fbpx

ଖରାରେ ମୁହଁ ଲାଲ ପଡିଯାଉଛି? ଏହି ଘରୋଇ ଉପାୟରେ ଚେହେରାକୁ ଦେଇପାରିବେ ସୁରକ୍ଷା

ନୂଆଦିଲ୍ଲୀ: ଅସହ୍ୟ ତାତି ଏବଂ ପ୍ରଚଣ୍ଡ ଖରା ବର୍ତ୍ତମାନ ଦେଶବାସୀଙ୍କୁ ହନ୍ତସନ୍ତ କରୁଛି । ତେବେ ଏହି ଖରା ଯୋଗୁଁ ଅନେକ ଚର୍ମ ସମସ୍ୟା ଦେଖାଦେଇଥାଏ । ସେଥି ମଧ୍ୟରୁ ଏକ ସମସ୍ୟା ହେଉଛି ଚେହେରା ଲାଲ ପଡିବା । ବିଶେଷ…

IAS ସ୍ତରରେ ଅଦଳବଦଳ: ୪୯ ଆଇଏଏସ ସମେତ ୫୨ ଅଧିକାରୀଙ୍କୁ ଟ୍ରାନ୍ସଫର

ନୂଆଦିଲ୍ଲୀ: ସୋମବାର ପ୍ରଶାସନିକ ସ୍ତରରେ ଏକ ବଡ ଅଦଳବଦଳ କରିଛନ୍ତି ହରିୟାଣା ସରକାର । ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ୪୯ ଜଣ ଆଇଏଏସ ଅଧିକାରୀଙ୍କ ଟ୍ରାନ୍ସଫର କରାଯାଇଛି । ସେହିପରି ଜଣେ ଆଇଏସଏଫ, ଜଣେ ଆଇଆରଏସ ଏବଂ…

ବଡ ଖବର! ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଭାରତକୁ ଆସିବ ପାକିସ୍ତାନ: ରାଜି ହେଲା PCB

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ପାକିସ୍ତାନର ଉପସ୍ଥିତିକୁ ନେଇ ଲାଗିଥିବା ଦ୍ୱନ୍ଦ୍ୱରେ ପଡିଛି ପୂର୍ଣ୍ଣଚ୍ଛେଦ । ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ଆସିବାକୁ ରାଜି ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏ ନେଇ…

ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଜୟ ପାଇଁ ଚାଲିବ ମହାଯୁଦ୍ଧ

ନୂଆଦିଲ୍ଲୀ: ଆଇପିଏଲ-୧୬ର ୧୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ । ତେବେ ଆରସିବି ଅଧିନାୟକ ଫାଫ୍ ଡୁପ୍ଲେସିସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା…

ଗରିବିରେ ଦିନ କାଟୁଛନ୍ତି ବିଶ୍ୱର ବଡ଼ବଡ଼ ଧନୀ, AI ଜାରି କଲା ଫଟୋ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀ ତାଲିକାରେ ନିଜ ନାମ ଦାଖଲ କରିଛନ୍ତି ବିଲ ଗେଟ୍ସ, ଏଲନ ମସ୍କ, ଡୋନାଲ୍ଡ ଟ୍ରମ୍ପ ଏବଂ ମୁକେଶ ଅମ୍ବାନୀଙ୍କ ସମେତ ଆହୁରି ଅନେକ ବ୍ୟକ୍ତିତ୍ୱ । କିନ୍ତୁ ବର୍ତ୍ତମାନ ସେମାନଙ୍କର ଗରିବ…

୪୦ ଡିଗ୍ରୀ ପାର କଲା ତାପମାତ୍ରା: ଡହଡହ ଖରାରେ ସିଜୁଛି ସାରା ଓଡିଶା

ଭୁବନେଶ୍ୱର: ଚଳିତବର୍ଷର ତାପମାତ୍ରାରେ ଆଜି ରେକର୍ଡ ସୃଷ୍ଟି କରିଛି ବାରିପଦା ସହର । ପ୍ରଥମ ଥର ପାଇଁ ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଏହା ଚଳିତବର୍ଷର ସର୍ବାଦିକ ତାପମାତ୍ରା ଭାବେ…

ଶ୍ରଦ୍ଧା ହତ୍ୟାକାଣ୍ଡ! କୋର୍ଟ ତରଫରୁ ନ୍ୟୁଜ ଚାନେଲକୁ ନୋଟିସ: ସମ୍ପନ୍ଧିତ ପ୍ରସାରଣ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାକୁ ନେଇ ଏକ ନ୍ୟୁଜ ଚାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ କୋର୍ଟ । ଅଭିଯୋଗ ସମ୍ବନ୍ଧୀୟ କୌଣସି ବି ସାମଗ୍ରୀକୁ ପ୍ରସାରଣ କରିବା ଉପରେ ଅଦାଲତ ରୋକ ଲଗାଇଛନ୍ତି ।…

ଦେଶର ସବୁଠୁ ବଡ ପରୀକ୍ଷା ପାଲଟିଲା NEET, ୨୧ ଲକ୍ଷ ଆବେଦନ: କାହିଁକି ବଢୁଛି କ୍ରେଜ?

ନୂଆଦିଲ୍ଲୀ: ମେଡିକାଲ କୋର୍ସରେ ଆଡମିଶନ ପାଇଁ ପରୀକ୍ଷା ଚଳିତବର୍ଷ ଏକ ବିରାଟ ରେକର୍ଡ କରିବାକୁ ଯାଉଛି । ଏହି ପରୀକ୍ଷା ପାଇଁ ଦେଶର ମୋଟ ୨୧ ଲକ୍ଷରୁ ଅଧିକ ପିଲା ଆବେଦନ କରି ସାରିଛନ୍ତି । ଯାହାଦ୍ୱାରା ଏହି ପରୀକ୍ଷା…

ଜାଣିଛନ୍ତି କି? କେବେ ଆରମ୍ଭ ହୋଇଥିଲା ଭାରତୀୟ ରେଳ ସେବା? ଜାଣିବା ପ୍ରଥମ ଟ୍ରେନର ରୋଚକ କାହାଣୀ

ନୂଆଦିଲ୍ଲୀ: ଭାରାତୀୟ ରେଳବାଇ ହେଉଛି ବିଶ୍ୱର ଚତୁର୍ଥ ସର୍ବବୃହତ ରେଳ ନେଟୱାର୍କ । ଏହା ସହିତ ଭାରତୀୟ ରେଳବାଇ ହେଉଛି ଦେଶରେ ସବୁଠୁ ଅଧିକ ଚାକିରିର ସୁଯୋଗ ଦେଉଥିବା ସଂଗଠନ । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ…

WTC ଫାଇନାଲରେ ଏଣ୍ଟ୍ରି କରିବେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ! ଶ୍ରେୟସଙ୍କ ସ୍ଥାନରେ ହୋଇପାରେ କମବ୍ୟାକ

ନୂଆଦିଲ୍ଲୀ: ଚଳିତବର୍ଷ ଭାରତ ପାଖରେ ୨ଟି ଆଇସିସି ଟ୍ରଫି ଜିତିବାର ସୁଯୋଗ ରହିଛି । ଆଇପିଏଲ ପରେ ଭାରାତ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୩ର ଫାଇନାଲ ମ୍ୟାଚ । ଜୁନ ୭ ତାରିଖରେ ଏହି ମ୍ୟାଚ…