fbpx

ସେ କଥା କଥାରେ ଲେଖିଦିଅନ୍ତି ଗୀତ; ତାଙ୍କ କଣ୍ଠର କୁହୁକରେ ଜୀବନ୍ତ ହୋଇଉଠେ ସଙ୍ଗୀତ

ଓଡ଼ିଶା ଭାସ୍କର: ଆଜି ମନେ ପଡ଼ନ୍ତି ସଙ୍ଗୀତର କିମ୍ବଦନ୍ତୀ ଖୋକାଭାଇ । ସେ କଥା କଥାରେ ଲେଖିଦିଅନ୍ତି ଗୀତ । ଆଉ ସେ ଗୀତକୁ ଗାଇଲେ ତାହା ଯେପରି ହୋଇଉଠେ ଜୀବନ୍ତ । ସଙ୍ଗୀତର କଳାଜୟୀ ସ୍ରଷ୍ଟା ହେଉଛନ୍ତି ଅକ୍ଷୟ ମହାନ୍ତି…

Big News ମେଡିକାଲ ଅଧିକାରୀଙ୍କ ଛୁଟି ବିଜ୍ଞପ୍ତି; ଏଣିକି ସରକାରୀ ଛୁଟି ଦିନରେ କାମ କଲେ ମିଳିବ ବିକଳ୍ପ ଛୁଟି

ଭୁବନେଶ୍ୱର: (ଓଡିଶା ଭାସ୍କର) ମେଡିକାଲ ଅଧିକାରୀଙ୍କ ଛୁଟି ସମ୍ପର୍କରେ ସରକାରଙ୍କ ବିଜ୍ଞପ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଣିକି ସରକାରୀ ଛୁଟି ଦିନରେ କାମ କଲେ…

୩୬ ଡିଗ୍ରି ଉପରେ ୭ ସହର: ଆହୁରି ୫ ଦିନ କଲବଲ କରିବ ତାତି

ଭୁବନେଶ୍ୱର: ତାତିରେ କଲବଲ ହେଉଛି ସାରା ଓଡିଶା । ରାତିରେ କାକର ବଦଳରେ ନିଆଁ ବରଷିଲା ଭଳି ଲାଗୁଛି, ଗୁଳୁଗୁଳି କଥା ତ ନ କହିଲେ ଭଲ । ଶରତରେ ଆଉ ଶୀତ ନାହିଁ । ସବୁଠି ଏବେ ଗ୍ରୀଷ୍ମ ପ୍ରବହ ଦେଖିବାକୁ ମିଳୁଛି ।…

ଇସ୍ରାଏଲ-ହମାସ ଯୁଦ୍ଧ; ସାମ୍ନାକୁ ଆସିଲା ବୀରତ୍ୱର ଭିନ୍ନ ଏକ କାହାଣୀ, ୨୫ ଜଣ ଆତଙ୍କବାଦୀଙ୍କୁ ମାରିଗଡାଇଲେ ଜଣେ ଯୁବତୀ

ଓଡ଼ିଶା ଭାସ୍କର: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ହମାସର ଆକ୍ରମଣ ପରେ ଆତଙ୍କବାଦୀ ସଂଗଠନକୁ ସଫା କରିବାକୁ ପ୍ରତିଶ୍ରୁତି ଦେଇଛି ଇସ୍ରାଏଲ । ଏହି ସଂଘର୍ଷରେ ହଜାର ହଜାର ଲୋକ ପ୍ରାଣ…

ଯୁଦ୍ଧ ଭିତରେ ଜରୁରୀକାଳୀନ ସରକାର ଗଠନ କଲା ଇସ୍ରାଏଲ

ଓଡ଼ିଶା ଭାସ୍କର: ଜରୁରୀକାଳୀନ ସରକାର ଗଠନ କରିବାକୁ ଯାଉଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମୁଖ୍ୟ ତଥା କେନ୍ଦ୍ରୀୟ ବିରୋଧୀ ଦଳର ନେତା ବେନି ଗାଣ୍ଟ୍ଜ । ଉଭୟଙ୍କ…

ଗୀତ ଶୁଣି ନିଜକୁ ସମ୍ଭାଳି ପାରିଲେନି, ଛାତ୍ରୀ ମାନଙ୍କ ସହ ନାଚି ଧୂଳି ଉଡାଇଲେ ମହିଳା ପୋଲିସ

ଓଡ଼ିଶା ଭାସ୍କର: ଢେମସା ନାଚି ଧୂଳି ଉଡ଼ାଇଲେ ମହିଳା ପୋଲିସ ଅଧିକାରୀ । ଚେୟାରୁ ଉଠି ଆସି ସିଧା ଛାତ୍ରୀ ମାନଙ୍କ ସହ କାନ୍ଧରେ ହାତପକାଇ ଢ଼େମସା ନାଚିବା ଆରମ୍ଭ କଲେ ମହିଳା ପୋଲିସ । ମଞ୍ଚରେ ଚାଲିଥିଲା ସାଇବର ସୁରକ୍ଷା…

(Video) ନୂଆ କିଛି କରିବାକୁ ଯାଇ ଆମଲେଟ୍‌ରେ ଗୁଟୁକା ମିଶାଇଲେ ଦୋକାନୀ; ଆଶ୍ଚର୍ଯ୍ୟ ହେଲେ ଦେଖଣାହାରୀ

ଓଡ଼ିଶା ଭାସ୍କର: ଆଜିକାଲି ଲୋକମାନେ ନିଜର ସ୍ଵତନ୍ତ୍ର ପରିଚୟ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ସବୁଠୁ ଅଧିକ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ଭିତରେ ଦେଖିବାକୁ ମିଳୁଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ…

Love-Sexର ଭୟଙ୍କର ପରିଣାମ; ମିଛ ହେଲା ପ୍ରତିଶ୍ରୁତି, ସତ ହେଲା ପ୍ରତାରଣା…

ଓଡ଼ିଶା ଭାସ୍କର: "ମୁଁ କଣ ବାହା ହୋଇ ଭୁଲ କଲି..ମୁଁ କଣ ଭଲ ପାଇ ପାପ କଲି.ମୁଁ କଣ ମୋ ସ୍ୱାମୀ ସାଙ୍ଗରେ ସମ୍ପର୍କ ରଖି ଅପରାଧ କଲି..କିନ୍ତୁ କାହିଁକି କେଜାଣି ଏ ସମାଜ ମୋତେ ଚରିତ୍ର ହୀନା ସଜାଇଦେଲା..ମୁଁ ସବୁକିଛି…

କେତେ ଉପକାରୀ କାଠ ନିର୍ମିତ ସାମଗ୍ରୀ, କାହିଁକ ଏହାକୁ ଆଗକାଳରେ କରୁଥିଲେ ବ୍ୟବହାର ?

ଓଡିଶା ଭାସ୍କର: ଆଧୁନିକ ଚଳନୀ ଭିତରେ ବି ବେଳେ ବେଳେ ପାରମ୍ପାରିକ ଚଳନୀର ଝଲକ ଦେଖିବାକୁ ମିଳେ । ସେ ସୋଉକରେ ହେଉ ବିମ୍ବା ସଚେତନତା । ତେବେ ଆଜି ଜାଣିବା କାଠ ନିର୍ମିତ ସାମଗ୍ରୀ ଆମ ପାଇଁ କେତେ ଉପକାରୀ ହୋଇଥାଏ ।…

Big News ଇଞ୍ଜେକ୍ସନ ଦେବା ବାହାନାରେ +୨ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଆତ୍ମଘୋଷିତ ଡାକ୍ତର

କଟକ: କଲେଜ ପଢନ୍ତା +୨ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କଲେ ଜଣେ ମେଡ଼ିସିନ୍ ଦୋକାନୀ । ସେହି ଅଞ୍ଚଳରେ ନିଜକୁ ଡାକ୍ତର ବୋଲାଉଥିବା ଜଗନ୍ନାଥ ମେଡ଼ିସିନ୍ ଦୋକାନ ମଲିକ ପ୍ରଶାନ୍ତ କୁମାର ନାୟକ । ଇଞ୍ଜେକ୍ସନ ଦେବା ନାରେ…