PayTm Payments Bank ଉପରେ ଲାଗିଲା ବଡ଼ ଜରିମାନା: ମନି ଲଣ୍ଡ୍ରିଙ୍ଗ ମାମଲାରେ ସର୍ଭିସ ଆକ୍ସନ ନେଲା FIU-IND

ନୂଆଦିଲ୍ଲୀ: ଅନଲାଇନ ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମ ଉପରେ ସଂକଟ ଥମିବାର ନାଁ ନେଉନି । ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ବଡ଼ ଆମାଉଣ୍ଟର ଜରିମାନା ଲଗାଇଛନ୍ତି ସରକାର । ମନି ଲଣ୍ଡ୍ରିଙ୍ଗ…

ପୃଥିବୀରୁ ଲୋପ ପାଇଯିବ କି Y Chromosome? ନଷ୍ଟ ହୋଇଯିବ ପୃଥିବୀ ଜାତି! ରିପୋର୍ଟରୁ ହେଲା ମହାଖୁଲାସା

ଓଡ଼ିଶା ଭାସ୍କର: ପୃଥିବୀରୁ ଦିନେ ପୁରୁଷ ଜାତି ହିଁ ଲୋପ ପାଇଯିବ । ଏକଥା ଶୁଣିବା ଖୁବ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏକ ରିପୋର୍ଟରେ ଦାବି କରାଯାଉଛି ଯେ, ଭବିଷ୍ୟତରେ ପୃଥିବୀରୁ ପୁରୁଷ ଶେଷ ହୋଇଯିବ । ପିଲାର ଲିଙ୍ଗ…

ପୁଣିଥରେ କ୍ରିକେଟରେ Match Fixing ମାମଲା: ମୁହଁ ଖୋଲିଲେ IPL ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ପୁଣିଥରେ କ୍ରିକେଟ ଜଗତରେ ମ୍ୟାଚ ଫିକ୍ସିଙ୍ଗ ଭଳି ମାମଲା ସାମନାକୁ ଆସିଛି । ଏ ନେଇ IPL ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଶ୍ରୀବତ୍ସ ଗୋସ୍ୱାମୀ ଏକ ବଡ଼ ଦାବି କରିଛନ୍ତି । କୋଲକାତା ଲିଗ୍ କ୍ରିକେଟରେ…

Defence କ୍ଷେତ୍ରରେ ଭାରତ ଆହୁରି ଶକ୍ତିଶାଳୀ: ୪୦ ହଜାର କୋଟି ଟଙ୍କାର ଡିଲ୍ କଲେ ମୋଦୀ ସରକାର

ନୂଆଦିଲ୍ଲୀ: ସଶସ୍ତ୍ର ବଳର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହା ମଧ୍ୟରେ କେନ୍ଦ୍ର ସରକାର ମୋଟ ୩୯,୧୨୫ କୋଟି ଟଙ୍କା ବ୍ୟୟରେ ୫ଟି ପ୍ରମୁଖ ରକ୍ଷା ଅଧିଗ୍ରହଣ…

ଅଟା-ଚାଉଳ ପରେ ଶସ୍ତାରେ ଡାଲି ଯୋଗାଇବେ ସରକାର: କେତେ ଟଙ୍କାରେ ମିଳିବ ‘ଭାରତ ମସୁର ଡାଲି’?

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ମାଡ଼ ପାଇଁ ସାଧାରଣ ଜନତା ଚିନ୍ତାରେ ରହିଛନ୍ତି । ଏହା ଭିତରେ ଡାଲି ଦର ମଧ୍ୟ ଖୁବ ଅଧିକ ରହିଛି । ଏହି ସମସ୍ୟା ସମାଧାନ ପାଇଁ ସରକାର ଲୋକଙ୍କୁ ଆଉ ଏକ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି…

PayTmରୁ ଅଲଗା ହେବ PayTm Payments Bank: ସରିଲା Inter-Company Agreement

ନୂଆଦିଲ୍ଲୀ: PayTm Payments Bank ଉପରେ ରିଜର୍ଭ ବ୍ୟାଙକର କାର୍ଯ୍ୟାନୁଷ୍ଠାନ ପରେ ଏହି ସର୍ଭିସକୁ ଲାଗିଛି ଶକ୍ତ ଝଟକା । ଅନଲାଇନ ପେମେଣ୍ଟ ଆପ୍ ପେଟିଏମ ଏବଂ ମଧ୍ୟ ପେଟିଏମ ପେମେଣ୍ଟ ବ୍ୟାଙ୍କର ହାତ ଛାଡ଼ିବା ପାଇଁ…

ପଞ୍ଚମ ଟେଷ୍ଟରେ ନେତୃତ୍ୱ ନେବେ ରବିଚନ୍ଦ୍ରନ ଅଶ୍ୱୀନ! ଇଂଲଣ୍ଡକୁ ଭେଟିବ ଟିମ ଇଣ୍ଡିଆର ନୂଆ ଦଳ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ନିଜ ନାମରେ କରି ସାରିଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ପରାଜୟ ପରେ ଲଗାତାର ୩ଟି ମ୍ୟାଚ ଜିତି ଟେଷ୍ଟ ସିରିଜ ବିଜୟୀ ହୋଇଛି ରୋହିତ ସେନା । ଏବେ ସିରିଜର ପଞ୍ଚମ ତଥା ଶେଷ…

(Video) ଅଜଣା କଥା… Spaceରୁ ଫେରିବା ପରେ କ’ଣ ଖାଆନ୍ତି ମହାକାଶଚାରୀ ? କିପରି ଥାଏ ସେମାନଙ୍କ ଲାଇଫଷ୍ଟାଇଲ….

ଓଡ଼ିଶା ଭାସ୍କର: ଆଜି ଜାତୀୟ ବିଜ୍ଞାନ ଦିବସ । ବର୍ତ୍ତମାନ ଭାରତ ବିଜ୍ଞାନ କ୍ଷେତ୍ରରେ ଖୁବ ସଫଳତା ହାସଲ କରିପାରିଛି । ବିଶେଷ କରି ବର୍ତ୍ତମାନ ମହାକାଶ ଯାତ୍ରାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି ।…

(Video) ଏହି ରାଶି ପାଇଁ ବିପଦ ଆଣିବ ମାର୍ଚ୍ଚ ମାସ ! ଜୀବନରେ ଆସିପାରେ ଅନେକ ସମସ୍ୟା

ଓଡ଼ିଶା ଭାସ୍କର: ୨୦୨୪ ବର୍ଷର ୩ୟ ମାସ ମାର୍ଚ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଅନେକ ରାଶିଙ୍କୁ ଦେବାକୁ ଯାଉଛି ଶୁଭଫଳ । ଜ୍ୟୋତିଷବିଦଙ୍କ କହିବା ହିସାବରେ, ମାର୍ଚ ମାସଟି ୫ଟି ରାଶିଙ୍କ…

ଏଣିକି ମାଗଣା ବିଜୁଳି ସାଙ୍ଗକୁ ମିଳିବ Subsidy: ପ୍ରଧାନମନ୍ତ୍ରୀ ଜାରି କଲେ ଏହି ନୂଆ ଯୋଜନା

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକମାନଙ୍କୁ ମାଗଣା ବିଜୁଳି ଏବଂ ସବସିଡି ଯୋଗାଇ ଦେବା ପାଇଁ 'ପିଏମ ସୂର୍ଯ୍ୟ ଘର ଯୋଜନା' ଆଣିଛନ୍ତି ସରକାର ।…