fbpx

କାହାକୁ ମିଳିବ WorldCup-2023 ଫାଇନାଲ ଟିକେଟ? ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲକୁ ନେଇ ଜ୍ୟୋତିଶଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ନଭେମ୍ବର ୧୫ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ । ଏହି ମ୍ୟାଚର ବିଜୟୀ ଦଳକୁ ସିଧାସଳଖ ଫାଇନାଲ ପାଇଁ ଟିକେଟ ପାଇବ । ତେବେ ଚଳିତ ବିଶ୍ୱକପରେ ଟିମ…

IND vs NZ ସେମି ଫାଇନାଲରେ ନୂଆ ବଲରେ ବୋଲିଂ କରିବେ ବିରାଟ! ନ୍ୟୁଜିଲାଣ୍ଡ ପାଇଁ ନୂଆ ପ୍ଲାନ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନଭେମ୍ବର ୧୫ ତାରିଖରୁ ସେମି ଫାଇନାଲ ମ୍ୟାଚ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦମଦାର ବ୍ୟାଟିଂ…

IND vs NZ ସେମି ଫାଇନାଲ; ଷ୍ଟାଡିୟମରେ ଦର୍ଶକଙ୍କୁ ମିଳିବନି ଏଣ୍ଟ୍ରି: ଜାଣି ରଖନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ନୂଆଦିଲ୍ଲୀ: ଆସନ୍ତାକାଲି ବିଶ୍ୱକପ-୨୦୨୩ର ପ୍ରଥମ ସେମି ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ ସୁନ୍ଦର ରହିଥିବା ବେଳେ ନ୍ୟୁଜିଲାଣ୍ଡ…

Breaking News; ପୁରୀ ଷ୍ଟେସନ କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ: ଅଲଗା ହେଲା ଟ୍ରେନର ବଗି

ପୁରୀ: ୬ ମାସରୁ ରେଲୱେ ଷ୍ଟେସନରେ ଏବଂ ଟ୍ରେନ ଜନିତ ଦୁର୍ଘଟଣା ଖୁବ ବଢିବାରେ ଲାଗିଛି । ବର୍ତ୍ତମାନ ପୁରୀର ରେଲୱେ ଷ୍ଟେସନରେ ମଧ୍ୟ ଏକ ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଛି । ଷ୍ଟେସନର କୋଚିଂ ଡିପୋରେ ଭୟଙ୍କର…

(Video) ସେମି ଫାଇନାଲରେ ହାରିବ ଭାରତ… କହୁଛି ଇତିହାସ: ନ୍ୟୁଜିଲାଣ୍ଡ ବିପକ୍ଷରେ ଏପରି ରହିଛି ଭାରତର ସ୍ଥିତି

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧୫ ତାରିଖରେ ବିଶ୍ୱକପ ସେମି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ୨୦୧୯ ବିଶ୍ୱକପ ସେମି ଫାଇନାଲର ପ୍ରତିଶୋଧ ନେବାକୁ ଚାହିଁବ ରୋହିତ ସେନା । କିନ୍ତୁ ଏହାପୂର୍ବରୁ…

(Video) ୬୦ ବୋତଲ ମଦ ପିଇଦେଲେ ମୂଷା: ଗିରଫ ପରେ କୋର୍ଟରେ ହାଜର କରିବ ପୋଲିସ!

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମୟରେ କିଛି ନା କିଛି ଅଜବ ଏବଂ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳୁଛି । ମଦ ପିଇବା ପରେ ଅନେକ ଲୋକ ଅଦ୍ଭୁତ ପ୍ରକାରର କାଣ୍ଡ ଘଟାଉଥିବା ମଧ୍ୟ ଦେଖାଯାଏ । କିନ୍ତୁ ମୂଷା ମଦ ପିଇବା ଘଟଣା…

୯୦ ବର୍ଷ ପରେ କ୍ୟାମେରାରେ ଦେଖାଗଲା ‘ଲୋଚ୍ ନେସ୍ ମନଷ୍ଟର’! ବୈଜ୍ଞାନିକଙ୍କ ରିସର୍ଚ୍ଚ ସଫଳ

ନୂଆଦିଲ୍ଲୀ: ଅନେକ ସମୟରେ କ୍ୟାମେରାରେ କିଛି ଏଭଳି ଜିନିଷ ରେକର୍ଡ ହୋଇଯାଏ, ଯାହାକୁ ପରେ ଦେଖିଲେ ବିଶ୍ୱାସ କରି ହୁଏ ନାହିଁ । ବିଭିନ୍ନ ସମୟରେ ଏଲିଅନ୍ସ ଏବଂ ୟୁଏଫଓ ଦେଖାଯିବା ଘଟଣା ସାମନାକୁ ଆସିଥାଏ । ପୃଥିବୀରେ…

ପୁଣିଥରେ ଆକ୍ଟିଭ ହେଉଛି କରୋନା ମହାମାରୀ: ଟୀକା ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: ୨ ବର୍ଷରୁ କରୋନା ମହାମାରୀରୁ ମୁକ୍ତି ପାଇଛନ୍ତି ବିଶ୍ୱବାସୀ । ବର୍ତ୍ତମାନ ଶୀତର ଲହରୀ ଆରମ୍ଭ ହୋଇଥିବା ବେଳେ ପୁଣିଥରେ କୋଭିଡ-୧୯କୁ ନେଇ ଜାରି ହୋଇଛି ଚେତାବନୀ । କରୋନା ଭୂତାଣୁର ସଂକ୍ରମଣ ବଢିବା ସହ…

LoCରେ ପରସ୍ପରକୁ ମିଠା ବାଣ୍ଟିଲେ ଭାରତ-ପାକ୍ ଯବାନ୍: ଦିୱାଲିରେ ଭୁଲିଗଲେ ଶତୃତା

ନୂଆଦିଲ୍ଲୀ: ସାରା ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ ହୋଇଛି । ରାଗ, ଅଭିମାନ ଇତ୍ୟାଦି ଅନ୍ଧକାରକୁ ଭୁଲି ସ୍ନେହ ଓ ଭଲ ପାଇବାର ଆଲୋକ ବାଣ୍ଟିବାର ପର୍ବ ହେଉଛି ଦୀପାବଳି । ତେଣୁ ଭାଇଚାରାର ଏହି ପ୍ରଥା-ପରମ୍ପରାକୁ…

(Video) ଓଡ଼ିଶାର ଏହି ହସ୍ପିଟାଲରେ ଘୁରି ବୁଲୁଛନ୍ତି ଭୂତ! ସନ୍ଧ୍ୟା ହେଲେ ଭୟରେ ପଡ଼ୁଛି ତାଟି କବାଟ, ରୋଗୀ ହନ୍ତସନ୍ତ

ପୁରୀ: ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତରଖାନାକୁ ଯାଇଥାନ୍ତି ରୋଗୀ । କିନ୍ତୁ ଓଡ଼ିଶାର ଏକ ମେଡିକାଲରେ ହିଁ ଦେଖିବାକୁ ମିଳିଛି ଅଜବ ରୋଗ, ଭୟ । ଭୂତ ଭୟରେ ମେଡିକାଲର କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକମାନେ ମଧ୍ୟ…