ହେ ଭଗବାନ…୧୦୦ ବର୍ଷ ପୁରୁଣା ହୋଟେଲ, ଯେଉଁଠି ଚାଲିଛି ଭୂତଙ୍କ ରାଜ୍: ଦାନ୍ତରେ କାଟି ଦେଉଛନ୍ତି ଶରୀର
ନୂଆଦିଲ୍ଲୀ: ଭୂତ-ପ୍ରେତ, ପିଶାଚ ଆଉ ଆତ୍ମା । ଏଭଳି ଶରୀର ହୀନ ଦୃଷ୍ଟ ଶକ୍ତିର ନାଁ ଶୁଣିଲେ ପ୍ରତ୍ୟେକ ମଣିଷ ଭୟରେ ଥରିଯାଏ । ଆଖି ଆଗରେ ଝଲସି ଉଠେ କେତେ କ'ଣ ଭୟଙ୍କର ଚିତ୍ର । ଭୂତ କ'ଣ କରିପାରେ ଆଉ କେମିତି ଜୀବନ…