ଅଳିଆଗଦାକୁ ଯିବ ୨୦ ଲକ୍ଷ ଗାଡି: କାହିଁକି ଏବଂ କେଉଁ ଗାଡିକୁ କରାଯିବ ସ୍କ୍ରାପିଙ୍ଗ?
ଭୁବନେଶ୍ୱର: ରାଜ୍ୟରେ ଏବେ ଗାଡିଚାଳକମାନଙ୍କୁ ଲାଗିବ ଏକ ଶକ୍ତ ଝଟକା । ଓଡିଶାର ମୋଟ ୨୦ ଲକ୍ଷରୁ ଅଧିକ ଗାଡି ବର୍ତ୍ତମାନ ସ୍କ୍ରାପ ହେବାକୁ ଯାଉଛି । ୧୫ ବର୍ଷରୁ ଅଧିକ ଏବଂ ଫିଟନେସ ନଥିବା ଗାଡିଗୁଡିକର ଠିକଣା ପାଲଟିବ…