ଆଳୁ ବ୍ୟତୀତ ଏହିସବୁ ଜିନିଷରେ ବି ପ୍ରସ୍ତୁତ ହୁଏ ସିଙ୍ଗଡ଼ା… ଜାଣନ୍ତୁ କେଉଁଥିରେ ପ୍ରସ୍ତୁତ ହୋଇଥାଏ Samosa
ଓଡ଼ିଶା ଭାସ୍କର: ଆଜିକାଲି ଅନେକ ଫାଷ୍ଟ ଫୁଡ ମାର୍କେଟରେ ଥିଲେ ମଧ୍ୟ ସିଙ୍ଗଡ଼ାର ଚାହିଦା ଖୁବ ଅଧିକ ରହିଛି । ଅଧିକାଂଶ ଲୋକ ଏହାକୁ ପସନ୍ଦ କରିଥାନ୍ତି । ମଇଦା ଭିତରେ ମସାଲାଯୁକ୍ତ ଆଳୁ ଏବଂ ଚଟଣୀରେ ପ୍ରସ୍ତୁତ ହୋଇଥିବା…