fbpx

Breaking News; ଆତଙ୍କୀ ଆକ୍ରମଣରେ ୨ ବୀର ଯବାନ୍ ସହିଦ୍: ଜାମ୍ମୁ କାଶ୍ମୀରରେ ଫାୟାରିଂ ଜାରି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରଜୌରୀ ବାଜୀ ମାଲ୍ ଅଞ୍ଚଳରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସେନା ଏବଂ ଆତଙ୍କବାଦୀ । ଉଭୟ ପକ୍ଷରୁ ଗୁଳି ବିନିମୟ ମଧ୍ୟରେ ଭାରତର ୨ ବୀର ଯବାନ ସହୀଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ…

ଟି-୨୦ରେ Team India ପାଇଁ ନୂଆ ଚ୍ୟାଲେଞ୍ଜ: ଖୁବଶୀଘ୍ର ହେବ ମହାମୁକାବିଲା

ନୂଆଦିଲ୍ଲୀ: ବିଶ୍ୱକପରେ ଦମଦାର ପ୍ରଦର୍ଶନ ସତ୍ତେ୍ୱ ଚମ୍ପିଆନ୍ ହେବାରୁ ଫେଲ ମାରିଛି ରୋହିତ ସେନା । ତେବେ ଏହାକୁ ଭୁଲି ଆଗାମୀ ୨୦୨୪ ଟି-୨୦ ବିଶ୍ୱକପ ଉପରେ ଫୋକସ୍ କରିବାକୁ ଚାହିଁବ ଟିମ ଇଣ୍ଡିଆ । ତେବେ ଟି-୨୦…

KKR କୁ ଫେରିଲେ ଗୌତମ ଗମ୍ଭୀର: ସୁପର ଜିଆଣ୍ଟସ ମେଣ୍ଟର ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ବିଶ୍ୱକପ ପରେ ବର୍ତ୍ତମାନ ଆଇପିଲ ଲିଗ୍ କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ଚର୍ଚ୍ଚା ଭିତରେ ସବୁଠୁ ବଡ଼ ଚର୍ଚ୍ଚା ପାଲଟିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଗତ ଆଇପିଏଲ-୨୦୨୩ରେ…

୬୦ ମିନିଟ ଭିତରେ ସମ୍ପୂର୍ଣ୍ଣ ସବସ୍କ୍ରିପ୍ସନ ହାସଲ କରିଛି ଟାଟା ଟେକ୍ନୋଲୋଜିର IPO

ନୂଆଦିଲ୍ଲୀ: ଆଜି ଟାଟା ଟେକ୍ନୋଲୋଜି IPO ସବସ୍କ୍ରିପ୍ସନ ପାଇଁ ଉପଲବ୍ଧ ହୋଇଛି । ତେବେ ସବସ୍କ୍ରାଇବ ପାଇଁ ଉପଲବ୍ଧ ହେବାର ମାତ୍ର ପ୍ରଥମ ଘଣ୍ଟା ଭିତରେ ହିଁ ଏହା ଏକ ରେକର୍ଡ ସୃଷ୍ଟି କରିଛି । ମାତ୍ର କିଛି ମିନିଟ୍…

ଅଧିକ ସମୟ Earbud ବ୍ୟବହାର କରୁଥିଲେ ସାବଧାନ୍! ଶ୍ରବଣ ଶକ୍ତି ହରାଇଦେଲେ ଯୁବକ

ନୂଆଦିଲ୍ଲୀ: ଟେକ୍ନୋଲୋଜି ଯେତିକି ଯେତିକି ଆଗକୁ ବଢ଼ୁଛି, ଯୁବପୀଢ଼ିଙ୍କ ମଧ୍ୟରେ ତା’ର କୁପ୍ରଭାବ ସେହି ଅନୁପାତରେ ବଢ଼ିବାରେ ଲାଗିଛି । ଆଜିକାଲି ଅଳ୍ପ ବୟସର ପିଲାମାନେ ଘଣ୍ଟା ଘଣ୍ଟା ଧରି କାନରେ ଇୟରବଡ ଦେଇ ଗୀତ…

Toll Plazaରେ ୧୦୦% ଛାଡ଼ ହେଲା ଟାକ୍ସ: କେଉଁମାନଙ୍କୁ ମିଳିବ ସୁବିଧା?

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜମାର୍ଗ ବାଟରେ ଅତିକ୍ରମ କରିବା ସମୟରେ ଗାଡ଼ି ଚାଳକମାନଙ୍କୁ ଟୋଲ୍ ଟାକ୍ସ ଦେବାକୁ ପଡ଼ିଥାଏ । ସାରା ଦେଶରେ ନେସନାଲ ହାଇୱେ ସମେତ କିଛି ସାଧାରଣ ରାସ୍ତାରେ ମଧ୍ୟ ଟୋଲ ଟାକ୍ସ ଦେବାକୁ ପଡ଼େ ।…

‘….ଏତିକି ସମୟ ଭିତରେ ବାହାରକୁ ଆସିବେ ଶ୍ରମିକ’: ଟନେଲ ଉଦ୍ଧାର କାର୍ଯ୍ୟରେ ନୂଆ ସମ୍ଭାବନା

ନୂଆଦିଲ୍ଲୀ: ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ୧୦ ଦିନରୁ ଫସି ରହିଛନ୍ତି ୪୧ରୁ ଅଧିକ ଶ୍ରମିକ । ତେବେ ଟନେଲ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ଦେଇଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗର ସଚିବ ଅନୁରାଗ ଜୈନ କହିଛନ୍ତି ଯେ, ଏହି…

International Cricketରେ ବୋଲରଙ୍କ ପାଇଁ ନୂଆ ନିୟମ: ଏବେ ବିଳମ୍ବରେ ବୋଲିଂ କରିବା ପଡ଼ିବ ମହଙ୍ଗା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟରେ ପରିବର୍ତ୍ତନ ଆରମ୍ଭ କରିଛି ଆଇସିସି । ଏଣିକି ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଆଉ ଏକ ନୂଆ ନିୟମ ଲାଗୁ କରାଯାଇଛି । ତେବେ ଏହି ନିୟମ କେବଳ ବୋଲରମାନଙ୍କ…

ICC ଛଡ଼ାଇନେଲା ବିଶ୍ୱକପ ଆୟୋଜନର ଅଧିକାର: ଶ୍ରୀଲଙ୍କାରେ ହେବନି World Cup-2024

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପକୁ ନେଇ ଏକ ବଡ଼ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) । ଆଗାମୀ ବିଶ୍ୱକପ ପାଇଁ ଶ୍ରୀଲଙ୍କାକୁ ବାଦ୍ ଦେଇଛି ଆଇସିସି ବୋର୍ଡ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ହାତୁର…

ଅଭାବନୀୟ କାଣ୍ଡ! ସ୍କୁଲ ଭିତରେ ପଶି ଆଖିବୁଜା ଗୁଳି ଚଳାଇଲେ ପୂର୍ବତନ ଛାତ୍ର

ଥ୍ରିସୁର: ଥ୍ରିସୁର ସହର ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ନାଇକାନାଲରେ ଅବସ୍ଥିତ ବିବେକୋଦୟମ ବଏଜ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଚାନକ ପଶି ଆସି ଜଣେ ଯୁବକ ଗୁଳିକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି ।…