fbpx

(Video) ପ୍ରଭୁ… ଏ କି ଅଦ୍ଭୁତ ଲୀଳା? ବଦଳିଗଲା ସମୁଦ୍ର ପାଣିର ରଙ୍ଗ: ଅଦ୍ଭୁତ ଦୃଶ୍ୟକୁ ଦେଖିଲେ ବିଶ୍ୱାସ ହେଉନି

ପୁରୀ: ସମୁଦ୍ର ପାଣିର ରଙ୍ଗ ନୀଳ, ଏକଥା ସମସ୍ତେ ଜାଣନ୍ତି । ଗଭୀର ସମୁଦ୍ରରେ ପାଣିର ରଙ୍ଗ ନୀଳ ହୋଇଥିଲେ ବି ଏହାର କୂଳରେ ଥିବା ପାଣିର ରଙ୍ଗ ଧଳା ହୋଇଥାଏ । ଲହଡ଼ିର ମାଡ଼ରେ ରଙ୍ଗ ପରିବର୍ତ୍ତନ ହୋଇ ଏହା ନୀଳରୁ ଧଳା…

Asia Cup ଫାଇନାଲରୁ ବାଦ୍ ପଡ଼ିପାରେ ଟିମ ଇଣ୍ଡିଆ: ରିଜର୍ଭ ଡେ’ ମ୍ୟାଚରେ ଭାରତର ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଛି । ଲଗାତାର ବର୍ଷା ଯୋଗୁଁ ଆଜିର ମ୍ୟାଚ ଅଧାରେ ହିଁ ରୋକିବାକୁ ବାଧ୍ୟ ହୋଇଛନ୍ତି ରେପରୀ । ତେବେ ଏହି ମ୍ୟାଚର ଫଳାଫଳ ପାଇଁ ଆସନ୍ତାକାଲି…

ଆଜି ଖେଳାଯିବନି ଭାରତ-ପାକିସ୍ତାନ ମ୍ୟାଚ! Reserve Day ପାଇଁ କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ସୁପର-୪ ଷ୍ଟେଜର ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ । ତେବେ ଏହି ମ୍ୟାଚ ମାତ୍ର ୨୪ ଓଭର ଖେଳାଯାଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି ଏହି…

(Video) ବୁଲେଟ ଚାଳକ ସାବଧାନ! ଏମିତି ଗାଡ଼ି ଚଳାଉଥିଲେ ଧରିନେବ ଟ୍ରାଫିକ ପୋଲିସ, କଟିବ ଚାଲାଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ବୁଲେଟ ଚାଳକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକାଂଶ ଲୋକଙ୍କ ହାତରେ ବୁଲେଟ ଗାଡ଼ି ଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଟାର୍ଗେଟ କରିଛି ଓଡ଼ିଶାର ଟ୍ରାଫିକ ଡିପାର୍ଟମେଣ୍ଟ ।…

ପ୍ଲାନରେ ଭାରତକୁ ସଫଳତା, ମୋଦୀଙ୍କ ଚକ୍ରବ୍ୟୁହ ଭିତରେ ଫସିଗଲା ଚାଇନା: G-20 ରୁ କ’ଣ ମିଳିଲା ଖୁସି ଖବର?

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଶେଷ ହୋଇ ସାରିଛି । ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ସମ୍ମିଳନୀ ମଧ୍ୟରେ ଏହାକୁ ସବୁଠାରୁ ସଫଳ ସମ୍ମିଳନୀ ବୋଲି କୁହାଯାଇଛି । ସମିଟର…

୧୫୦ ରନ୍ ପୂର୍ବରୁ ପାଭିଲିୟନ ଫେରିଲା ଟିମ ଇଣ୍ଡିଆ: ପ୍ରବଳ ବର୍ଷା ଯୋଗୁଁ ଅଧାରେ ଅଟକିଛି ମ୍ୟାଚ୍

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ନିଜ ଦବଦବା ଜାହିର କରିଛି । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ପାଭିଲିୟନ ଫେରିଥିବା ବେଳେ ଦଳର ମଙ୍ଗ ଧରିଛନ୍ତି ପୂର୍ବତନ…

(Video) G-20 ସମ୍ମିଳନୀର ସମାପ୍ତ ଘୋଷଣା କଲେ ପ୍ରଧାନମନ୍ତ୍ରୀ: ବ୍ରାଜିଲକୁ ସଭାପତିତ୍ୱ ଦେଲେ ମୋଦୀ

ନୂଆଦିଲ୍ଲୀ: ଆଜି ଭାରତ ମଣ୍ଡପମ୍ ରେ ଶେଷ ହୋଇଛି ଜି-୨୦ ସମ୍ମିଳନୀ । 'ୱାନ୍ ଫ୍ୟୁଚର' ବିଷୟ ଉପରେ ଚର୍ଚ୍ଚା ସହିତ ଜି-୨୦ ସମିଟ ସମାପନର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ମିଟିଙ୍ଗରେ ନିଆଯାଇଥିବା ସମସ୍ତ…

ପୁଣି କଟକରେ ଛୁରାମାଡ଼: ଦୋଳମୁଣ୍ଡାଇ ଛକରେ ଯୁବତୀଙ୍କୁ ଆକ୍ରମଣ

କଟକ: ପୁଣିଥରେ ରକ୍ତରେ ରକ୍ତରଞ୍ଜିତ ହୋଇଛି ସିଲଭର ସିଟି କଟକ । ସହରର ଜନଗହଳି ପୂର୍ଣ୍ଣ ଦୋଳମୁଣ୍ଡାଇ ଛକରେ ଜଣେ ମହିଳାଙ୍କ ଉପରେ ଛୁରାମାଡ଼ ହୋଇଥିବା ଜାଣିବାକୁ ମିଳିଛି । ଦୋଳମୁଣ୍ଡାଇ ଛକରେ ଥିବା ଏକ ପାର୍ଲର ଭିତରେ…

ଆହତ ହୋଇ ଦଳରୁ ବାଦ୍ ପଡ଼ିଲେ ଶ୍ରେୟସ ଆୟର: ରାହୁଲ-ବୁମରାହଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ସୁପର ଷ୍ଟେଜର ତୃତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ପାକିସ୍ତାନ କ୍ରିକେଟ ଟିମ୍ । ତେବେ ପାକିସ୍ତାନ…

ସଂସ୍କୃତି ସହ ‘କୋଣାର୍କ ଚକ୍ର’ ଭିତରେ ରହିଛି ବିଜ୍ଞାନର ଭଣ୍ଡାର: ସାରା ବିଶ୍ୱ ଦେଖୁଛି ଭାରତର ଐତିହ୍ୟ

ନୂଆଦିଲ୍ଲୀ: ପଥରର କଳାକୃତିକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ସୂର୍ଯ୍ୟଙ୍କ ବିଶାଳକାୟ ରଥ ପରି ଏହି ମନ୍ଦିରକୁ ପ୍ରସ୍ତୁତ କରାଯାଇଛି । ଏହାକୁ ୭ଟି ଘୋଡ଼ା ଟାଣୁଥିବାର ଆକୃତି…