ଟ୍ରେନ ପରେ ବିମାନ ଦୁର୍ଘଟଣା: ରନୱେରେ ଯିବା ବେଳେ ଧକ୍କା ହୋଇଗଲେ ଦୁଇ ବିମାନ…

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ଦେଶବାସୀଙ୍କ ମନରୁ ଲିଭିନି । ସାରା ବିଶ୍ୱରେ ଏହି ଦୁର୍ଘଟରାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ବିମାନ ଏକ ଦୁର୍ଘଟଣା ସାମନାକୁ ଆସିଛି । ବିମାନବନ୍ଦରର…

WTC Final: ଭାରତକୁ ୪୪୪ ରନର ବିଶାଳ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ; ବିଜୟ ପାଇଁ ବଳ କଷିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଟ୍ରଫି ହାସଲ କରିବା ପାଇଁ ଟିମ୍ ଇଣ୍ଡିଆ ଆଗରେ ରହିଛି ୪୪୪ ରନର ବିଶାଳ ଲକ୍ଷ୍ୟ । ଚତୁର୍ଥ ଦିନ ୧୨୩—୪ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଭାରତ ପାଇଁ ୪୪୪ ରନର ଏକ ବିଶାଳ…

କରମଣ୍ଡଳ ଦୁର୍ଘଟଣା: ବଞ୍ଚିଛି ନା ମରିଛି ଜାଣି ନଥିଲେ, ଏମ୍ସରେ ପୁଅକୁ ଦେଖି କାନ୍ଦି ପକାଇଲେ ବାପା

ଭୁବନେଶ୍ୱର: ବାଲେଶ୍ୱର କରମଣ୍ଡଳ ଦୁର୍ଘଟଣା ଅନେକ ଲୋକଙ୍କୁ ନିଜ ପରିବାରଠାରୁ ଦୂରେଇ ଦେଇଛି । ଆଜି ଦୁର୍ଘଟଣାକୁ ୯ ଦିନ ବିତି ଯାଇଥିଲେ ବି କିଛି ଲୋକ ଘରକୁ ଫେରି ପାରି ନାହାନ୍ତି । ଏହାମଧ୍ୟରେ ଅନେକ ମୃତ ବ୍ୟକ୍ତି…

ନୂଆ କୋଚ୍ ଦାୟିତ୍ୱ ନେବେ ସୌରଭ ଗାଙ୍ଗୁଲି! ଖରାପ ପ୍ରଦର୍ଶନ ଯୋଗୁଁ ବଦଳିଯିବେ ଷ୍ଟାର କ୍ୟାପଟେନ୍

ନୂଆଦିଲ୍ଲୀ: ଜଣେ ଅଧିନାୟକ ଭାବରେ ସୌରଭ ଗାଙ୍ଗୁଲି ଭାରତକୁ ଅନେକ ସଫଳତା ଦେଇଛନ୍ତି । ଏହା ବ୍ୟତୀତ ଭାରତୀୟକ୍ରିକେଟ ବୋର୍ଡର ସଭାପତି ଭାବରେ ମଧ୍ୟ ସେ ଦାୟିତ୍ୱରେ ରହି ସାରିଛନ୍ତି । ତେବେ ବର୍ତ୍ତମାନ ତାଙ୍କୁ ଆଉ ଏକ…

କମ୍ ହୋଇପାରେ ପେଟ୍ରୋଲ-ଡିଜେଲ ଦର: ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ଯୋଜନା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ପ୍ରାୟ ବର୍ଷେ ହେବ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି । କିନ୍ତୁ ବର୍ତ୍ତମାନ ଏହା ଶସ୍ତା ହୋଇପାରେ ଏବଂ ଗାଡି ଚାଳକଙ୍କୁ ମିଳିପାରେ ଆଶ୍ୱସ୍ତି । ବିଜେପି ମୁଖ୍ୟାଳୟରେ…

ପ୍ରତିଶ୍ରୁତି ପୂରଣ କରିବ ବିସିସିଆଇ: IPL-2023 ରେ ଡଟ୍ ବଲ ପାଇଁ ଲାଗିବ ଏତିକି ଗଛ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର କ୍ୱାଲିଫାୟାର ମ୍ୟାଚ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ଭାରତୀୟ କ୍ରିକେଟ ବୋର୍ଡ । ୪ଟି କ୍ୱାଲିଫାୟାର ମ୍ୟାଚରେ ଖେଳାଯାଇଥିବା ପ୍ରତି ଡଟ୍ ବଲ୍ ପାଇଁ ୫୦୦ଟି ଲେଖାଏଁ…

ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସାପ ପକାଇ ହେଉଛି ଷଡଯନ୍ତ୍ର: ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ବଦନାମ କରିବାର ଲକ୍ଷ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାକୁ ନେଇ ଆରମ୍ଭ ହୋଇଛି ଏକ ବଡ ଷଡଯନ୍ତ୍ର । ସ୍କୁଲ ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ସାପ ମିଶାଇ ଏହି ଯୋଜନାକୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଇଛି । ଗତ ମେ ୨୭…

ବାହାନଗା ଟ୍ରେନ ଟ୍ରାଜେଡି: ଶବ ପକେଟରୁ ମିଳିଲା ଅଧାର କାର୍ଡ, ପଶ୍ଚିମବଙ୍ଗରୁ ଏମ୍ସକୁ ଫେରୁଛି ବିହାରର ମୃତଦେହ

ଭୁବନେଶ୍ୱର: ବାହାନଗା କରମଣ୍ଡଳ ଦୁର୍ଘଟରାକୁ ୮ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଶବ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଅନେକ ଲୋକଙ୍କ ଶବ ଏବେ ବି ଅଜଣା ଅଚିହ୍ନା ହୋଇ ଏମ୍ସ ମେଡିକାଲରେ ରଖା ଯାଇଛି । ତେବେ ଏହା…

ଶିକ୍ଷକ ପଦବୀରେ ଆସୁଛି ବଡ ନିଯୁକ୍ତି ସୁଯୋଗ: ରାଜ୍ୟରେ ବଢିବ +୨ କଲେଜ ସଂଖ୍ୟା

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ବୃଦ୍ଧି ପାଇବ +୨ କଲେଜ ସଂଖ୍ୟା । ଏଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଯୋଗାଇ ଦେବା ପାଇଁ ଚଳିତ ଶିକ୍ଷାବର୍ଷରେ ୧୦୬ଟି…

ବାହାନଗା ଟ୍ରାଜେଡି: ମୃତଦେହ ପାଇଁ ବଗିରେ ହେଉନଥିଲା ଦୁର୍ଗନ୍ଧ…. ଥିଲା ଅନ୍ୟ କାରଣ

ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡିରେ ହୋଇଛି ଏକ ମହାଖୁଲାସା । ଦୁର୍ଘଟରାଗ୍ରସ୍ତ ବଗିରୁ ଆସୁଥିବା ଦୁର୍ଗନ୍ଧର ପ୍ରକୃତ କାରଣ ଏବେ ସାମନାକୁ ଆସିଛି । କାହିଁକି ହେଉଥିଲା ଏହି ଦୁର୍ଗନ୍ଧ? ବଗିରେ ଶହ ଶହ ମୃତଦେହ ଏବଂ…