ସଂରକ୍ଷଣ ବିରୋଧୀ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟକୁ ଯିବ ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ଜୁଲାଇମାସରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ସମୟରେ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ବିଚାର କରିବେ । ଆଇନ, ନ୍ୟାୟ ଓ ସଂସଦୀୟ…

ଆପଣଙ୍କ ଘରେ ବ୍ୟବହାର ହେଉଥିବା ପାଣି ବିଷାକ୍ତ କି ନୁହେଁ; ସହଜରେ କରନ୍ତୁ ଏହିପରି ପରୀକ୍ଷା 

ଓଡ଼ିଶା ଭାସ୍କର: ବର୍ଷାଦିନେ ଘରେ ଅପରିଷ୍କାର ପାଣି ଏକ ସାଧାରଣ ସମସ୍ୟା। ଅନେକ ସମୟରେ ଦୂଷିତ ପାଣି ପିଇ କେହି କେହି ଅସୁସ୍ଥ ହୋଇପଡ଼ନ୍ତି ଏବଂ ଏହାର ଖରାପ ପ୍ରଭାବ ପିଲାମାନଙ୍କ ଉପରେ ଅଧିକ ପଡ଼ିଥାଏ। କିନ୍ତୁ କ'ଣ…

Video; ବାପଘରକୁ ଯିବା ପଡ଼ିଲା ମହଙ୍ଗା, ସ୍ତ୍ରୀକୁ ବାଇକ୍ ପଛରେ ବାନ୍ଧି ଗାଁରେ ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ

ଜୟପୁର: ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀକୁ ବାଇକ୍ ପଛରେ ବାନ୍ଧି ଗାଁ ରେ ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ। ଆଶ୍ଚର୍ଯ୍ୟର କଥା ହେଉଛି ଏହି ପୁରା ଘଟଣାର ସୁଟିଂ କରାଯାଇଥିଲା…

ଶେଖ୍ ହସିନାଙ୍କୁ ହଟାଇବାରେ ଆମର କୌଣସି ଭୂମିକା ନାହିଁ: ଆମେରିକା

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ହଟାଇବାରେ ଆମେରିକାର କୌଣସି ଭୂମିକା ନାହିଁ ବୋଲି ଆମେରିକା କହିଛି । ତାଙ୍କୁ ହଟାଇବାରେ ଆମେରିକାର ଭୂମିକା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି ।…

ପତଞ୍ଜଳି ମାମଲାରେ ରାମଦେବ ଓ ବାଲକୃଷ୍ଣଙ୍କୁ ଆଶ୍ୱସ୍ତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପତଞ୍ଜଳି ଲିମିଟେଡ୍, ଏହାର ପ୍ରତିଷ୍ଠାତା ବାବା ରାମଦେବ ଓ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ ସୁପ୍ରିମ୍ କୋର୍ଟ ବନ୍ଦ କରିବା ସହ ଭବିଷ୍ୟତରେ ଆଦେଶର…

ମହିଳା ବେଶରେ ଲୁଚିଲୁଚି ଓଡ଼ିଶା ଆସୁଛନ୍ତି! ଜଳପଥ ଦେଇ ମାଡ଼ି ଆସୁଛନ୍ତି ଶହଶହ ବାଂଲାଦେଶୀ

ପୁରୀ: (ଓଡ଼ିଶା ଭାସ୍କର) ବାଂଲାଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ହିଁସା କାଣ୍ଡ । ସେଥିପାଇଁ ଭାରତ ମୁଁହା ବାଂଲାଦେଶି । ସ୍ଥଳପଥ ଅପେକ୍ଷା ଜଳପଥରେ ଅଧିକ ଅନୁପ୍ରବେଶ କାରୀଙ୍କ ପ୍ରବେଶ ଆସଙ୍କା କରି ଓଡ଼ିଶା…

SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଡାକ୍ତର; ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ହୋଇଥିଲା ଅଭିଯୋଗ

କଟକ: (ଓଡ଼ିଶା ଭାସ୍କର) SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ । କାର୍ଡିଓଲୋଜି ବିଭାଗର ସଂପୃକ୍ତ ଡାକ୍ତରଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ । ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା…

ବାଂଲାଦେଶୀ ହିନ୍ଦୁଙ୍କ ଉପରେ ରହିଛି ସମସ୍ତଙ୍କ ନଜର; ଟ୍ରେଣ୍ଡରେ ଅଛି ଏହିସବୁ ହ୍ୟାସଟ୍ୟାଗ୍

ନୂଆଦିଲ୍ଲୀ: ଶେଖ୍ ହସିନାଙ୍କ ହଠାତ୍ ଇସ୍ତଫା ଓ ଦେଶରୁ ବିଦାୟ ପରେ ନୋବେଲ ବିଜେତା ମହମ୍ମଦ ୟୁନୁସ୍ ନୂଆ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସଙ୍କଟ ଆହୁରି ଗମ୍ଭୀର ହୋଇଛି।…

POCSO Act: ପୋକ୍ସୋ ଆକ୍ଟ କେବଳ ପୁରୁଷଙ୍କ ଠାରେ ନୁହେଁ, ମହିଳାଙ୍କ ଉପରେ ମଧ୍ୟ ଲାଗୁହୁଏ, ମହିଳା ଅଭିଯୁକ୍ତଙ୍କ ଭ୍ରମ ଭାଙ୍ଗିଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଜଣେ ଶିଶୁଉପରେ ଯୌନ ନିର୍ଯାତନା ପାଇଁ ଜଣେ ମହିଳା ପୋକ୍ସୋ ଆଇନ ଅଧୀନରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରିବେ ଏବଂ ଏହି ଅପରାଧ ପାଇଁ ଅଦାଲତ ପ୍ରକ୍ରିୟା…

Jio-Airtel ଠାରୁ ଅନେକ ଗୁଣ ଶସ୍ତା BSNLର ଏହି ପ୍ଲାନ; ମାସକୁ ମାତ୍ର ୧୬୬ ଟଙ୍କାରେ ମିଳିବ ୬୦୦ GB ଡାଟା

ନୂଆଦିଲ୍ଲୀ: ଭାରତର ସରକାରୀ ଟେଲିକମ୍ କମ୍ପାନି BSNLକୁ ନେଇ ଆଜିକାଲି ଚର୍ଚ୍ଚା ଜୋର ଧରିଛି। ଭାରତର ଅନେକ ରାଜ୍ୟରେ ବିଏସ୍ଏନ୍ଏଲ୍ ଗତ ଏକ ମାସ ମଧ୍ୟରେ ଲକ୍ଷ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି। ବାସ୍ତବରେ ଭାରତର ୩ଟି ଘରୋଇ…