ମୋ ମୃତ୍ୟୁ ପାଇଁ ମୁଁ ନିଜେ ଦାୟୀ, ଆତ୍ମହତ୍ୟା ପୂର୍ବରୁ ଏପରି କହିଲେ UPSC ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର
ନୂଆଦିଲ୍ଲୀ: "ମୋ ମୃତ୍ୟୁ ପାଇଁ ମୁଁ ନିଜେ ଦାୟୀ"। UPSC ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।
ହେଲେ ଆତ୍ମହତ୍ୟା ପୂର୍ବରୁ ଛାତ୍ର ଜଣକ ଏକ…