ସୁନ୍ଦରତା ପଡ଼ିଲା ମହଙ୍ଗା, ଘରକୁ ଫେରିଯିବେ ମହାକୁମ୍ଭର ସୁନ୍ଦରୀ ମୋନାଲିସା
ପ୍ରୟାଗରାଜ: ମହାକୁମ୍ଭରେ ଭାଇରାଲ ହୋଇଥିବା ସୁନ୍ଦରୀ ଝିଅ ମୋନାଲିସା। ନିଜ ସୁନ୍ଦରତା ପାଇଁ ଏବେ ଅସୁବିଧାରେ ପଡ଼ିଛନ୍ତି। ନିଜ ସୁନ୍ଦରତା ଯେପରି ତାଙ୍କ ପାଇଁ ଅଭିଶାପ ପାଲଟିଯାଇଛି।
ତେଣୁ ବ୍ୟବସାୟ ଛାଡ଼ି ଘରକୁ…