ରିସର୍ଚ୍ଚରୁ ଖୁଲାସା; ଫୋନରେ ଅଧିକ କଥା ହେଲେ ବଢିବ ବ୍ଲଡ-ପ୍ରେସର: ହୋଇପାରେ ଅନେକ ରୋଗ

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଫୋନ ଆମ ଜୀବନଶୈଳୀର ଏକ ପ୍ରମୁଖ ଅଙ୍ଗ ପାଲଟି ଯାଇଛି । ବିଭିନ୍ନ କାମରେ ମୋବାଇଲ ଆମକୁ ସାହାଯ୍ୟ କରୁଥିବା ବେଳେ ଏହାର ଅନେକ ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ଏହାର ବହୁଳ ବ୍ୟବହାର…

ବନ୍ୟା ସହ ଭୟଙ୍କର ଭୂ-ସ୍ଖଳନ; ୧୭୫ ଜଣଙ୍କ ମୃତ୍ୟୁ, ଭାସିଗଲା ସ୍କୁଲ ଓ ହସ୍ପିଟାଲ

ନୂଆଦିଲ୍ଲୀ: ଭୟଙ୍କର ଭୂସ୍ଖଳନ ସାଙ୍ଗକୁ ବନ୍ୟାର ବିତ୍ପାତରେ ସାରା ସହରରେ ପ୍ରକୃତି କରୁଛି ତାଣ୍ଡବଲୀଳା । ଭାସୁଛି ସ୍କୁଲ ଘର ସାଙ୍ଗକୁ ହସ୍ପିଟାଲ । ଏପର୍ଯ୍ୟନ୍ତ ୧୭୫ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ବି…

ଝାରସୁଗୁଡା ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ: ବିଜେପି ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ସୋ’

ଝାରସୁଗୁଡା: ଝାରସୁଗୁଡା ପାଇଁ ଉପନିର୍ବାଚନର ପ୍ରଚାର ସମୟ ଶେଷ ହୋଇ ଆସୁଛି । ୮ ତରିଖରେ ଶେଷ ହେବ ନିର୍ବାଚନୀ ପ୍ରଚାର । ତେବେ ଏହାପୂର୍ବରୁ ଆଜି ଏହି ନିର୍ବାଚନରେ ହେବ ଏକ ମହାଲଢେଇ । ବିଜେଡି-ବିଜେପିର ନିର୍ବାଚନ…

ସପିଙ୍ଗ ମଲ୍ ରେ ବଡ ଧରଣର ଗୁଳିକାଣ୍ଡ: ୯ ଜଣ ଗୁରୁତର, ଦୁର୍ବୃତ୍ତକୁ ଏନକାଉଣ୍ଟର

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରେ ଏକ ଅଘଟଣ ଘଟି ଯାଇଛି । ନିକଟସ୍ଥ ଏକ ସପିଙ୍ଗ ମଲ୍ ରେ ଜଣେ ଦୁର୍ବୃତ୍ତ ଅଚାନକ ପଶି ଆସିବା ସହ ଆଖିବୁଜା ଗୁଳିମାଡ କରିଛି । ଦୁର୍ବୃତ୍ତର ଗୁଳିମାଡରେ ୯ ଜଣ ଗୁରୁତର ଆହତ ହୋଇଥିବା…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୯ରେ ନେଇପାରେ ଅବପାତର ରୂପ

ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା 'ମୋଚା' । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ୮ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…

ରିସର୍ଚ୍ଚରୁ ବଡ ଖୁଲାସା; ୩୪ ପ୍ରକାର କ୍ୟାନ୍ସରର ମୁଖ୍ୟ କାରଣ ହୋଇପାରେ ଏହି ଖାଦ୍ୟ, ଏବେଠୁ ରୁହନ୍ତୁ ସାବଧାନ୍

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ କର୍କଟ ଦିବସ । କ୍ୟାନସର ରୋଗ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ରୂପେ ପାଳନ କରାଯାଉଛି । ପ୍ରାରମ୍ଭିକ ସ୍ତରରେ…

କିଏ ହେବ କର୍ଣ୍ଣାଟକର କିଙ୍ଗ? Opinion Pollରେ ବିଜେପି ଏବଂ କଂଗ୍ରେସକୁ ମିଳିଲା ଏତିକି ସିଟ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ଇଲେକ୍ସନକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇ ସାରିଛି । ବିଧାନସଭାର ଏହି ନିର୍ବାଚନ ଲଢେଇରେ କିଏ ମାରିବ ବାଜି? ସେ ନେଇ ଜୋର ଧରିଛି ଆଲୋଚନା ଆଉ ପର୍ଯ୍ୟାଲୋଚନା । ତେବେ ୟା ଭିତରେ କଂଗ୍ରେସ…

ଡିଗ୍ରୀ ପାଇଗଲେ ସରି ଯାଏନି ଶିକ୍ଷାଗ୍ରହଣ ପ୍ରକ୍ରିୟା, ଏହା ନିରନ୍ତର: ରାଷ୍ଟ୍ରପତି ମୁର୍ମୁ

ବାରିପଦା: ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କ୍ରମରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱଦଶ ସମାରୋହରେ ସେ ଯୋଗ ଦେଇଛନ୍ତି । ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଝଟକା; IPL ଅଧାରୁ ଫେରିଗଲେ ଗୁଜୁରାଟର ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଦମଦାର ପ୍ରଦର୍ଶନ କରିଛି ହାର୍ଦ୍ଦିକଙ୍କ ନେତୃତ୍ୱାଧୀନ ଟିମ୍ ଗୁଜୁରାଟ ଟାଇଟନ୍ସ । ଦଳର ଅଧିକାଂଶ ଖେଳାଳି ଧୂଆଁଦାର ଫର୍ମରେ ଥିବା ବେଳେ ଏହାର ଫାଇଦା ପାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।…

ଟପ୍ ରେ ରହିଛି CSK; IPLର ପଞ୍ଚମ ସପ୍ତାହରେ ବି ଚେନ୍ନାଇ ଶୀର୍ଷରେ: ସବୁ ଟିମ୍ ପଡିଲା ପଛରେ

ମୁମ୍ବାଇ: ଚଳିତ ଆଇପିଏଲ ସିଜନର ୪୯ତମ ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ମୁମ୍ବାଇର ୧୪୦ରନର ଛୋଟ ଲକ୍ଷ୍ୟକୁ ହାସଲ କରି ୬ ୱିକେଟରେ ବିଜୟୀ ହୋଇଛି ସିଏସକେ । ଏହି ବିଜୟ ସହିତ ପଏଣ୍ଟ ଟେବୁଲର…