ରିକେଟରେ ରେକର୍ଡ ସୃଷ୍ଟି ହୁଏ ଭାଙ୍ଗିବା ପାଇଁ । ଆଉ ଆଜି ତାହା ପୁଣିଥରେ ପ୍ରମାଣ ହୋଇଯାଇଛି । ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଶତକ ଅର୍ଜନ କରି ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି…

Cancer ଚିକିତ୍ସାରେ TATA Institute କୁ ବଡ଼ ସଫଳତା: ୧୦୦ ଟଙ୍କାରେ ମିଳିବ କ୍ୟାନସରର ବଟିକା

ମୁମ୍ବାଇ: ଦେଶର ପ୍ରମୁଖ କ୍ୟାନ୍ସର ଗବେଷଣା ଏବଂ ଚିକିତ୍ସା ପ୍ରଦାନକାରୀ ସଂସ୍ଥା ଟାଟା ଇନଷ୍ଟିଚ୍ୟୁଟ ଏକ ବଡ଼ ସଫଳତା ହାସଲ କରିଛି । ଏକ ଚିକିତ୍ସା ବଳରେ କ୍ୟାନ୍ସରକୁ ଗାଏବ କରିପାରିବ ବୋଲି ସଂସ୍ଥା ପକ୍ଷରୁ ଦାବି…

ଆଜିଠୁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନିଆ ଗସ୍ତରେ ମହାମହିମ

ଭୁବନେଶ୍ୱର: ଦେଶର ରାଷ୍ଟ୍ରପତି ତଥା ଓଡ଼ିଆ ମାଟିର ଗର୍ବ ଗୌରବ ରାଷ୍ଟ୍ରପତି ଆଜି ନିଜ ରାଜ୍ୟ ଅଭିମୁଖେ ଆସୁଛନ୍ତି । ଆଜିଠାରୁ ୪ ଦିନିଆ ଗସ୍ତରେ ରହିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏହି ୪ ଦିନ…