fbpx

Big Breaking… ଏସିଆନ୍ ଗେମ୍ସରେ ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ ପଦକ: ଜାଭେଲିନରେ ସ୍ୱର୍ଣ୍ଣ ଆଣିଲେ ନୀରଜ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଇତିହାସ ରଚିଛନ୍ତି ଓଡ଼ିଶାର ଗେହ୍ଲା ପୁଅ । ଜାଭେଲିନ ଥ୍ରୋ କ୍ରୀଡ଼ାରେ କିଶୋର ଜେନା ହାସଲ କରିଛନ୍ତି ରୌପ୍ୟ ପଦକ । ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ହାସଲ କରି ସେ ଏକ ଐତିହାସିକ ସଫଳତା ନିଜ…

ସାପ ନା ବିଛା… କାହାର ବିଷ ଅଧିକ ଭୟଙ୍କର? ଔଷଧରେ ପରିଣତ ହେଉଛି ଏହି ଜହର

ଦୁନିଆରେ ବହୁ ପ୍ରକାରର ବ୍ୟବସାୟ ଅଛି । ଯାହାକୁ ନେଇ ଲୋକେ ବହୁତ ଲାଭବାନ ହୋଇଥାନ୍ତି । କିନ୍ତୁ ଦୁନିଆରେ ଏପରି ଅନେକ ବ୍ୟବସାୟ ଅଛି ଯେଉଁଥିରେ ବହୁତ ରିସ୍କ ସହିତ ଅଧିକ ଲାଭ ମିଳିଥାଏ । ଟଙ୍କା ପାଇଁ ଲୋକେ ବିପଜ୍ଜନକ…

(Video) ‘ଜନ ଗଣ ମନ’ ଶୁଣି ରୋକିପାରିଲେନି ଲୁହ: ପଡ଼ିଆ ମଝିରେ କାନ୍ଦି ପକାଇଲେ ସାଇ କିଶୋର

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଆଜି ନେପାଳକୁ ୨୩ ରନରେ ମାତ୍ ଦେଇଛି ଭାରତୀୟ କ୍ରିକେଟ ଟିମ୍ । କ୍ୱାର୍ଟର ଫାଇନାଲରେ ବିଜୟ ସହ ଋତୁରାଜ ବାହିନୀ ଏବେ ସେମି ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ମ୍ୟାଚ ଦ୍ୱାରା ଟିମ…

ବକ୍ସିଂ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କଲା ଭାରତ: ପ୍ରୀତି ପୱାର ଆଣିଲେ ସଫଳତା

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ଦଶମ ଦିନରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଭାରତର ଜଲୱା ଜାରି ରହିଛି । ଏସୀୟ କ୍ରୀଡ଼ାରେ ଦଶମ ଦିନର ଦ୍ୱିତୀୟ ପଦକ ହାସଲ କରିଛି ଭାରତ । ପ୍ରଥମେ କେନୋ ଡବଲ୍ସରେ ବ୍ରୋଞ୍ଜ ପଦକ ପାଇଥିବା…

କଏଦୀଙ୍କ ପାଇଁ ନୂଆ Scheme: ପରୀକ୍ଷାରେ ପାସ୍ କଲେ କମ୍ ହେବ ଜେଲ ଦଣ୍ଡ, ୧୪୫ କଏଦୀ ମାରିଲେ ବାଜି

ମୁମ୍ବାଇ: ବର୍ତ୍ତମାନ ଜେଲ କୋଠରୀ ଭିତରେ ବନ୍ଦ ଥିବା କଏଦୀ ପାଠ ପଢିବା ପ୍ରତି ଆଗ୍ରହୀ ହେଉଛନ୍ତି । ସେଥିପାଇଁ ଏକ ବଡ଼ ସ୍କିମ ଏବେ ଲାଗୁ ହୋଇଛି । ପରୀକ୍ଷାରେ ପାସ୍ କରୁଥିବା କଏଦୀମାନଙ୍କୁ ଜେଲ ଦଣ୍ଡରୁ ମୁକ୍ତି…

Internet Speedରେ ଇତିହାସ ଲେଖୁଛି ଭାରତ: ବ୍ରିଟେନ-ଜାପାନକୁ ପକାଇଲା ପଛରେ

ନୂଆଦିଲ୍ଲୀ: ଭାରତରେ 5G ସେବା ଆରମ୍ଭରୁ ମୋବାଇଲ ଡାଉନଲୋଡ ସ୍ପିଡରେ ଖୁବ ସୁଧାର ଆସିଛି । ‘ସ୍ପିଡଟେଷ୍ଟ ଗ୍ଲୋବାଲ ଇଣ୍ଡେକ୍ସ’ରେ ଭାରତ ଏବେ ନିଜର କମାଲ ଦେଖାଇଛି । ବଡ଼ ବଡ଼ ଦେଶକୁ ପଛରେ ପକାଇ ଭାରତ ଏବେ ଇତିହାସ ଲେଖିବା…

ବଡ଼ ଖବର… ଭୁବନେଶ୍ୱର ଲୋକସେବା ଭବନରେ ଅଗ୍ନିକାଣ୍ଡ: ଜଳୁଛି ରାଜସ୍ୱ ବିଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋକସେବା ଭବନରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଲୋକସେବା ଭବନର ପ୍ରଥମ ମଲାରେ ନିଆଁ ଲାଗିଯାଇଥିବା ଦେଖାଯାଇଛି । ଭବନର ରାଜସ୍ୱ ବିଭାଗର କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିବା…

ନେପାଳକୁ ଚକମା ଦେଇ ସେମିଫାଇନାଲରେ ଭାରତର ଏଣ୍ଟ୍ରି: ସ୍ୱର୍ଣ୍ଣ ପଦକ ଲକ୍ଷ୍ୟରେ ଋତୁରାଜ…

ନୂଆଦିଲ୍ଲୀ: କ୍ୱାର୍ଟର ଫାଇନାଲରେ ନେପାଳକୁ ମାତ୍ ଦେଇ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଋତୁରାଜଙ୍କ ନେତୃତ୍ୱରେ ଏସିଆନ୍ ଗେମ୍ସର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଯଶସ୍ୱୀ ଜଏସ୍ୱାଲଙ୍କ ଦମଦାର ଶତକ ଏବଂ ପରେ…

କେନୋ ଡବଲରେ Bronze ପଦକ ହାସଲ କଲେ ଅର୍ଜୁନ-ସୁନୀଲ: ପଦକ ସଂଖ୍ୟା ୬୧କୁ ବୃଦ୍ଧି

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ଦଶମ ଦିନରେ ପ୍ରଥମ ପଦକ ଭାବରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ପୁରୁଷ ୧୦୦୦ ମିଟର କେନୋ ଡବଲରେ ଏହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଅର୍ଜୁନ ସିଂହ ଏବଂ ସୁନୀଲ ସିଂହ ସଲାମ । ଏହି…

ସାବଧାନ୍! ଆପଣଙ୍କ University ଅସଲି ତ? UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ତରଫରୁ ଜାରି କରାଯାଇଛି ନକଲି ବିଶ୍ୱବିଦ୍ୟାଳୟର ତାଲିକା । ଦେଶର ଅନେକ ରାଜ୍ୟରେ ଏକାଧିକ ନକଲି ୟୁନିଭର୍ସିଟି ଖୋଲି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ସହ ଖେଳାଯାଉଛି…