ସ୍କୁଲ ଭ୍ୟାନରେ ୪ ବର୍ଷର ଝିଅକୁ ରେପ୍, ପିଡୀତା ମା’କୁ ମୁହଁ ନ ଖୋଲିବାକୁ ଧମକ!
ଉତ୍ତରପ୍ରଦେଶ: ସ୍କୁଲ ଭ୍ୟାନରେ ବି ଅସୁରକ୍ଷିତ ଝିଅ। ଜଣେ ୪ ବର୍ଷର ଝିଅକୁ ସ୍କୁଲ ନେବା ସମୟରେ ତା ସହ ଅସଦାଚରଣ କରିଛି କାମାନ୍ଧ ସ୍କୁଲ ଭ୍ୟାନ୍ ଡ୍ରାଇଭର। ଯେଉଁ ଘଟଣା ଜଣା ପଡିବା ପରେ ଏବେ ଝିଅମାନଙ୍କୁ ଘରୁ ବାହାର…