fbpx

T-20 World Cup-2024 ଖେଳିବେ ଋଷଭ ପନ୍ତ! ଟିମ ଇଣ୍ଡିଆକୁ ଫେରିବା ପାଇଁ ଚାଲିଛି କସରତ

ନୂଆଦିଲ୍ଲୀ: ଗୁରୁତର ଆହତ ଯୋଗୁଁ ଦୀର୍ଘ ଦିନ ହେଲା କ୍ରିକେଟରୁ ଦୂରେଇ ରହିଛନ୍ତି ୱିକେଟ କିପର ଋଷଭ ପନ୍ତ । ତେବେ ବର୍ତ୍ତମାନ ସେ ସୁସ୍ଥ ହେଉଥିବା ବେଳେ ଖୁବଶୀଘ୍ର ଟିମ ଇଣ୍ଡିଆକୁ କମବ୍ୟାକ କରିବା ନେଇ ଆଶା ବୃଦ୍ଧି…

DeepFake ଅଭିଯୁକ୍ତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ମାଷ୍ଟରପ୍ଲାନ: ଜାନୁୟାରୀ ୨୨ ପରେ ଆସିବ ନୂଆ ନିୟମ!

ନୂଆଦିଲ୍ଲୀ: ଡିପ୍ ଫେକ ଭିଡିଓକୁ ନେଇ ସାରା ଦେଶରେ ଏକ ଅଜଣା ଭୟ ଖେଳିଯାଇଛି । ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଠାରୁ ଆରମ୍ଭ କରି କ୍ରିକେଟର ସଚିନ୍ ତେନ୍ଦୁଲକର ଏହି ଡିପ୍ ଫେକ୍ ଭିଡିଓର ଶିକାର ହୋଇଛନ୍ତି । ତେଣୁ…

ଏହି ସ୍ଥାନରେ ଖେଳାଯିବ IPL ମ୍ୟାଚ: ବଡ଼ ଘୋଷଣା କଲେ ଉପ-ମୁଖ୍ୟମନ୍ତ୍ରୀ

ପାଟନା: ବର୍ତ୍ତମାନ ଆଇପିଏଲ-୨୦୨୪କୁ ନେଇ ଆଲୋଚନା ଏବଂ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆସନ୍ତା ସିଜନ ପାଇଁ ଅକ୍ସନ ପ୍ରକ୍ରିୟା ଶେଷ ହେବା ପରେ ଆଇପିଏଲ ଟିମଗୁଡ଼ିକ ଏବେ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ତେବେ…

(Video) ଏହି ଜାଗାରେ ସୀତା ମା’ଙ୍କୁ ରକ୍ଷା କରିବାକୁ ଯାଇ ପଡ଼ି ଯାଇଥିଲେ ଜଟାୟୁ: ମନ୍ଦିରରେ PM ମୋଦୀ ଗାଇଲେ ‘ଜୟ ଶ୍ରୀରାମ’

ନୂଆଦିଲ୍ଲୀ: ବୈଦିକ ଯୁଗର ରାମାୟଣ ଏବଂ ପୁରାଣ ଶାସ୍ତ୍ର ଅନୁସାରେ, ବନବାସ ସମୟରେ ଲଙ୍କାପତି ରାବଣ ମାତା ସୀତାଙ୍କୁ ହରଣ କରି ନିଜ ନଗରକୁ ନେଇ ଯାଇଥିଲେ । ଏହି ସମୟରେ ସୂର୍ଯ୍ୟପୁତ୍ର ଜଟାୟୁ ରାବଣଙ୍କୁ ରୋକିବା ପାଇଁ…

ଅଜଣା କଥା: ୧ ଲିଟର ପେଟ୍ରୋଲରେ ସରକାରଙ୍କୁ ମିଳୁଛି ଏତିକି ଲାଭ: ଜାଣି ରଖନ୍ତୁ ଏହି ହିସାବ

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଅପରିବର୍ତ୍ତିତ ରହିଛି ପେଟ୍ରୋଲ-ଡିଜେଲ ଦର । ଋଷ-ୟୁକ୍ରେନ ଯୁଦ୍ଧ ପରେ ତେଲ ଦର ପୃଦ୍ଧି ପାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ତେଲର ଦାମ୍ ବଢିବା ପରେ ଦେଶର ତୈଳ କମ୍ପାନୀଗୁଡିକ ମଧ୍ୟ…

ଟି-୨୦ ବିଶ୍ୱକପରେ ଖେଳିବେ ଭୁବନେଶ୍ୱର କୁମାର? ରଣଜୀ ଟ୍ରଫିରେ ଦମଦାର ବୋଲିଂ କରି ଦେଖାଇଲେ ଦମ୍

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାର ଏବେ ଦଳରୁ ବାଦ୍ ପଡ଼ିଛନ୍ତି । ଟିମ ଇଣ୍ଡିଆରେ ସୁଯୋଗ ନ ମିଳିବାରୁ ବର୍ତ୍ତମାନ ରଣଜୀ ଟ୍ରଫି ଖେଳୁଛନ୍ତି ସ୍ୱିଙ୍ଗର ରାଜକୁମାର । ୬ ବର୍ଷ ପରେ ରଣଜୀ ଟ୍ରଫିକୁ…

ଆଗ ଗୁପଚୁପ ମୁଁ ଖାଇବି… ଏଇ କଥାକୁ ନେଇ ରାଜରାସ୍ତାରେ ଯୁବତୀଙ୍କ ମାରପିଟ୍

ଭୁବନେଶ୍ୱର: ଗୁପଚୁପ ଲୋଭରେ ଆରମ୍ଭ ହେଲା ତୁମୁଳକାଣ୍ଡ । ଆଗେ ଗୁପଚୁପ କିଏ ଖାଇବ, ସେ କଥାକୁ ନେଇ ପାଟିତୁଣ୍ଡ, ଆଉ ତା’ପରେ କାମୁଡ଼ା କାମୁଡ଼ି, ଚୁଟି ଝିଙ୍କାଝିଙ୍କି ହୋଇ ରାଜରାସ୍ତାରେ ଗଡ଼ିଗଲେ ଯୁବତୀ । ଭୁବନେଶ୍ୱରର…

ପାକ୍ ଆତଙ୍କୀର ହେବ ସର୍ବନାଶ: ‘ଅପରେସନ ସର୍ବଶକ୍ତି’ ନଷ୍ଟ କରିବ ପାକିସ୍ତାନର ଗେମ୍ ପ୍ଲାନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ଆତଙ୍କବାଦୀ ଗତିବିଧି ବିରୋଧରେ ଭାରତ ପ୍ରସ୍ତୁତ କରିଛି ବଡ଼ ପ୍ଲାନ । ପାକ୍ ଆତଙ୍କବାଦକୁ ମୁହଁତୋଡ଼ ଜବାବ ଦେବା ପାଇଁ ଇଣ୍ଡିଆନ୍ ଆର୍ମି ନେଇଛି ବଡ଼ ପଦକ୍ଷେପ । ଜାମ୍ମୁ…

ପୁଣିଥରେ ଟିମ ଇଣ୍ଡିଆକୁ ଫେରିବେ ଯୁବରାଜ ସିଂ… ନିଜର Future PLan କହିଲେ ବିଶ୍ୱକପ ବିଜେତା

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ଦଳକୁ ଫେରିବାକୁ ଚାହୁଁଛନ୍ତି ସିକ୍ସର କିଙ୍ଗ ଯୁବରାଜ ସିଂହ । କ୍ରିକେଟରୁ ବିଦାୟ ନେବା ପରେ ପୁଣିଥରେ ଟିମ ଇଣ୍ଡିଆ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି ଭାରତର ବିଶ୍ୱକପ ବିଜତୋ । ଆଇସିସି…

ଗୁଡ଼ିରେ ବ୍ୟବହାର ହେବନି ମାଞ୍ଜା ସୂତା! ସାଧାରଣ ଲୋକଙ୍କୁ ଓଡ଼ିଶା ପୋଲିସର ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ସାରା ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଛି । ଏହି ପର୍ବରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । କିନ୍ତୁ ଏହା ପୂର୍ବରୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ଗୁଡ଼ି ଉଡ଼ାଇବା ନେଇ…